Home » ଓଡ଼ିଶା » Page 65
odisha weaather report

ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଆଗାମୀ ୩ ଦିନ ପ୍ରବଳ ବର୍ଷା;ଭାରତ ପାଣିପାଗ ବିଭାଗର ଚେତାବନୀ

ନୂଆଦିଲ୍ଲୀ : ଆଗାମୀ ତିନିଦିନ ପ୍ରବଳ ବର୍ଷା ହେବ। ଓଡିଶା ସମେତ ହିମାଚଳ ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ବିହାର, ଛତିଶଗଡ, ଉପ-ହିମାଳୟ ,ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ,ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ,ତ୍ରିପୁରା ଏବଂ ଉପକୂଳ କର୍ଣ୍ଣାଟକ ଉପରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ , ଉତ୍ତର-ଦକ୍ଷିଣ ନିମ୍ନ ଚାପର ବାୟୁ କ୍ଷେତ୍ର ବିହାରରୁ ପଶ୍ଚିମବଙ୍ଗ ଉପକୂଳର ନିମ୍ନ…

Read More

ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ପୂର୍ବତନ ଆୟୁଷ ନିର୍ଦେଶକ ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ  ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ତାଙ୍କୁ ଆୟୁଷ ନିର୍ଦ୍ଦେଶକ ପଦରୁ ନିଲମ୍ବିତ କରାଯାଇଥଲା। ସୂଚନାଯୋଗ୍ୟ, ଓଏଏସ୍ ବିଭୁପ୍ରସାଦ ନିଜ ଅଫିସ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପରେ ମହିଳା ଥାନାରୋ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଥିଲା। ସହକର୍ମୀଙ୍କୁ ନିର୍ଯାତନା ଦେବା ପ୍ରମାଣ ପାଇବା ପରେ ରାଜ୍ୟ ସରକାର…

Read More

ସମସ୍ତ ଡାକ୍ତର ବଡ଼ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବା ଆବଶ୍ୟକ:ଓଡ଼ିଶା ହାଇକୋର୍ଟ

କଟକ : ବେଳେ ବେଳେ ଦେଖାଯାଏ ଯେ ଡାକ୍ତର ମାନେ ରୋଗୀକୁ  ଲେଖିଥିବା ପ୍ରେସକ୍ରିପସନ ସ୍ପଷ୍ଟ ଭାବେ ପଢିବା ସମ୍ଭବ ହୁଏ ନାହିଁ। ଏମିତିବି ହେଉଛି ମେଡିସିନ ଦୋକାନୀବି ସେ ପ୍ରେସକ୍ରିପସନକୁ ପଢି ପାରନ୍ତି ନାହିଁ।  ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ  ଉଭୟ ସରକାରୀ ତଥା ବେସରକାରୀ ଡାକ୍ତର ରୋଗୀକୁ ଔଷଧ ଲେଖିବା ବେଳେ ସର୍ବଦା କ୍ୟାପିଟାଲ୍ ଅକ୍ଷରରେ ଲେଖିବା ବାଧ୍ୟତାମୂଳକ କରନ୍ତୁ। ଜଣେ ଅସୁସ୍ଥ କଏଦୀଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କ ନିକଟରେ…

Read More

ଏଥର ବର୍ଷେ ଚାକିରି କଲେ କର୍ମଚାରୀମାନଙ୍କୁ ମିଳିବ ଗ୍ରାଚ୍ୟୁଇଟି,ଆସୁଛି ନୂଆ ନିୟମ

ଭୁବନେଶ୍ଵର: ନିୟୋଜିତ କର୍ମଚାରୀମାନଙ୍କୁ ଖୁସି ଖବର ମିଳିବ ଖୁବ ନିକଟରେ, ଆଗାମୀ ଦିନରେ ସରକାର କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ନିୟମ ରେ ବଡ଼ ପରିବର୍ତ୍ତନ କରିବାପାଇଁ ଯାଉଛନ୍ତି। ସଂସଦର ସ୍ଥାୟୀ କମିଟି ଗ୍ରାଚ୍ୟୁଇଟି ପାଇଁ  ଚାକିରିକାଳ ୫ ବର୍ଷ ପରିବର୍ତ୍ତେ ୧ ବର୍ଷ ଅବଧି ସ୍ଥିର କରିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ନିୟମାନୁସାରେ ଜ​‌ଣେ କର୍ମଚାରୀଙ୍କୁ  ଗ୍ରାଚ୍ୟୁଇଟି ପାଇବାକୁ ହେଲେ ଅତିକମ୍‌ରେ ୫ବର୍ଷରୁ ଅଧିକ ସମୟ କ୍ରମାଗତ ଭାବେ ଗୋଟିଏ ସଂସ୍ଥାରେ  ଚାକିରି କରିଥିବା ଆବଶ୍ୟକ। ଅବଶ୍ୟ, ଜଣେ…

Read More

#Binod : ଏସବିଆଇ,ପେଟିଏମ୍ ଭଳି କମ୍ପାନୀ ମଧ୍ୟ ବିନୋଦଙ୍କୁ ପସନ୍ଦ କରନ୍ତି; କିଏ ଏହି ବିନୋଦ!

ନୂଆଦିଲ୍ଲୀ :ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ‘ବିନୋଦ'(Binod) ଖୁବ୍ ଦ୍ରୁତ ଗତିରେ ଟ୍ରେଣ୍ଡ କରୁଛି। ଲୋକମାନେ ଲଗାତାର ଟୁଇଟ୍ କରି ଏହାକୁ ପୋଷ୍ଟ କରୁଛନ୍ତି।  ବହୁତ ଟ୍ରେଣ୍ଡୀ ହୋଇଥିଲେ ମଧ୍ୟ ବିନୋଦ କିଏ ଏବଂ ଏହା କାହିଁକି ଟ୍ରେଣ୍ଡ ହେଉଛି ତାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ।   ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ମଧ୍ୟ ବ୍ୟାଙ୍କ ଅପରେସନ ସମୟରେ ଲୋକଙ୍କୁ ଅନଲାଇନ୍ ସୁରକ୍ଷା ବିଷୟରେ ଅବଗତ କରାଇବା…

Read More
CHSE

+୨ବିଜ୍ଞାନ ଫଳ ପ୍ରକାଶିତ ,୭୦.୨୧ % ଛାତ୍ରଛାତ୍ରୀ ପାସ

ଭୁବନେଶ୍ଵର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ( CHSE)ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷ ଫଳ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ସୂଚନା ଦେଇଛନ୍ତି। ମୋଟ ୯୭,୩୭୭ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮,୩୭୪ ଜଣ ପିଲା ପାସ କରିଛନ୍ତି। ଚଳିତ ବର୍ଷ ୭୦.୨୧ ଶତକଡା ଛାତ୍ରଛାତ୍ରୀ ପାସ କରିଛନ୍ତି। ଗତ ବର୍ଷ ପାସ ହାର ୭୨ ପ୍ରତିଶତ ଥିଲା। ଚଳିତ ବର୍ଷ +୨…

Read More

ଆଜି ଦିନ ୧୨.୩୦ ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷ‌ା ଫଳ

ଭୁବନେଶ୍ଵର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ଦ୍ଵାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ଆଜି ଦିନ ୧୨.୩୦ ରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ପ୍ରକାଶ କରାଯିବ। ପରେ ୱେବସାଇଟ୍ ଉପଲବ୍ଧ ହେବ।   ପରୀକ୍ଷାର୍ଥୀ www.orissaresults.nic.in ୱେବ୍‌ସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ବିଷୟରେ ଜାଣିପାରି‌ବେ। ଏଥିସହିତ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Read More

ମଣିଷ ଓ ହାତୀ ସଂଘର୍ଷ ଖୁବ ଶୀଘ୍ର ବନ୍ଦ ହେବ:ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ : ମଣିଷ ଓ ହାତୀ ସଂଘର୍ଷ ଏଡାଇବା ପାଇଁ ଜଙ୍ଗଲରେ ହିଁ ହାତିମାନଙ୍କୁ ଖାଇବା ଓ ପାଣି ଯୋଗାଇବା ଉପରେ ଜୋରଦାର ଉଦ୍ୟମ ହେଉଥିବା ବିଶ୍ଵ ହସ୍ତୀ ଦିବସ ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଭାରତ ଅଙ୍ଗିକାରବଦ୍ଧ ଓ ସେଥିପାଇଁ କମ ବ୍ୟୟ ସାପେକ୍ଷ ଓ ପରିଣାମଦର୍ଶୀ ସମାଧାନର ପନ୍ଥା ବାହାର କରାଯାଉଛି।…

Read More

ରାଜ୍ୟରେ ରେକର୍ଡ ସଂଖ୍ୟକ ୧୮୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୮୧୦ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୮ ହଜାର ୬୯୭କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ, ଖୋର୍ଦ୍ଧାରୁ ୨୦୨ ଜଣ, କଟକ ରୁ ୧୪୭ ଜଣ,ଗଜପତି ଜିଲ୍ଲା ରୁ ୧୩୬ ଜଣ,ଢେଙ୍କାନାଳ ଜିଲ୍ଲାରୁ…

Read More

ତାଳଚେର ବ୍ଲକର ତେଣ୍ଟୁଲେଇ ଗ୍ରାମପଞ୍ଚାୟତ ସଟ୍ ଡାଉନ

ତାଳଚେର: ଆଜି ତେଣ୍ଟୁଲେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଉଥବଲଣ୍ଡା  କଲୋନୀରୁ ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସାଉଥବଲଣ୍ଡା ଏରିଆ ଏବଂ ସମ୍ପୂର୍ଣ୍ଣ ତେଣ୍ଟୁଲେଇ ଗ୍ରାମପଞ୍ଚାୟତ କୁ ଆଜିଠାରୁ ଅର୍ଥାତ ୭-୦୮-୨୦୨୦ ଠାରୁ ୧୬-୦୮-୨୦୨୦ (ରବିବାର) ରାତ୍ର ସମୟ ୯ ଘଟିକା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା ଗ୍ରାମପଞ୍ଚାୟତ ସରପଞ୍ଚ କରିଛନ୍ତି। ଏହି ସମୟ ମଧ୍ୟରେ ତେଣ୍ଟୁଲେଇ ଗ୍ରାମପଞ୍ଚାୟତର ସମସ୍ତ ମୁଖ୍ୟ ରାସ୍ତାକୁ ସିଲ କରାଗଲା ଏବଂ ଲୋକମାନଙ୍କର ଯିବାଆସିବାରେ ରୋକ ଲଗାଗଲା। ସଟ ଡାଉନ ସମୟରେ ଅତ୍ୟାବଶ୍ୟକ…

Read More