Home » ଓଡ଼ିଶା » Page 67

ଆଜି ପୁଣି ଚିହ୍ନଟ ହେଲେ୧୩୩୭ କରୋନା ପଜିଟିଭ

ଭୁବନେଶ୍ଵର :ରାଜ୍ୟରେ ଆଜି ୧୩୩୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୮୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୨୨ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୦୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୧୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

Read More

ଅନୁଗୋଳ :ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ହେଉଛନ୍ତି ସଂକ୍ରମିତ,ଘରେ ରୁହନ୍ତୁ

ଅନୁଗୋଳ : (ମହିମା ଲାଇଭ )ଅନୁଗୁଳ ଜିଲ୍ଲାରୁ ମଙ୍ଗଳବାର ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବଅଁରପାଳ ଓ କିଶୋରନଗର ବ୍ଲକରୁ ୫ ଜଣ ଲେଖାଏଁ , ଅନୁଗୁଳ ପୌରାଞ୍ଚଳରୁ ୩ ଜଣ , ତାଳଚେର ଓ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ ଅଞ୍ଚଳରୁ ଚିହ୍ନଟ ହୋଇଥବା ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୮ , ୪୦ ଓ…

Read More

ରାଜ୍ୟ ରେ ଆଜି ପୁଣି ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ଵର : (ମହିମା ଲାଇଭ )ରାଜ୍ୟରେ ଆଜି  ଆଉ ୧୪୦୯ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୪  ହଜାର ୪୮୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ  ୨୫୮, ଖୋର୍ଦ୍ଧାରୁ ୨୧୮ ଜଣ,ରାୟଗଡା ରୁ ୧୨୮ ଜଣ,ସୁନ୍ଦରଗଡରୁ ୧୨୨ ଜଣ,ପୁରୀରୁ ୧୨୧ ,…

Read More
dharmendra pradhan

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନା ରିପୋର୍ଟ୍ ପଜିଟିଭ,ହସ୍ପିଟାଲ ରେ ଭର୍ତ୍ତି

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ  ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ କରୋନା ଭାଇରସ ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ୍ ପଜିଟିଭ୍ ଆସିଛି ଏବଂ ତାଙ୍କୁ ମେଦାନ୍ତ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଗଣମାଧ୍ୟମ ରିପୋର୍ଟ କରିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ଦ୍ୱିତୀୟ କେନ୍ଦ୍ର ମନ୍ତ୍ରୀ ଯିଏକି କୋଭିଡ -୧୯ ରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଗୁରୁଗାଁଓସ୍ଥିତ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ…

Read More

UPSC ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ଫଳାଫଳ ଘୋଷିତ:ଏଥର ୮୨୯ ଜଣ ସଫଳ; ପ୍ରଦୀପ ସିଂ ଟପର,ପ୍ରଥମ ୧୦ ମଧ୍ୟରେ ୨ ଓଡିଆ,କୃତ୍ତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ:ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୧୯ ରେ ପ୍ରଦୀପ ସିଂ ଟପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଯତିନ୍ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତୀଭା ବର୍ମା ଅଛନ୍ତି। ମୋଟ ୮୨୯ ଜଣ ପ୍ରାର୍ଥୀ ପରୀକ୍ଷା ରେ ସଫଳ ହୋଇଛନ୍ତି। ପ୍ରଥମ ଦଶ ଜଣଙ୍କ ଭିତରେ ଓଡ଼ିଶାର ଅଭିଷେକ ସରାଫ ୮ମ ଓ ସଞ୍ଚିତା ମହାପାତ୍ର ୧୦ମ ସ୍ଥାନରେ ଅଛନ୍ତି। ଓଡିଶାରୁ ଅଭିଷେକ ସରାଫ ଏବଂ ସଞ୍ଜିତା ମହାପାତ୍ରଙ୍କ ବ୍ୟତୀତ ଅଂଶୁମାନ  ରାଜ, ଅନୁପ ଦାସ, ଶୈଳଜା ଦାସ, ରାହୁଲ ମିଶ୍ର…

Read More

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା : ସିବିଆଇ ତଦନ୍ତକୁ ନୀତୀଶ କୁମାରଙ୍କ ସୁପାରିଶ

ପାଟନା : ମଙ୍ଗଳବାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ନିଶ୍ଚିତ କରିଛନ୍ତି। ଆଜି ବିହାର ସରକାର ସିବିଆଇ(CBI) ତଦନ୍ତ ପ୍ରକ୍ରିୟା ଶେଷ କରିବେ ବୋଲି ସେ କହିଛନ୍ତି। ତେବେ ପୋଲିସ ମୁଖ୍ୟାଳୟ ଏବଂ ଗୃହ ବିଭାଗ କାଗଜପତ୍ର ଶେଷ କରିବାକୁ ଦୁଇ ଦିନ ଲାଗିବ। ସୂଚନାନୁସାରେ, ମଙ୍ଗଳବାର ସକାଳେ ସୁଶାନ୍ତଙ୍କ ପିତା କେ.କେ ସିଂ ସିବିଆଇ ତଦନ୍ତ ପାଇଁ ରାଜ୍ୟ…

Read More

ଆଜି ପୁଣି ଚିହ୍ନଟ ହେଲେ୧୩୮୪ କରୋନା ପଜିଟିଭ

ଭୁବନେଶ୍ଵର :ରାଜ୍ୟରେ ଆଜି ୧୩୮୪  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୮୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୯୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୮୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୨୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

Read More

ଏନ୍‌ସିଇଆରଟିର ୮ ସପ୍ତାହ ବିଶିଷ୍ଟ ଉଚ୍ଚପ୍ରାଥମିକ ବିକଳ୍ପ ଶିକ୍ଷା ପାଠ୍ୟକ୍ରମ ଜାରି,ଟିଭି ରେ ପାଠପଢା ଆରମ୍ଭ

ନୂଆଦିଲ୍ଲୀ :କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଂକ ଆଜି ଉଚ୍ଚପ୍ରାଥମିକ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିକଳ୍ପ ଶୈକ୍ଷିକ ପାଠ୍ୟକ୍ରମ (Calendar) ଉନ୍ମୋଚନ କରିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ସ୍କୁଲ ବନ୍ଦ ଯୋଗୁଁ ଘରେ ରହୁଥିବା ଏହି ବର୍ଗର ପିଲାମାନଙ୍କୁ ଯଥାର୍ଥ ଭାବରେ ପାଠପଢ଼ାରେ ନିୟୋଜିତ କରିବା ପାଇଁ ଏହି ବିକଳ୍ପ ପାଠ୍ୟକ୍ରମ ଉଦ୍ଦିଷ୍ଟ। ସେମାନେ ନିଜର ପିତାମାତା ଓ ଶିକ୍ଷକମାନଙ୍କ ଦ୍ୱାରା ସହଜରେ ଏହି ପାଠ ପଢିପାରିବେ। ଏହି ବିକଳ୍ପ ପାଠ୍ୟକ୍ରମ…

Read More

ରାଜ୍ୟ ରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୧୧୧୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧,୧୧୯  କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୩ ହଜାର ୭୩କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ  ୩୫୪ , ଖୋର୍ଦ୍ଧାରୁ ୯୭ ଜଣ, ଗଜପତି ରୁ ୮୩ ଜଣ, ଯାଜପୁର ଜିଲ୍ଲାରୁ ୭୦ଜଣ ,କେଉଁଝର ଜିଲ୍ଲାରୁ ୫୭ଜଣ,…

Read More

ଡିସିଜିଆଇ ପୁନେର ସେରମ୍ ଇନଷ୍ଟିଚ୍ୟୁଟକୁ ଅକ୍ସଫୋର୍ଡ ବିକଶିତ କୋଭିଡ -୧୯ ଟିକାର କ୍ଲିନିକାଲ ପରୀକ୍ଷା ପାଇଁ ଅନୁମତି

ପୁନେ : ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (Drugs Controller General of India) ଅକ୍ସଫୋର୍ଡ ୟୁନିଭରସିଟି ବିକଶିତ  କରୋନା ଟୀକା ଆଷ୍ଟ୍ରା ଜେନେକା (Astra Zeneca ,COVISHIELD)ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା କରିବାକୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଅନୁମୋଦନ ଦେଇଛି। ଏହା କୋଭିଡ଼-୧୯  ଟିକା ବିକାଶକୁ ତ୍ୱରାନ୍ୱିତ କରିବ।   ଏକ ଅଧ୍ୟୟନ ଅନୁଯାୟୀ, ପ୍ରତ୍ୟେକ ରୋଗୀଙ୍କୁ ୪ ସପ୍ତାହ ମଧ୍ୟରେ ଦୁଇଟି ଡୋଜ ଦିଆଯିବ। ପ୍ରଥମ…

Read More

ପୂର୍ବତ୍ତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ ତଥା ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ କରୋନା ପଜିଟିଭ୍

ଚେନ୍ନାଇ: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ସୋମବାର ସକାଳେ ଟ୍ୱିଟ୍ କରି କାର୍ତ୍ତି ଏହି ସୂଚନା ଦେଇଛନ୍ତି। ସେ ରିପୋର୍ଟ କରିଛନ୍ତି ଯେ ସେ ହୋମ କ୍ୱାରାଣ୍ଟିନରେ ଅଛନ୍ତି। କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟ୍ୱିଟ୍ କରି କହିଛନ୍ତି, ‘ମୋତେ ବର୍ତ୍ତମାନ କରୋନା ପଜିଟିଭ୍ ରିପୋର୍ଟ୍ ମିଳିଛି। ମୋର ସାମାନ୍ୟ ଲକ୍ଷଣ ଅଛି, ଯାହା ପରେ ମୁଁ ଘରେ କ୍ୱାରାଣ୍ଟାଇନ୍‌ରେ  ଅଛି ।…

Read More