Home » ଓଡ଼ିଶା » Page 79

ରାଜ୍ୟ ରେ ସୁସ୍ଥ ହେଲେ ୬୦୯ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୮୬୪ କୁ ବୃଦ୍ଧି

ରାଜ୍ୟରେ ଆଜି  ଆଉ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯,୮୬୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୬୮ ଜଣ , ସୁନ୍ଦରଗଡ଼ ରୁ ୧୩୫ ଜଣ, ଖୋର୍ଦ୍ଧା ଜିଲ୍ଲା ରୁ ୩୭  ଜଣ, କଟକ ରୁ ୩୨ ଜଣ, ବାଲେଶ୍ଵର…

Read More

ଚଳଚ୍ଚିତ୍ର ସୁଟିଂ ପାଇଁ ସରକାରଙ୍କ ଅନୁମତି ; ଘଣ୍ଟା କୁ ଘଣ୍ଟା ସୁଟିଂ ସ୍ଥାନ ସାନିଟାଇଜ

ଭୁବନେଶ୍ୱର:ଚଳଚ୍ଚିତ୍ର ସୁଟିଂ ପାଇଁ ରାଜ୍ୟ ସରକାର ଦେଲେ ସବୁଜ ସଂକେତ। ପ୍ରଡକ୍ସନ ସଂସ୍ଥା କୁ ସୁଟିଂ ସମୟରେ କରୋନା କଟକଣା ମାନିବାକୁ କଡା ନିର୍ଦେଶ।। କୋଭିଡ-୧୯ ସମୟରେ ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂ ପାଇଁ ଏସ୍‍ଓପି ଜାରି ହୋଇଛି। ଏସ୍‍ଓପି ଅନୁସାରେ , ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂକୁ ଅନୁମତି ମିଳିଛି। ଲକ୍‍ଡାଉନ୍‍ ରେ ଚଳଚ୍ଚିତ୍ର ଏବଂ ଧାରାବାହିକ ଶିଳ୍ପ ଶହ ଜଡ଼ିତ ବହୁ କଳାକାର ଏବଂ ଟେକ୍ନିସିଆନ୍‍ ଜୀବିକା ହରାଇ ଆର୍ଥିକ ସମସ୍ୟାରେ…

Read More
India covid19 report

ରାଜ୍ୟରେ ପୁଣି ୫୪୩ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୩ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୮୮ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଖୋର୍ଦ୍ଧାରେ  ଜିଲାରେ ୮୭ ଜଣ ସଂକ୍ରମିତ ଚିହ୍ନଟ…

Read More

ଘରେ ରହି କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇପାରିବେ, ନେବାକୁ ପଡିବ ଜିଲ୍ଲାପାଳ ଓ ପୌର କମିଶନର ଙ୍କ ଠାରୁ ଅନୁମତି

ଭୁବନେଶ୍ଵର : ପୌର ପରିଷଦ, ଏୟାରପୋର୍ଟ, ବନ୍ଦର, ରେଳପଥ, ପୋଲିସ, ସାଧାରଣ ଉଦ୍ୟୋଗ, କେନ୍ଦ୍ରୀୟ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ଧାର୍ମିକ ସଂସ୍ଥା ଓ   ସେଚ୍ଛାସେବୀ ଅନୁଷ୍ଠାନ ପ୍ରଭୃତି ନିଜ ନିଜ କର୍ମଚାରୀଙ୍କପାଇଁ କୋଭିଡ କେୟାର ହୋମ ଓ  ସେଣ୍ଟର ପ୍ରତିଷ୍ଠା କରିପାରିବେ। ଉପରୋକ୍ତ କୋଭିଡ କେୟାର ହୋମକୁ ଜିଲ୍ଲାପାଳ କିମ୍ବା ପୌର କମିଶନର ସ୍ୱୀକୃତି ଦେବେ। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏଣିକି ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ…

Read More

ଅର୍ଥମନ୍ତ୍ରୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସମୀକ୍ଷା

ନୂଆଦିଲ୍ଲୀ:କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଅର୍ଥ ସେବା ବିଭାଗର ସଚିବ ଶ୍ରୀ ଦେବାଶିଷ ପଣ୍ଡାଙ୍କ ସମେତ କୃଷି ସମବାୟ ଓ କୃଷକ କଲ୍ୟାଣ, ପିଏମଏଫବିୱାଇକୁ କାର୍ଯ୍ୟକାରୀ କରୁଥିବା ସାଧାରଣ ବୀମା କମ୍ପାନୀ ଓ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ…

Read More

ଅନୁଗୋଳ ରୁ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ;ପଜିଟିଭ ସଂଖ୍ୟା ୧୩୯

ଅନୁଗୋଳ : (ମହିମାଲାଇଭ) ଆଜି ଅନୁଗୋଳ ଜିଲ୍ଲାରୁ ପୁଣି ୭ ଜଣ କୋଭିଡ଼ -୧୯ ପଜିଟିଭ ବାହାରିଛି। ବାହାରିଥିବା ୭ ଜଣ ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ପୌରାଞ୍ଚଳ ରୁ  ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ସାମାନ୍ୟ ଲକ୍ଷଣ ଥୁବାରୁ ସେ ନିଜେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ଵାବ ପରୀକ୍ଷା କରାଇଥିଲେ। ତାଂକର ପଜିଟିଭ ବାହାରିଥୁବା ଏହି ସ୍ଵାବ ପରିକ୍ଷାରୁ ଜଣାପଡିଛି। ତାଳଚେର ବ୍ଲକ ଅଞ୍ଚଳରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଠୀ…

Read More

ରାଜ୍ୟ ରେ ସୁସ୍ଥ ହେଲେ ୫୦୫ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୨୫୫ କୁ ବୃଦ୍ଧି

ରାଜ୍ୟରେ ଆଜି  ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯,୨୨୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୪୮ ଜଣ , ସୁନ୍ଦରଗଡ଼ ରୁ ୭୧ ଜଣ, ଖୋର୍ଦ୍ଧା ଜିଲ୍ଲା ରୁ ୫୨ ଜଣ, କଟକ ରୁ ୪୫ ଜଣ, ପୁରୀ…

Read More

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ; ଭୁବନେଶ୍ୱର ଜୋନରେ ପାସହାର ୯୧.୪୬ ପ୍ରତିଶତ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ଫଳାଫଳ ଘୋଷଣା କରିଛି। ଛାତ୍ରଛାତ୍ରୀମାନେ cbseresults.nic.in ରୁ ଫଳାଫଳ ଯାଞ୍ଚ କରିପାରିବେ। ସିବିଏସ୍ଇ ଫଳାଫଳ ପ୍ରକାଶ କରିବାର ଅଧିକ ସମୟ ଅତିବାହିତ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଫଳାଫଳ ଦେଖିପାରୁ ନାହାଁନ୍ତି। ସାଇଟ୍ ଏବଂ ଆପ୍ କ୍ରାସ୍ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ, ସିବିଏସ୍ଇ ବୋର୍ଡ କହିଛି ଯେ ସିବିଏସଇ ଫଳାଫଳକୁ ନେଇ ବୈଷୟକ ସମସ୍ୟା ରହିଛି। ସମସ୍ତ ୱେବସାଇଟ୍ ପୁନଃ ଆରମ୍ଭ ହେବ ବୋଲି ଆଶା…

Read More
India covid19 report

ରାଜ୍ୟରେ ପୁଣି ୬୧୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୦୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୩ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କୋରାପୁଟ  ଜିଲ୍ଲାରେ ୫୦ ଓ ନବରଙ୍ଗପୁର  ଜିଲାରେ…

Read More

କଟକରୁ ଉଠିଲା ସଟଡାଉନ୍ କିନ୍ତୁ କଡ଼ା କଟକଣା; ସକାଳ ୫ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ଖୋଲା

କଟକ: ଆଜି ଠାରୁ କଟକ ରେ ସଟଡାଉନ କୁ ଉଠା ଯାଇଛି। ଆଜି ଠାରୁ ପୁଣି ଖୋଲିବ ସହରର ସମସ୍ତ ଦେକାନ। କିନ୍ତୁ ପୂର୍ବ ଅପେକ୍ଷା କଟକଣା ଅଧିକ। ସୁଚନାଯୋଗ୍ୟ ପୂର୍ବରୁ ସକାଳ ୫ଟାରୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା ଓ ରାତ୍ରିକାଳିନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହୁଥିଲା। ଆଜି ଠାରୁ ଆରମ୍ଭ ହେବାକୁ ଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ମୁତାବକ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ…

Read More

ରାଜ୍ୟ ରେ ସୁସ୍ଥ ହେଲେ ୩୯୦ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୭୫୦କୁ ବୃଦ୍ଧି

ରାଜ୍ୟରେ ଆଜି  ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮,୭୫୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୦୬  ଜଣ , କଟକ ରୁ ୭୧ ଜଣ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ରୁ ୩୮ ଜଣ, ଯାଜପୁର ରୁ ୨୫ ଜଣ…

Read More