IPL 2020 RCB vs KKR: କେମିତି ଭିଲେନ୍ ରୁ ହିରୋ ସାଜିଲେ ମହମ୍ମଦ ସିରାଜ
ଦୁବାଇ: ବୁଧବାରରେ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders, KKR) ବିପକ୍ଷରେ ମହମ୍ମଦ ସିରାଜ (Mohammed Siraj) ଯେପରି ବୋଲିଂ କରିଥିଲେ, ତାହା ଆଇପିଏଲ୍ (IPL) ଇତିହାସରେ ଦୀର୍ଘ ସମୟ ପାଇଁ ସ୍ମରଣୀୟ ହୋଇ ରହିବ। ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବୋଲର ନିଜର ଲଗାତାର ଦୁଇଟି ଓଭରରେ ପ୍ରଥମ ତିନିଜଣ ବ୍ୟାଟ୍ସମ୍ୟାନ୍ ଙ୍କୁ ପାଭିଲିୟନକୁ ପଠାଇଥିଲେ, କିନ୍ତୁ ଗୋଟିଏ ବି ରନ ଦେଇ ନଥିଲେ। ସେ ୩ ଓଭରରେ ମାତ୍ର ଦୁଇ…
