Simona Halep: ୱିମ୍ବଲଡନ୍ ଚାମ୍ପିଅନ୍ ସିମୋନା ହାଲେପ କୋଭିଡ-୧୯ ପଜିଟିଭ ଚିହ୍ନଟ
ୱିମ୍ବଲଡନ୍ ଚାମ୍ପିଅନ୍ (Wimbledon Champion) ସିମୋନା ହାଲେପ (Simona Halep) କହିଛନ୍ତି ଯେ ସେ କରୋନା ଭାଇରସ (Corona virus) ସ୍କ୍ରିନିଂରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୯ ବର୍ଷୀୟ ରୋମାନିଆ (Romania) ଖେଳାଳି ଟ୍ୱିଟ୍ (tweet) କରି କହିଛନ୍ତି ଯେ ସେ ତାଙ୍କ ଘରେ କ୍ୱାରାଣ୍ଟାଇନ୍ ଅଛନ୍ତି। ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଥିବା ହାଲେପ ୨୦୧୮ ରେ ଫ୍ରେଞ୍ଚ ଓପନ୍ (French Open) ଏବଂ ୨୦୧୯ ରେ ୱିମ୍ବଲଡନ୍ ଚାମ୍ପିଅନ୍ ହୋଇଥିଲେ। କୋଭିଡ-୧୯ (Covid-19) କାରଣରୁ…
