ଗତ ୨୪ ଘଣ୍ଟା ରେ ଭାରତ ରେ ୧୪,୫୧୬ କରୋନାଭାଇରସ୍ ନୂଆ ମାମଲା ସହିତ ୩୭୫ ମୃତ୍ୟୁ ବରଣ କରିଛନ୍ତି।
ଭାରତ ସରକାର ଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ମୋଟ ସଂକ୍ରମଣ ସଂଖ୍ୟା ୩ ,୯୫,୦୪୮ ଓ ୧୨,୯୪୮ ମୃତ୍ୟୁ ବରଣ କରିଛନ୍ତି। ସେହିପରି ୧,୬୮,୨୬୯ ସକ୍ରିୟ ଏବଂ ୨,୧୩,୮୩୧ ରୋଗୀ ସୁସ୍ଥ ହୋଇଛନ୍ତି।
