Home » Weather Report: ରାଜ୍ୟରେ ବଢୁଛି ତାପମାତ୍ରା

Weather Report: ରାଜ୍ୟରେ ବଢୁଛି ତାପମାତ୍ରା

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟର ତାପମାତ୍ରା ଦିନକୁଦିନ ବଢ଼ିବାରେ ଲାଗିଛି। ଆଜି ଟାଣ ଖରା ଦେଖିବାକୁ ମିଳିଛି। ଭୁବନେଶ୍ୱରଠାରେ ଆଜି ଦିନର ତାପମାତ୍ରା ୩୭.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଛି ୧୦ ଡିଗ୍ରୀ ସେଲସିୟସ।

ସେହିପରି ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତ୍‍ସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ପଡିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵର ତରଫରୁ ସୂଚନା ଜଣାପଡିଛି।

Also Read | Petrol Price: ଧୀରେ ଧୀରେ ତେଲ ଦର କମିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *