Home » Weather Report: ରାଜ୍ୟର ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

Weather Report: ରାଜ୍ୟର ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ କ୍ରମଶଃ ବୃଦ୍ଧିପାଉଛି। କେତେକ ସହରର ଦିନ ତାପମାତ୍ରାରେ ୧ରୁ ୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। ଗତକାଲି ସର୍ବୋଚ୍ଚ ଦିନ ତାପମାତ୍ରା ୪୧ଡିଗ୍ରୀ ସେଲସିୟସ ବୌଦ୍ଧ (Baudha) ଠାରେ ରେକର୍ଡ କରାଯାଇଛି।

ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱରରେ ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଅନ୍ୟ ୯ଟି ସହରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରୁ ଉପରେ ରହିଛି।  ଆଉ ୨ରୁ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯିବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

[amazon_auto_links id=”9939″]

Also Read | Covishield Vaccine: କୋଭିଶିଲ୍ଡ ଟୀକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି ପାଇଁ ପରାମର୍ଶ, ରାଜ୍ୟକୁ ପତ୍ର ଲେଖିଲେ କେନ୍ଦ୍ର ସରକାର

Share this:

Leave a Reply

Your email address will not be published. Required fields are marked *