କରୋନା ବିପତ୍ତି ଅପସରିଯାଇନି, ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ ୨.୦ ଚତୁର୍ଦ୍ଦଶ ଅଧ୍ୟାୟ ରେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାରଗିଲ ବିଜୟ ଦିବସରେ ବୀର ଯବାନଙ୍କ ସାହସ ଓ ବଳିଦାନକୁ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ  ଆଜି ଜୁଲାଇ ୨୬ ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ। ଆଜି “କାରଗିଲ ବିଜୟ ଦିବସ” । ଥିକ ୨୧ ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ ଭାରତର ବିଜୟ ପତାକା ଉଡାଇଥିଲା। କାରଗିଲ…

Read More

ଯଦି କରୋନା ଟୀକା ପ୍ରସ୍ତୁତ ହୁଏ ; ପ୍ରଥମେ କିଏ ପାଇବ? କିପରି ପାଇବ,ପ୍ରଥମ ଅଧିକାର କାହାର ହେବ ?

ବିଶ୍ଵରେ ବର୍ତ୍ତମାନ କରୋନା ଟିକାର ମାନବ ପରୀକ୍ଷଣ ଚାଲିଛି। ଟୀକା ପ୍ରସ୍ତୁତି ପରେ ଏହା କିପରି କାହାକୁ ମିଳିବ ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟ ବିକଳ୍ପ ଖୋଜୁଛନ୍ତି ଯାହା ମାଧ୍ୟମରେ ସମସ୍ତ ଦେଶକୁ ଏକ ପେଟେଣ୍ଟ ଲାଇସେନ୍ସ ବ୍ୟାଙ୍କ ସୃଷ୍ଟି କରି ଏକ ଟିକା ଦିଆଯାଇପାରିବ। ଯଦିଓ ସେପରି କୌଣସି ଡ୍ରାଫ୍ଟ ଏପର୍ଯ୍ୟନ୍ତ ସହମତ ହୋଇନାହିଁ, କିନ୍ତୁ ଏହା ସବୁଠାରୁ ବଡ ଆହ୍ଵାନ ହୋଇପାରେ। ଦକ୍ଷିଣ-ପୂର୍ବ…

Read More

ସବୁ ଜିଲ୍ଲାରେ କରୋନା,ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୩୭୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୩୭୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୯୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୪୫୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୩୦ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୪୮୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୧୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

Read More

ସିରିଜ ର ଅନ୍ତିମ ଟେଷ୍ଟ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡ ଆଗୁଆ

ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟରରେ ଖେଳାଯାଉଛି। କାରିବିଆନ୍ ଅଧିନାୟକ ଜେସନ୍ ହୋଲ୍ଡର ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ପ୍ରଥମ ଇନିଂସରେ ଇଂଲଣ୍ଡ ୩୬୯ ରନ୍ ସ୍କୋର କରିଛି।  ଇଂଲଣ୍ଡର ୩୬୯ରନ୍ ଜବାବରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ଇନିଂସରେ ୬ ଟି…

Read More

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ର ୪ର୍ଥ ସଂସ୍କରଣ ଏଥର ହରିୟାଣା ରେ

ନୂଆଦିଲ୍ଲୀ : କେନ୍ଦ୍ର ଯୁବ ମନ୍ତ୍ରୀ ତଥା କ୍ରୀଡ଼ା ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ଆଜି ଖେଲୋ ଇଣ୍ଡିଆ ଯୁବ ଖେଳର ଚତୁର୍ଥ ସଂସ୍କରଣ ପାଇଁ ଆୟୋଜକ ରାଜ୍ୟ ଭାବରେ ଘୋଷଣା କରିଛନ୍ତି। ଏହି ଖେଳ ଟୋକିଓ ଅଲିମ୍ପିକ୍ସ ପରେ ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ହେବ। ଗତକାଲି ଶନିବାର ଦିନ ହରିୟାଣାର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସନ୍ଦୀପ ସିଂ, କ୍ରୀଡ଼ା ସଚିବ ଶ୍ରୀ ରବି ମିତଲ…

Read More

ଏଥର ସରକାରୀ ଇ-ମାର୍କେଟରୁ ସାମଗ୍ରୀ ଓ ସେବା କିଣିବ ରେଳବାଇ, ବର୍ଷକୁ କିଣିଥାଏ ୭୦ ହଜାର କୋଟି ଟଙ୍କାରୁ ଅଧିକ

ରେଳବାଇ ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ ସାମଗ୍ରୀକୁ ଅଗ୍ରାଧିକାର ଦିଆଯିବ : ପୀୟୂଷ ଗୋଏଲ ନୂଆଦିଲ୍ଲୀ : ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ବିଶ୍ୱାସ ସୃଷ୍ଟି ସହିତ ଦୁର୍ନୀତିମୁକ୍ତ ତଥା ସ୍ୱଚ୍ଛ…

Read More

ଆଜି ରାଜ୍ୟ ରେ ସୁସ୍ଥ ହେଲେ ୭୨୮ ଜଣ କରୋନା ଆକ୍ରାନ୍ତ,ଏସସିବି ରେ ଟେଷ୍ଟ ହେଲା ଲକ୍ଷେ

ରାଜ୍ୟରେ ଆଜି  ଆଉ ୭୨୮କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୫ ହଜାର ୯୨୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୩୯୧ ଜଣ,ଖୋର୍ଦ୍ଧା ରୁ ୪୯ ଜଣ, କଟକ ରୁ ୪୩ ଜଣ, ବାଲେଶ୍ଵର ୩୩ଜଣ,  ଯାଜପୁର ରୁ ୩୨ ଜଣ…

Read More

ଭାରତରେ ଗୋଟିଏ ଦିନରେ ୪ଲକ୍ଷରୁ ଅଧିକ କୋଭିଡ ଟେଷ୍ଟ;ନୂଆ ରେକର୍ଡ :ମୋଟ ଟେଷ୍ଟ ଦେଢ କୋଟିରୁ ଅଧିକ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪ ଲକ୍ଷ ୨୦ ହଜାର ରୁ ଅଧିକ କୋଭିଡ୍ ପରୀକ୍ଷା କରାଯାଇଛି।  ଗତକାଲି ୩ ଲକ୍ଷ ୫୦ ହଜାର କୋଭିଡ୍ ପରୀକ୍ଷା କରିବା ପରେ ଏହା ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା।  ଏହି ଉତ୍ସାହଜନକ କ୍ରମାଗତ ଏକ ସପ୍ତାହ ଧରି ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୨୦ ହଜାର ୮୯୮ ଟି ନମୁନା ପରୀକ୍ଷା ସହିତ, ପ୍ରତି ମିଲିୟନ୍ (TPM)…

Read More

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ

ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ କରୋନା ରେ ସଂକ୍ରମୟତ ହୋଇଛନ୍ତି। ସେ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ କୋଭିଡ -୧୯ ର ଲକ୍ଷଣ ଅନୁଭବ କରୁଥିଲି, ପରୀକ୍ଷା ପରେ ମୋର ରିପୋର୍ଟ ପଜିଟିଭ ଆସିଛି।   ମୁଁ ମୋର ସମସ୍ତ ସହକର୍ମୀଙ୍କୁ ନିବେଦନ କରୁଛି ଯେ ଯିଏ ମୋ ସହିତ ଯୋଗାଯୋଗରେ ଥିଲେ, ସେମାନେ କରୋନା ପରୀକ୍ଷା କରାଇନିଅନ୍ତୁ ଏବଂ କ୍ୱାରାଣ୍ଟାଇନ୍‌ ରେ…

Read More

ରାଜ୍ୟରେ ରେକର୍ଡ ସଂଖ୍ୟକ ୧୩୨୦ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ୧୩୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୮୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୪୩୩ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୪ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୫୬୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୧୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୪୭…

Read More