ଇତିହାସରେ ପ୍ରଥମ ଥର ପାଇଁ ପୋଲିସକୁ ଜନସାଧାରଣଙ୍କ ସମର୍ଥନ ମିଳିଛି: ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(PIB), ଭୁବନେଶ୍ୱର ପକ୍ଷରୁ “କୋଭିଡ-୧୯  ପରିଚାଳନାରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଭୂମିକା” ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଏହି ୱେବିନାର ଅନୁଷ୍ଠିତ ହୋଇଥିଲା।ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କଟକ-ଭୁବନେଶ୍ୱର ଦ୍ୱୈତନଗରୀ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ। ଶ୍ରୀ ମାଲବ୍ୟ କହିଥିଲେ ଯେ କରୋନା ମହାମାରୀର…

Read More

ମଦଦୋକାନ ରେ କରୋନା

ଅନୁଗୋଳ : ଅନୁଗୋଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଛି। ଏହି ମଦ ଦୋକାନ ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମଦ ଦୋକାନକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ସଂକ୍ରମିତ ହୋଇଥିବା ଚିହ୍ନଟ‌ ହେବାପରେ କାର୍ଯ୍ୟାଳୟକୁ ସିଲ୍‌ କରା ଯାଇଛି। ଅନୁଗୋଳ ମୁଖ୍ୟ ଅବକାରୀ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି। ଏଥିସହିତ କାର୍ଯ୍ୟାଳୟରେ…

Read More

ଓଡ଼ିଶାରେ ଆଜି ୬ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଆଉ ୬ ଙ୍କ ଜୀବନ ନେଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ  ଥିବାବେଳେ  ୨ ଜଣ ମହିଳା ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୪ କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲାର ମୃତକଙ୍କ ମଧ୍ୟରେ ଜଣେ ୪୧ ବର୍ଷୀୟ ଏବଂ ଜଣେ ୬୩ ବର୍ଷୀୟ ପୁରୁଷ ରହିଛନ୍ତି। ଉଭୟେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଅନ୍ୟ ଜଣେ ୫୭ ବର୍ଷୀୟ ପୁରୁଷ ମୃତୁବରଣ  କରିଛନ୍ତି  ଯଏକି…

Read More

ବଢୁଛି ଲୋକାଲ ସଂକ୍ରମିତ ଙ୍କ ସଂଖ୍ୟା , ରାଜ୍ୟରେ ରେକର୍ଡ ସଂଖ୍ୟକ ୧୨୬୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୨୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୮୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୪୧୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୭ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୫୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୧୩୭  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

Read More

ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ସଙ୍ଗୀତ ଏବଂ ଗୀତିକାରଙ୍କୁ ସମ୍ମାନ-ଧର୍ମେନ୍ଦ୍ର ପ୍ରଧାନ

ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ଏହି ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସାଧୁ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲୋକଗୀତ ରଙ୍ଗବତୀ ଓଡ଼ିଶାରୁ ବାହାରି ସମଗ୍ର ବିଶ୍ୱରେ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲା। ଏହି ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ…

Read More

ରାଜସ୍ଥାନ ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର;ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ

ଜୟପୁର : ରାଜସ୍ତାନରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ୧୮  ଜଣ ବିଧାୟକ ବିଦ୍ରୋହ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜସ୍ଥାନ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ନିର୍ବାଚିତ ପ୍ରତିନିଧୀଙ୍କ ଘୋଡା କାରବାର ମାଧ୍ୟମରେ ସରକାରଙ୍କୁ ଅସ୍ଥିର କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ଜୁଲାଇ ୧୯ ରେ ଲେଖାଯାଇଥିବା ଏହି ଚିଠିରେ ଗେହଲୋଟ୍ ଲେଖିଛନ୍ତି – “ମୁଁ…

Read More

N-95 ମାସ୍କ କୋଭିଡ଼-୧୯ ଭୂତାଣୁ କୁ ରୋକିବାରେ ସକ୍ଷମ ନୁହେଁ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ା ହର୍ଷ ବର୍ଦ୍ଧନ ବୁଧବାର ଏନ -୯୫ (N-95) ମାସ୍କ ବ୍ୟବହାର ଉପରେ ଏକ ପରାମର୍ଶ ଦେଇଛନ୍ତି ଯେ ଏହି ମାସ୍କଗୁଡ଼ିକ କୋଭିଡ -୧୯ ଭୂତାଣୁ  ରୁ ରକ୍ଷା କରନ୍ତି ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ (DGHS) ରାଜୀବ ଗର୍ଗ ରାଜ୍ୟ ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିକ୍ଷା ବିଭାଗର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ଏନ -୯୫ (N-95) ମାସ୍କକୁ ଲୋକମାନେ ବିଶେଷ…

Read More

ଆଜି ରାଜ୍ୟ ରେ ସୁସ୍ଥ ହେଲେ ୪୪୦ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୪୪୦ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩ ହଜାର ୭୪୯ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ରୁ ୮୩ ଜଣ,ଗଞ୍ଜାମ ଜିଲ୍ଲା ରୁ ୬୮ ଜଣ , ବାଲେଶ୍ଵର ୪୯ ଜଣ,  ମାଲକାନଗିରି ରୁ ୪୦ ଜଣ, ଜଗତସିଂପୁର…

Read More

ଟାଟାଷ୍ଟିଲ ନିଜ ସୁରକ୍ଷା ପାଇଁ ଲଞ୍ଚ କଲା ଆପ୍ ; ଆରୋଗ୍ୟ ସେତୁ ଆପ୍ ଠାରୁ କିଛିକାଂଶ ରେ ଆଡଭାନ୍ସ

ଜାମସେଦପୁର : କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ଜାମସେଦପୁର କାରଖାନାରେ ସୁରକ୍ଷା ଆପ୍ କାର୍ଯ୍ୟକାରୀ କରିଛି। କୋରାନା ଠାରୁ ସୁରକ୍ଷା ପାଇଁ ସାମାଜିକ ଦୂରତା ପରେ ଟାଟା ଷ୍ଟିଲରେ ଅଧିକାଂଶ କାର୍ଯ୍ୟ ବର୍ତ୍ତମାନ ଡିଜିଟାଲ୍ ଭାବରେ ଚାଲିଛି।  କମ୍ପାନୀ ସୂତ୍ର ଅନୁଯାୟୀ, ଟାଟା ଷ୍ଟିଲ୍ ଆରୋଗ୍ୟ ସେତୁ ଆପ୍ ର ଲାଇନରେ ନିଜର ସୁରକ୍ଷା ଆପ୍ ଲଞ୍ଚ କରିଛି। କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ସୁବିଧା ଏବଂ କାର୍ଯ୍ୟକୁ ଧ୍ୟାନରେ ରଖି ଏହି ଆପ୍ ପ୍ରସ୍ତୁତ…

Read More

ବିଲୁଙ୍ଗ ଗ୍ରାମର ନୂଆ ନାଁ ‘ରଙ୍ଗବତୀ ବିଲୁଙ୍ଗ’

ସମ୍ବଲପୁର: ଭାରତ ସରକାର ଙ୍କ ଅନୁମତି କ୍ରମେ ସମ୍ବଲପୁର ଜିଲ୍ଲାର ବାମରା ତହସିଲ ଅଧୀନରେ ଥିବା ବିଲୁଙ୍ଗ ଗ୍ରାମର ନୂଆ ନାମକରଣ କରାଯାଇଥିବା ସୂଚନା ରହିଛି। ‘ରଙ୍ଗବତୀ’ ଏକ ଗାଁର ନାଁ ପାଲଟି ଯାଇଛି।  ବିଲୁଙ୍ଗ ହେଉଛି ଓଡ଼ିଶାର ଏକ ବହୁ ପରିଚିତ ଗୀତ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ। ଏବେ ଏହା ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ ହୋଇଛି ।   ଏହି ଗୀତର ସଂଗୀତକାର ପ୍ରଭୁଦତ୍ତ ପ୍ରଧାନ ଓ ଗୀତିକାର  ମିତ୍ରଭାନୁ…

Read More

ଶ୍ରମିକମାନଙ୍କୁ କାମ ଖୋଜିବାରେ ସାହାଯ୍ୟ କରିବ ସୋନୁ ସୂଦ ଙ୍କ ‘ପ୍ରବାସୀ ରୋଜଗାର’ଆପ

କରୋନା ଭୂତାଣୁ ମହାମାରୀ କାଳରେ ହୋଇଥିବା ଲକଡାଉନ୍ ଯୋଗୁଁ  ଦେଶରେ ସର୍ବାଧିକ ପ୍ରଭାବିତ ଶ୍ରମିକ ଶ୍ରେଣୀ ହୋଇଛି। ଟ୍ରେନ ,ବସ ଇତ୍ୟାଦି  ବନ୍ଦ ହେବା ପରେ ଅନେକ ପ୍ରବାସୀ ଶ୍ରମିକ ପାଦରେ ନିଜ ଘରକୁ ଯିବା ଆରମ୍ଭ କଲେ ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଆଗକୁ ଆସି ସେମାନଙ୍କୁ ସାହାଯ୍ୟ କଲେ। ସେ କ୍ରମାଗତ ଭାବରେ ଦୁଇ ତିନି ମାସ ଧରି ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କ ଘରକୁ ନେଇ ଆସିଛନ୍ତି ଏବଂ ବର୍ତ୍ତମାନ ସେ…

Read More