Breaking News Odisha

Breaking News Odisha: ବର୍ତ୍ତମାନର ତାଜା ଖବର, ସଂକ୍ଷେପରେ

Nilagiri News: ଟିଟି ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ! Breaking News Odisha: ଟିଟି ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ! ଆଜି ଏକ ଭୁଲ୍ ଇଞ୍ଜେକସନ୍ ଦେବାକୁ ନେଇ ନୀଳଗିରି ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ଟିଟି ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ ଦେବାରୁ ହସ୍ପିଟାଲ ପରିସରେ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବ୍ଳେଡରେ ହାତ କଟିଯିବାରୁ ମେଡିକାଲକୁ ଆସିଥିବା ଜଣେ ନାବାଳକକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଛି ବୋଲି ଅଭିଯୋଗ ଆସିଛି। BJP Bhubaneswar | ମଶାପାଇଁ…

Read More
Telangana woman pastes M-Seal in hair to increase height to get police job

Telangana woman: ପୋଲିସ ଚାକିରୀ ପାଇବା ପାଇଁ ମୁଣ୍ଡରେ M-Seal ଲଗାଇଲେ ମହିଳା ପ୍ରାର୍ଥୀ

ହାଇଦ୍ରାବାଦ: ଚାକିରି ପାଇବା ପାଇଁ ଜଣେ ମହିଳା ପ୍ରାର୍ଥୀ ଅଜବ ଉପାୟ ପ୍ରୟୋଗ କରିଛନ୍ତି। ତେଲେଙ୍ଗାନା ରାଜ୍ୟ ପୋଲିସ୍ ଫୋର୍ସରେ ନିଯୁକ୍ତି ପାଇଁ ଜଣେ ମହିଳା ପରକ୍ଷାର୍ଥୀ (Telangana woman) ଶାରୀରିକ ମାପ ପରୀକ୍ଷା ସମୟରେ ଉଚ୍ଚତା ବଢାଇବା ପାଇଁ କେଶ ଭିତରେ ଏମ-ସିଲ୍ ମହମକୁ ଲେପନ କରିଥିଲେ। କିନ୍ତୁ ଚୟନ ପ୍ରକ୍ରିୟାରେ ସେ ଧରାପଡିଥିଲେ। ସୂଚନା ଅନୁସାରେ ବୁଧବାର ମେହେବୁବନଗରରେ ପୋଲିସ୍ କନଷ୍ଟେବଳ ତଥା ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଶାରୀରିକ ମାପ ପରୀକ୍ଷା ସମୟରେ ଏହି…

Read More
No Need For Any High Court Bench In Odisha Says Supreme Cour

High Court Bench In Odisha: ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ହେବ ନାହିଁ: ସୁପ୍ରିମକୋର୍ଟ

ଭୁବନେଶ୍ଵର: No Need For Any High Court Bench In Odisha Says Supreme Cour ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ଚାଲିଥିବା ଆନ୍ଦୋଳନକୁ ଝଟକା ଲାଗିଛି। ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ଓକିଲମାନେ ସମ୍ବଲପୁରରେ ବ୍ୟାପକ ଭଙ୍ଗାରୁଜା କରିବା ପରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରି…

Read More
odisha winter fog

Odisha Winter Fog : ଓଡ଼ିଶାରୁ କମିଲା ଶୀତ, ବଢିବ କୁହୁଡ଼ି!

ଭୁବନେଶ୍ୱର : Odisha Winter Fog ଓଡିଶାରୁ ହଠାତ ଶୀତର ପ୍ରକୋପ କମିବାରେ ଲାଗିଛି। ଦିନରେ ଗରମ ଅନୁଭୂତ ହେଉଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇଛି। ବର୍ତ୍ତମାନ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଭୁବନେଶ୍ଵର ସୂଚନା ଅନୁସାରେ, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା…

Read More
umarkote news

Umerkote News: ଉମରକୋଟର ୪ ଜଣ ନିଖୋଜ ଘଟଣା; ଅପହରଣ ନୁହେଁ, କୂଅରେ ପଡ଼ି ଘଟିଛି ମୃତ୍ୟୁ

ଉମରକୋଟ: Umerkote News ନବରଙ୍ଗପୁର ଜିଲ୍ଲା ଉମରକୋଟର ଗୋଟିଏ ପରିବାରର ୪ଜଣ ନିଖୋଜ ଥିବା ମାମଲାରେ ଛତିଶଗଡର କାଁକେର ଜିଲ୍ଲାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏକ ପରିତ୍ୟକ୍ତ କୂଅ ଭିତରେ ପଡିଥିବା କାର୍‍ ମଧ୍ୟରେ ସେମାନଙ୍କ ମୃତଦେହ ମିଳିଛି। ଉମରକୋଟରେ ୪ ଜଣ ନିଖୋଜ ଘଟଣାର ସତ ସାମ୍ନାକୁ ଆସିଛି। ଅପହରଣ ନୁହେଁ ବରଂ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏକ କାରରେ ଯାଉଥିବା ବେଳେ…

Read More
samruddhi mahamarg

Samruddhi Mahamarg: ନାଗପୁରର ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନାଗପୁର: Samruddhi Mahamarg ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗପୁରର ୫୨୦ କିଲୋମିଟର ଦୈର୍ଘ୍ୟ ଏବଂ ନାଗପୁର ଏବଂ ଶିରିଡିକୁ ସଂଯୋଗ କରୁଥିବା ହିନ୍ଦୁ ହୃଦୟସମ୍ରାଟ ବାଲାସାହେବ ଥାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‍ କରି ଲେଖିଛନ୍ତି, “ଆମେ ଉନ୍ନତ ମାନର ଭିତ୍ତିଭୂମି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ନାଗପୁର ଏବଂ ଶିରିଡି ମଧ୍ୟରେ ମହାମାର୍ଗ ଏହି ପ୍ରୟାସର ଏକ ଉଦାହରଣ। ଏହି ଆଧୁନିକ ସଡକ ପ୍ରକଳ୍ପର…

Read More
Cuttack Road Accident:

Cuttack Road Accident: ଜଗତପୁର ନିକଟରେ ସଡ଼କ ଦୁର୍ଘଟଣା, ୫ କାର ଉପରେ ମାଡ଼ିଗଲା ଟ୍ରକ

କଟକ: Cuttack Road Accident ଆଜି ସନ୍ଧ୍ୟାରେ ଏକ ଟ୍ରକ ଗୋଟିଏ ବାଇକ ଓ ୫ଟି କାର ଉପରେ ମାଡି ଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସାଲେପୁର-ଖଇରା ରାସ୍ତାର ଖଇରା ପୋଲ ଉପରେ ଗାଡ଼ିଗୁଡ଼ିକ ଥୋଇ ଲୋକେ ଏଠାରେ ଥିବା ଫଳ ଦୋକାନରୁ ଫଳ କିଣୁଥିବା ସମୟରେ ଏକ ଟ୍ରକ୍ ଦୃତଗତିରେ ଆସି ରାସ୍ତା ପାର୍ଶ୍ୱରେ ରହିଥିବା ବାଇକ୍ ଓ କାରଗୁଡ଼ିକୁ…

Read More
weather odisha live

Weather Odisha Live: ଶୀତରେ ଥରୁଛି ଓଡ଼ିଶା, ଆଗକୁ ଆହୁରି ବଢିବ, ସେପଟେ ବାତ୍ୟା ମାଣ୍ଡୋସ୍‌ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ଵର: Weather Odisha Live ଶୀତରେ ଓଡ଼ିଶା ଥରୁଛି। ଓଡ଼ିଶାକୁ ଉତ୍ତରଦିଗରୁ କ୍ରମାଗତଭାବେ ଶୁଷ୍କ ଓ ଥଣ୍ଡାବାୟୁ ପ୍ରବେଶ କରୁଥିବା ଯୋଗୁଁ ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। କେତେକ ସ୍ଥାନରେ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଆଜି ଫୁଲବାଣୀଠାରେ ତାପମାତ୍ରା ୬.୬ ଡିଗ୍ରୀ ସେଲ୍‍ସିୟସ୍‍ ଥିବାବେଳେ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ରହିଛି। ଅଧିକ ଥଣ୍ଡା ଯୋଗୁଁ ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହୋଇପଡ଼ୁଛି।ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା…

Read More
Padampur Bye Election Result 2022

Padampur Bye Election Result 2022: ପଦ୍ମପୁରରେ ରେକର୍ଡ ଭୋଟରେ ଜିତିଲା ବିଜେଡ଼ି

ପଦ୍ମପୁର: Padampur Bye Election Result 2022 ପଦ୍ମପୁର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ପ୍ରାୟ ୪୨ ହଜାରରୁ ଅଧିକ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା। ଶେଷ ୨୩ ରାଉଣ୍ଡ ସୁଦ୍ଧା ବର୍ଷା ସିଂହ ବରିହାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ମିଳିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩ ହଜାର…

Read More
Weather Report of Odisha

Odisha weather news today: ୮ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: Odisha weather news today ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼ ପ୍ରଭାବରେ ରାଜ୍ୟରେ ଶୀତ ହ୍ରାସ ପାଇବ। ବାତ୍ୟା ଯୋଗୁଁ ରାଜ୍ୟରେ  ପ୍ରଚୁର ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବ। ଫଳରେ ତାପମାତ୍ରା ବୃଦ୍ଧି ହେବ। ବଡ ଖବର ହେଉଛି ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ। କିନ୍ତୁ ବାତ୍ୟାର ବାହ୍ୟବଳୟ ପ୍ରଭାବରେ ଆସନ୍ତା ଶନିବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ…

Read More
PM Kisan Beneficiary New Status

PM Kisan Beneficiary New Status: ଏହି ଦିନ ମିଳିବ ପିଏମ କିସାନ ୧୩ତମ କିସ୍ତି

ନୂଆଦିଲ୍ଲୀ: PM Kisan Beneficiary Status New ପ୍ରଧାନମନ୍ତ୍ରୀ କିସାନ ଯୋଜନା ହିତାଧିକାରୀଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ବର୍ତ୍ତମାନ ଯୋଗ୍ୟ ହିତାଧିକାରୀ କୃଷକମାନଙ୍କୁ ନୂତନ ବର୍ଷର ଉପହାର ରୂପେ ୧୩ତମ ପିଏମ କିସାନ କିସ୍ତି ଦେବାକୁ ଯାଉଛନ୍ତି। ବଡ ଖବର ହେଉଛି ଯେଉଁ କୃଷକଙ୍କ ଆକାଉଣ୍ଟରେ ୧୧ତମ ଏବଂ ୧୨ତମ କିସ୍ତି eKYC ଅସୁବିଧାହେତୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସି ପାରିନଥିଲା। ଏଥର ସେହି କୃଷକଙ୍କ ଖାତାକୁ ଏକାଥରକେ…

Read More