vikram gokhale

Actor Vikram Gokhale: ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ, ୪୦ ବର୍ଷ ଧରି ସିନେମାରେ ଜଡ଼ିତ

ମୁମ୍ବାଇ: Actor Vikram Gokhale ଆଜି ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଚଳିତ ୫ ନଭେମ୍ଵରରେ ସ୍ଵାସ୍ଥ୍ୟାବସ୍ଥା ଅବନତି ହେବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଅସୁସ୍ଥତା କାରଣରୁ ପୁଣେରେ…

Read More
Amitabh Bachchan

Amitabh Bachchan: ଅମିତାଭ ବଚ୍ଚନଙ୍କ ସ୍ୱର, ନାମ, ଫଟୋ ବ୍ୟବହାର ଉପରେ ନିଷେଧାଦେଶ

ନୂଆଦିଲ୍ଲୀ: Amitabh Bachchan ଆଉ କେହି ଅମିତାଭ ବଚ୍ଚନଙ୍କ ସ୍ୱର, ନାମ ଏବଂ ଫଟୋକୁ ତାଙ୍କ ବିନା ଅନୁମତିରେ ବ୍ୟବହାର କରିପାରିବେ ନାହିଁ। ଆଜି ଦିଲ୍ଲୀ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଅମିତାଭ ବଚ୍ଚନଙ୍କ ଏକ ଆବେଦନ ଉପରେ କୋର୍ଟ ଏପରି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଅନୁସାରେ ଅମିତାଭ ବଚ୍ଚନଙ୍କ ଶୋ କୌନ୍ ବନେଗା କରୋଡପତି (KBC) ର ଏକ ନକଲି ଲଟେରୀ ସ୍କାମ୍ ସାମ୍ନାକୁ ଆସିଥିଲା। ଏଥିପାଇଁ ଅମିତାଭଙ୍କ ଛବି ଏବଂ ସ୍ୱରର ବ୍ୟବହାର କରାଯାଇଥିଲା।…

Read More
Odisha Budget 2022-23

Odisha Budget 2022-23: ବିଧାନସଭାରେ ୧୬,୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ଵର: Odisha Budget 2022-23 ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଆଜି ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ (Odisha Budget 2022-23) ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର…

Read More
Deogarh

Deogarh: ଟ୍ରକ ଧକ୍କାରେ ସ୍ଵାମୀସ୍ତ୍ରୀ ସମେତ ୨ ବଳଦ ମୃତ

ଦେବଗଡ: Truck runs over a cart in Deogarh ଦେବଗଡ଼ ଜିଲ୍ଲାର ୪୯ ନମ୍ବର ଜାତୀୟ ରାଜପଥ ତିଳେଇବଣି ବ୍ଲକର ଅସୁରଖୋଳ ଗ୍ରାମ ନିକଟରେ ଆଜି ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ବଳଦ ବି ଜୀବନ ହାରିଛନ୍ତି। ସୂଚନାଅନୁସାରେ ଚାଷୀ ଦମ୍ପତି ନିଜର ଅମଳ ହୋଇଥିବା ଫସଲ ଆଣିବା ଲାଗି ଶଗଡ଼ରେ କ୍ଷେତକୁ ଯାଉଥିଲେ। ହଠାତ୍ ତିଲେଇବଣି ଛକରେ ଦେବଗଡ଼ (Deogarh) ପଟୁ ସମ୍ବଲପୁର ଅଭିମୁଖେ…

Read More
Odisha Teacher Recruitment 2022

Odisha Teacher Recruitment 2022: OSSC ମାଧ୍ୟମରେ ନିଯୁକ୍ତି ହେବେ ୭୫୪୦ ଶିକ୍ଷକ

ଭୁବନେଶ୍ଵର: Odisha Teacher Recruitment 2022 ଓଡ଼ିଶାରେ ଶିକ୍ଷକଶିକ୍ଷୟତ୍ରୀ ଚାକିରୀ ଖୋଜୁଥିବା ଆଶାୟୀମାନଙ୍କ ପାଇଁ ଖୁସି ଖବର। ଆଜି ବୁଧବାର ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ଓଏସଏସସି ୱେବସାଇଟରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏହା ଡିସେମ୍ବର ୧୧ରୁ ଜାନୁଆରୀ ୯ ମଧ୍ୟରେ ଆବେଦନ କରାଯାଇପାରିବ। ଆଶାୟୀ ଯୁବକଯୁବତୀ କେବଳ ଅନଲାଇନରେ ଆବେଦନ କରିପାରିବେ ବୋଲି ସୂଚନା ରହିଛି। Odisha Teacher Recruitment 2022 OSSC ୱେବସାଇଟରେ ପ୍ରକାଶ ପାଇଥିବା ସୂଚନାଅନୁସାରେ ମୋଟ ୭,୫୪୦ ପଦ ପାଇଁ…

Read More
aso_exam

OPSC ASO Exam: ଏଏସଓ ପରୀକ୍ଷାରେ ହୋଇନି ଅନିୟମିତତା, ଅଭିଯୋଗ ଭିତ୍ତିହୀନ

କଟକ: OPSC ASO Exam Cut-off 2021 ଏଏସଓ (Assistant Section Officer) ପରୀକ୍ଷା ସ୍ୱଚ୍ଛତାର ସହ ହୋଇଛି। ଅନିୟମିତତା ଅଭିଯୋଗ ଭିତ୍ତିହୀନ। ଆଜି ଓପିଏସସି (Odisha Public Service Commission -OPSC) ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ କହିବା ଅନୁସାରେ ମୋଟ୍ ୭୯୬ ପୋଷ୍ଟ ପାଇଁ ୨ଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା। ପ୍ରଥମ ଷ୍ଟେଜରେ ୪ଟି ପେପରରେ ୪ ଶହ ମାର୍କର ପରୀକ୍ଷା ହୋଇଥିଲା। ଏଥିରେ ଯୋଗ୍ୟ ବିବେଚିତ ପିଲାଙ୍କର କମ୍ପୁଟର…

Read More
Indonesia Earthquake Updates

Indonesia Earthquake Updates: ଇଣ୍ଡୋନେସିଆ ଭୂମିକମ୍ପରେ ୧୬୨ ମୃତ

ଜାକର୍ତ୍ତା: Indonesia Earthquake Updates ଇଣ୍ଡୋନେସିଆର ଜାଭା ଦ୍ଵୀପରେ ସୋମବାର ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଥିଲା। ଏଥିରେ ସହରରେ୧୬୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୨୬ ଲୋକ ଆହତ ହୋଇଛନ୍ତି। ସହରର ୨୨୦୦ରୁ ଅଧିକ କୋଠା ଭୁଷୁଡ଼ି ପଡ଼ିଥିବାରୁ ଏହାର ଭଗ୍ନାବଶେଷ ତଳେ କେତେକ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ…

Read More
Jajpur Train Accident

Jajpur Train Accident: ଯାଜପୁର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା, ଟ୍ରେନ ବାତିଲ

ଯାଜପୁର: Jajpur Train Accident ଯାଜପୁର ଜିଲ୍ଲା କୋରେଇରେ ମାଲଗାଡି ଟ୍ରେନ୍ ଦୁର୍ଘଟଣାରେ ଅକାଳରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଉଭୟ ରାଜ୍ୟସରକାର ଓ କେନ୍ଦ୍ରସରକାର ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର କିମ୍ବା ନିକଟତମ ସଂପର୍କୀୟଙ୍କୁ ରାଜ୍ୟ ସରକାର ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ସେହିପରି ରେଳ ବିଭାଗ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛି। ଏଥିସହ ଗୁରୁତର…

Read More
odisha winter

Odisha Winter: ଆସନ୍ତା ୨ଦିନ ରାଜ୍ୟରେ ହେବ ଲଘୁଚାପ ବର୍ଷା

ଭୁବନେଶ୍ଵର : Odisha Winter ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହି ଲଘୁଚାପ କ୍ଷେତ୍ର ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଯାଏଁ ବ୍ୟାପିଛି। ପରବର୍ତ୍ତୀ ୨ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର ଦିଗରେ ଗତି କରି ଉତ୍ତର ତାମିଲନାଡ଼ୁ ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ। ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ଆସନ୍ତାକାଲି…

Read More
Ind vs Nz 2nd Odi Highlights

Ind vs Nz 2nd Odi Highlights: ନ୍ୟୁଜିଲାଣ୍ଡକୁ ୬୫ ରନ୍‌ରେ ପରାସ୍ତ କଲା ଭାରତ, ଚମକିଲେ ସୂର୍ଯ୍ୟକୁମାର

ମାଉଣ୍ଟ୍‌ ମୌଙ୍ଗନୁଇ: Ind vs Nz 2nd Odi Highlights: ଆଜି ରବିବାର ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ (India) ଏହି ମ୍ୟାଚ୍‌ ରେ ନ୍ୟୁଜିଲାଣ୍ଡକୁ (New Zealand)  ୬୫ ରନ୍‌ରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ୧୨୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଶେଷ ହୋଇଥବା ଟି-୨୦ ପରାଜୟକୁ ଭୁଲି ଭାରତ ତାର ବିଜୟ ଯାତ୍ରା ଆରମ୍ଭ କରିଛି। ଟିମ ଇଣ୍ଡିଆ ତରଫରୁ ଦୀପକ ହୁଡ଼ା (Deepak Hooda) ସର୍ବାଧିକ ୪ଟି ୱିକେଟ୍‌…

Read More
Social security pensioners in Odisha

Social security in Odisha: ଭତ୍ତାଧାରୀଙ୍କୁ ମିଳିବ ୩୦୦ ଟଙ୍କାର ଶୀତ ସହାୟତା

ଭୁବନେଶ୍ୱର: Social security in Odisha ସାମାଜିକ ସୁରକ୍ଷା ହିତାଧିକାରୀମାନଙ୍କୁ ଓଡ଼ିଶା ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ଏକକାଳୀନ ତିନିଶହ ଟଙ୍କା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ସୂଚନାଅନୁସାରେ ଡିସେମ୍ବର ମାସରେ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ସିଧାସଳଖ ଏହି ୩ଶହ ଟଙ୍କା ଜମା କରାଯିବ। ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପ୍ରାୟ ୪୮ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଶୀତକାଳୀନ ସହାୟତାର ଲାଭ ପାଇବେ। ରାଜ୍ୟ…

Read More