PMMODI2

G20 Summit: ଦୁଇ ଦିନିଆ ଜି୨୦ ଶୀର୍ଷ ସମ୍ମିଳନୀ ଆରମ୍ଭ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଭିଭାଷଣ

ନୂଆଦିଲ୍ଲୀ: ୧୫ତମ ଜି୨୦ (G20) ଶୀର୍ଷ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲ୍‍ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ସମ୍ମିଳନୀ ଆଜି ଶେଷ ହେବ। ସାଉଦି ଆରବ (Saudi Arabia) ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଶୀର୍ଷକ ହେଉଛି ‘ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀରେ ସୁଯୋଗର ଉପଲବ୍ଧି’। ଏହା ହେଉଛି ଚଳିତ ବର୍ଷର ଦ୍ୱିତୀୟ ଜି୨୦ ଶୀର୍ଷ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଏହି ସମ୍ମିଳନୀରେ ତାଙ୍କର ଅଭିଭାଷଣ ପ୍ରଦାନ…

Read More
bharti-singh

Bharti Singh: ଡ୍ରଗ୍ ସେବନ ଅଭିଯୋଗରେ ହାସ୍ୟ ଅଭିନେତ୍ରୀ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କ ଘରେ ଏନସିବି ଦ୍ୱାରା ଚଢାଉ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଶନିବାର ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତ ସିଂ (Bharti Singh) ଙ୍କ ଘରେ ଚଢାଉ କରିଥିଲା। ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ନିଶା ସେବନ କରିଥିବା ଅଭିଯୋଗ ହୋଇଛି। ଏନସିବି ଉଭୟଙ୍କୁ ପଚରାଉଚରା କରୁଛି। ଜଣେ ଡ୍ରଗ୍ ବେପାରୀକୁ ପଚରାଉଚରା ବେଳେ ଦୁହିଁଙ୍କ ନାମ ପ୍ରକାଶ ପାଇଥିଲା। ଏହା ପରେ ଆନ୍ଧେରି, ଲୋଖଣ୍ଡୱାଲା ଏବଂ ଭର୍ସୋଭାସ୍ଥିତ ଘରେ ଚଢାଉ କରାଯାଇଥିଲା। ଏନସିବି ମଧ୍ୟ ଏଠାରୁ ବିଷାକ୍ତ ପଦାର୍ଥ ଉଦ୍ଧାର…

Read More
dharmendra pradhan

OIL Seismic Campaign: ଓଡ଼ିଶାରେ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଦ୍ୱାରା ହେବ ତୈଳ ଓ ଗ୍ୟାସର ସନ୍ଧାନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଶୁକ୍ରବାର ପୁରୀ (Puri) ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି (Open Acreage Licensing Policy, OALP) ଅଧୀନରେ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ରାଜ୍ୟର ୫ଟି ବ୍ଲକ ଅର୍ଥାତ୍ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର (Oil India Ltd (OIL) seismic campaign) ଶୁଭାରମ୍ଭ…

Read More
isl 2020 1

ISL 2020: ATK ମୋହୁନ ବାଗାନ୍ କେରଳ ବ୍ଲାଷ୍ଟରକୁ ପରାସ୍ତ କଲା; କରୋନା ମଧ୍ୟରେ ଏହା ହେଉଛି ଦେଶର ପ୍ରଥମ ପ୍ରମୁଖ କ୍ରୀଡା ଇଭେଣ୍ଟ

ଭାରତର ସର୍ବବୃହତ ଫୁଟବଲ ଟୁର୍ନାମେଣ୍ଟର ସପ୍ତମ ସିଜନ ଇଣ୍ଡିଆନ ସୁପର ଲିଗ୍ (ISL) ଶୁକ୍ରବାର ଠାରୁ ଆରମ୍ଭ ହୋଇଥିଲା। କରୋନା କାଳରେ ଭାରତରେ ଏହା ହେଉଛି ପ୍ରଥମ ପ୍ରମୁଖ କ୍ରୀଡା ଇଭେଣ୍ଟ। ଗୋଆ (Goa) ରେ ଖେଳାଯାଇଥିବା ସିଜିନର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଏ.ଟି.କେ ମୋହନ ବାଗାନ୍ କେରଳ ବ୍ଲାଷ୍ଟର୍ସ (Atk Mohun Bagan Vs Kerala Blasters) କୁ 1-0 ରେ ପରାସ୍ତ କରିଛନ୍ତି। ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ରୟ କୃଷ୍ଣ ସ୍କୋର କରିଥିଲେ।…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି। ଯଦି ଆପଣ ଆପଣଙ୍କ ଘରେ କାହାଠାରୁ ଆପଣ ଉଧାର ନେଇଥାନ୍ତି ତାହେଲେ ଆଜି ତାହା ସୁଝି ଦିଅନ୍ତୁ ନଚେତ ସେ ଆପଣଙ୍କ ବିପକ୍ଷରେ ଆଇନ ଗତ କାରବାହି କରିପାରେ। ଅନ୍ୟ ମାନଙ୍କ ଦୋଷ ଖୋଜିବାର ଅଦରକାରୀ କାମ ଆପଣଙ୍କ ବନ୍ଧୁ ବାନ୍ଧବଙ୍କ ଆଲୋଚନାର ପାତ୍ର ହୋଇ ପାରନ୍ତି। ଆପଣଙ୍କୁ…

Read More

Weather Report: ଆସନ୍ତା ୪ ଦିନ ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

ଭୂବନେଶ୍ଵର: ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ଗୁରୁଚାପ ବଳୟ ସୃଷ୍ଟିହେବା ଫଳରେ ଆଜିଠାରୁ ୭ ଜିଲ୍ଲାରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି। ସେ ଜିଲ୍ଲାଗୁଡ଼କ ହେଲା, କଟକ, ଅନୁଗୁଳ, ଢ଼େଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଓ କନ୍ଧମାଳ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୁହୁଡ଼ିର ଘନତା ଅଧିକ ରହିବାର ସମ୍ଭାବନା ଥିବାରୁ ମୋଟର ଯାନ ଯାତାୟାତରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ…

Read More
Driving License

DL New Apply: ଏହିସବୁ RTO ରେ ନୂଆ ଡିଏଲ୍‍ ଆବେଦନ ପାଇଁ ଅନୁମତି

ଭୂବନେଶ୍ଵର: ବର୍ତ୍ତମାନ ରାଜ୍ୟରେ ୨୧ଟି ଆର୍‍ଟିଓ (RTO) ରେ ନୂଆ ଡିଏଲ୍‍ ଆବେଦନ (DL Apply) କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଚଣ୍ଡିଖୋଲ, ବରପାଲି, କୋରାପୁଟ (Koraput), ମୟୁରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ (Angul), ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର (Talcher), ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର (Sambalpur) ଆରଟିଓ କାର୍ଯ୍ୟାଳୟକୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭୂତାଣୁ ମହାମାରୀ (Corona Virus Pandemic) ଯୋଗୁଁ…

Read More
jobs

Govt Jobs: ଆସନ୍ତା ବର୍ଷ ୨ ଲକ୍ଷ ଚାକିରି ମିଳିବ, ଜାଣନ୍ତୁ କେଉଁ ବିଭାଗରେ କେତେ

ପାଟନା: ବେକାର ଯୁବକଯୁବତୀ ମାନଙ୍କ ପାଇଁ ୨୦୨୧ରେ ମିଳିବ ଖୁସି ଖବର। ବେରୋଜଗାର ହ୍ରାସ ଦିଗରେ ବିହାର ସରକାର (Bihar Government) ଠୋସ୍ ପଦକ୍ଷେପ ନେବାକୁ ଯାଉଛନ୍ତି। ରୋଜଗାର (Employment) ପ୍ରସଙ୍ଗରେ ନିତୀଶ କୁମାର (Nitish Kumar) ଙ୍କ ନୂତନ ସରକାର ଏହି ପଦକ୍ଷେପ ଆରମ୍ଭ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସହିତ ପ୍ରାୟ ଦୁଇ ଲକ୍ଷ ବେକାର ଲୋକ ଶୀଘ୍ର ଚାକିରି ପାଇବେ ବୋଲି ଆଶା କରାଯାଉଛି। ଏଥିରେ ସହକାରୀ ପ୍ରଫେସର (Associate Professor ),…

Read More
up pratapgarh accident 2

Pratapgarh Accident: ବାହାଘରରୁ ଫେରୁଥିବା ବୁଲେରୋ ଟ୍ରକକୁ ଦେଲା ପଛରୁ ଧକ୍କା; ୬ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ

ପ୍ରତାପଗଡ: ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପ୍ରତାପଗଡ (Pratapgarh) ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଅଛନ୍ତି। ଅନୁମାନ କରାଯାଉଛି ଯେ ଡ୍ରାଇଭର ଶୋଇପଡିଛି। ବୁଲେରୋ ଏତେ ଜୋର ରେ ଧକ୍କା ହୋଇଯାଇଥିଲା ଯେ ଏହାର କବାଟକୁ କଟରରେ କାଟିଦେବାକୁ ପଡ଼ିଲା ଏବଂ ଶବଗୁଡ଼ିକୁ ବାହାର କରିଦିଆଯାଇଛି। ପୋଲିସ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରୁ ୧୨ ଜଣ କୁଣ୍ଡା କୋଟୱାଲିର ଚାଉସା ଜିରଗାପୁର ଗାଁର…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆଜି ଆପଣଙ୍କୁ ଭାବନାର ପରିବେଶ ବାନ୍ଧି ଧରିବ, ତାହାଠୁ ବାହାରିବା ପାଇଁ ପୁରୁଣା କଥାକୁ ହୃଦୟରୁ କାଢ଼ି ଦିଅନ୍ତୁ। ନିଜର ଧନ ସଞ୍ଚୟ କରିବା ପାଇଁ ଆଜି ଆପଣଙ୍କୁ ଆପଣଙ୍କର ପରିବାର ସହିତ କଥା ହୁଅନ୍ତୁ ସେମାନଙ୍କ ଉପଦେଶ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସାହାଯ୍ୟ କରିବ। ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ…

Read More
Odisha weather forecast-fogodisha

Weather Report: ରାଜ୍ୟରେ ଘନ କୁହୁଡି ଜାରି, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୂବନେଶ୍ଵର: ରାଜ୍ୟରେ ଶୀତର ପ୍ରକୋପ ବିଶେଷ ଅନୁଭୂତ ହେଉନଥିଲେ ମଧ୍ୟ କେତେକ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହେଉଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ପରିଲକ୍ଷିତ ହେବାର ସମ୍ଭାବନା ଥିବା ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା କଟକ, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ବାଲେଶ୍ୱର। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଖୋର୍ଦ୍ଧା, ନୟାଗଡ଼, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ…

Read More