up pratapgarh accident 2

Pratapgarh Accident: ବାହାଘରରୁ ଫେରୁଥିବା ବୁଲେରୋ ଟ୍ରକକୁ ଦେଲା ପଛରୁ ଧକ୍କା; ୬ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ

ପ୍ରତାପଗଡ: ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପ୍ରତାପଗଡ (Pratapgarh) ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଅଛନ୍ତି। ଅନୁମାନ କରାଯାଉଛି ଯେ ଡ୍ରାଇଭର ଶୋଇପଡିଛି। ବୁଲେରୋ ଏତେ ଜୋର ରେ ଧକ୍କା ହୋଇଯାଇଥିଲା ଯେ ଏହାର କବାଟକୁ କଟରରେ କାଟିଦେବାକୁ ପଡ଼ିଲା ଏବଂ ଶବଗୁଡ଼ିକୁ ବାହାର କରିଦିଆଯାଇଛି। ପୋଲିସ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରୁ ୧୨ ଜଣ କୁଣ୍ଡା କୋଟୱାଲିର ଚାଉସା ଜିରଗାପୁର ଗାଁର…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆଜି ଆପଣଙ୍କୁ ଭାବନାର ପରିବେଶ ବାନ୍ଧି ଧରିବ, ତାହାଠୁ ବାହାରିବା ପାଇଁ ପୁରୁଣା କଥାକୁ ହୃଦୟରୁ କାଢ଼ି ଦିଅନ୍ତୁ। ନିଜର ଧନ ସଞ୍ଚୟ କରିବା ପାଇଁ ଆଜି ଆପଣଙ୍କୁ ଆପଣଙ୍କର ପରିବାର ସହିତ କଥା ହୁଅନ୍ତୁ ସେମାନଙ୍କ ଉପଦେଶ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସାହାଯ୍ୟ କରିବ। ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ…

Read More
Odisha weather forecast-fogodisha

Weather Report: ରାଜ୍ୟରେ ଘନ କୁହୁଡି ଜାରି, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୂବନେଶ୍ଵର: ରାଜ୍ୟରେ ଶୀତର ପ୍ରକୋପ ବିଶେଷ ଅନୁଭୂତ ହେଉନଥିଲେ ମଧ୍ୟ କେତେକ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହେଉଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ପରିଲକ୍ଷିତ ହେବାର ସମ୍ଭାବନା ଥିବା ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା କଟକ, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ବାଲେଶ୍ୱର। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଖୋର୍ଦ୍ଧା, ନୟାଗଡ଼, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ…

Read More
narendra-modi_ict

BTS 2020: ବର୍ତ୍ତମାନ ଭାରତର ବୈଷୟିକ ସମାଧାନକୁ ବିଶ୍ୱବ୍ୟାପୀ ପ୍ରୟୋଗ କରିବାର ସମୟ ଉପନୀତ: ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi)  ଆଜି ଭିଡ଼ିଓ କନ୍ଫରେନ୍ସ ଜରିଆରେ ବେଙ୍ଗାଲୁରୁ ପ୍ରଯୁକ୍ତି ସମ୍ମିଳନୀ (Bengaluru Tech Summit 2020) ର ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ଉଦ୍ଭାବନ ଏବଂ ବୈଷୟିକ ସମିତି, କର୍ଣ୍ଣାଟକ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଦ୍ୟା (Karnataka government’s Vision Group on Information Technology), ଜୈବ ପ୍ରଯୁକ୍ତି ବିଦ୍ୟା (Bio-Technology) ଓ ଷ୍ଟାର୍ଟଅପ ଭିଜନ ଗ୍ରୁପ (Start Up  Vision Group), ସପ୍ଟୱେୟାର ଟେକ୍ନୋଲଜି ପାର୍କସ…

Read More
assembly

Odisha Assembly Winter Session: ଆସନ୍ତା କାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ

ଭୂବନେଶ୍ଵର: ଓଡ଼ିଶା ବିଧାନସଭାର (Odisha Assembly) ଷୋଡଶ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେବ। ଅଧିବେଶନକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ କରାଇବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ (Corona  Pandemic) କୁ ଦୃଷ୍ଟିରେ ରଖି ବିଧାନସଭା ପକ୍ଷରୁ ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ଗୃହକୁ ଆସିବାକୁ ଥିବା ସମସ୍ତ ସଦସ୍ୟ ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟକରାଯାଇଛି। ବିଏମ୍‍ସି (BMC) ପକ୍ଷରୁ…

Read More
Dharmendrapradhan

Odisha: ରାଜ୍ୟ ସୀମା ବିବାଦ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୂବନେଶ୍ଵର:  ଓଡ଼ିଶା (Odisha) ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ (Andhra Pradesh), ପଶ୍ଚିମବଙ୍ଗ (West Bengal), ଛତିଶଗଡ (Chhattisgarh) ଓ ଝାଡ଼ଖଣ୍ଡ (Jharkhand) ସହ ଲାଗି ରହିଥିବା ଦୀର୍ଘଦିନର ସୀମା ବିବାଦର ସମାଧାନ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କୁ ଅନୁରୋଧ କରିଛନ୍ତି। ସୀମାବିବାଦକୁ ନେଇ  ଏକ ଗୃହକମିଟି ଗଠନ କରାଯାଇ ସମସ୍ୟାର ଆପୋଷ ବୁଝାମଣା କରିବା ସକାଶେ କେନ୍ଦ୍ର ସରକାରଙ୍କ…

Read More
terror_news

Nagrota Encounter: ସୁରକ୍ଷା ବାହିନୀ ଦ୍ଵାରା ଟ୍ରକ ବିସ୍ଫୋରଣ କରି ଚାରି ଆତଙ୍କବାଦୀକୁ ହତ୍ୟା

ଜାମ୍ମୁକାଶ୍ମୀର: ଗୁରୁବାର ସକାଳେ ଜାମ୍ମୁର ନାଗ୍ରୋଟା (Nagrota) ଠାରେ ସୁରକ୍ଷା ବାହିନୀ ୪ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଚାରିଜଣ ଆତଙ୍କବାଦୀ ଟ୍ରକରେ ଗୁଳି ଚଳାଇ ଜମ୍ମୁରୁ ଶ୍ରୀନଗ (Srinagar) ର ଯାଉଥିଲେ। ନାଗ୍ରୋଟାସ୍ଥିତ ଟୋଲ ପ୍ଲାଜାରେ ସୁରକ୍ଷା ବାହିନୀ ଟ୍ରକକୁ ଅଟକାଇ ଆତ୍ମସମର୍ପଣ କରିବାକୁ କହିଥିଲେ। ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ସୁରକ୍ଷା ବାହିନୀ ଟ୍ରକକୁ ବିସ୍ଫୋରଣ କରିଥିଲେ। ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୪.୫୦ସମୟରେ ଏହି ଏନକାଉଣ୍ଟର (Encounter) ଆରମ୍ଭ…

Read More
modi bettel

Virtual Summit: ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ଏବଂ ଲକ୍ସେମବର୍ଗ (Luxembourg) ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲ (Xavier Bettel) ଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ। ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ ଉତ୍ସର୍ଗୀକୃତ ସମ୍ମିଳନୀ। ଉଭୟ ନେତା କୋଭିଡ (Covid-19) ପରବର୍ତ୍ତୀ ବିଶ୍ଵରେ ଭାରତ-ଲକ୍ସେମବର୍ଗ ସହଯୋଗକୁ ମଜବୁତ କରିବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବା ନେଇ ଆଲୋଚନା କରିବେ। ପାରସ୍ପରିକ…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: ଡର, ସନ୍ଦେହ ଓ ଲୋଭ ପରି ନକାରାତ୍ମକ ଭାବନାକୁ ଛାଡି ଦିଅନ୍ତୁ, କାରଣ ଏହି ବିଚାର ସେମିତିଆ ଜିନିଷକୁ ଆକର୍ଷିତ କରେ, ଯାହା ଆପଣ ଚାହୁଁ ନାହାନ୍ତି। ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି। ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ପିଲା ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇ ପାରେ।   ବୃଷ: କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି। ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ…

Read More
vigilance

Vigilance: ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ତାଳ‌ଚେର: ରାଜ୍ୟରେ ଲଗାତାର ଚାଲିଛି ଭିଜିଲାନ୍ସ ଚଢଉ। ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଳଚେର (Talcher) ଗ୍ରାମ୍ୟ ଉନ୍ନୟନ ବିଭାଗ (RD) ର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ (Chandrmani Sahoo) ଙ୍କ ଘରେ ଏବଂ ଅଫିସରେ ଚଢଉ କରିଛି। ସୂଚନାଅନୁସାରେ ଏହି କଟକ (Cuttack) ଏବଂ ଢେଙ୍କାନାଳ (Dhenkanal) ଭିଜିଲାନ୍ସ (Vigilance) ବିଭାଗର ମିଳିତ ଉଦ୍ୟମରେ ହୋଇଛି। ଏହି ଚଢଉରେ ୪୧ ଜଣ ବିଭାଗୀୟ ଅଧିକାରୀ ଶ୍ରୀ ସାହୁଙ୍କର ନିଜସ୍ୱ…

Read More
schoolopens

Matric Examination 2021: ଆସନ୍ତା ମ୍ୟାଟ୍ରିକ୍‍ ଓ +୨ ବୋର୍ଡ ପରୀକ୍ଷା ବିଳମ୍ବ ହୋଇପାରେ

ଭୁବନେଶ୍ୱର: ଚଳିତ ବର୍ଷ ମ୍ୟାଟ୍ରିକ୍‍ (Matriculation) ଓ +୨ (+2) ପରୀକ୍ଷା ବିଳମ୍ବ ହୋଇପାରେ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଫେବୃୟାରୀରେ ମ୍ୟାଟ୍ରିକ୍‍ ପରୀକ୍ଷା ଓ ମାର୍ଚ୍ଚରେ +୨ ପରୀକ୍ଷା ହେବା କଥା। କିନ୍ତୁ ସର୍ବନିମ୍ନ ୩ ମାସ ପାଠ ପଢ଼ା ହେବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଲାଗି…

Read More