Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ। ନିଜର ନିବେଶ ଓ ଭବିଷ୍ୟ ଲକ୍ଷ୍ୟ ସମ୍ବନ୍ଧରେ ଯୋଜନା ଗୋପନୀୟ ଭାବରେ ରଖନ୍ତୁ। ବନ୍ଧୁ ମାନଙ୍କ ସହିତ ମିଶି ନିଜର ଦିନକୁ ଉତ୍ତମ ବନାନ୍ତୁ। ନୂତନ କାର୍ଯ୍ୟକୁ ପୂରଣ କରିବା ପାଇଁ ମହିଳା ସହକର୍ମୀ ମାନଙ୍କର ପୁରା ସହଯୋଗ ମିଳିବ। ଆଜିକା ଦିନଠୁ ଆରମ୍ଭ ହେଉ ଥିବା ନିର୍ମାଣର କାର୍ଯ୍ୟ ସନ୍ତୋଷଜନକ ରୂପରେ ପୁରଣ ହେବ। ବୃଷ: ଅନ୍ୟ ମାନଙ୍କ ସାଙ୍ଗରେ ଖୁସି…

Read More
games 1

Online Games: ଆପଣଙ୍କ ପିଲା ଲୁଚି ଲୁଚି Mobile Game ଖେଳୁଛି କି? ଜାଣିବେ କିପରି!

▣ ବିଶେଷଜ୍ଞଙ୍କ ଅନୁଯାୟୀ ପରିବାରରେ ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ▣ ଭାରତରେ ସର୍ବାଧିକ ମୋବାଇଲ ଖେଳ ହେଉଛି ଡାଉନଲୋଡ୍ ଭାରତ ସରକାର ଲୋକପ୍ରିୟ ଖେଳ ପବଜି (PUBG) ସମେତ ୧୧୮ଟି ଚିନ ଆପ (Apps) କୁ ବନ୍ଦ କରିଛନ୍ତି। ପବଜି ନିଷେଧାଦେଶ ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା କାରଣ ଭାରତରେ ବିଶ୍ୱର ସର୍ବାଧିକ ସଂଖ୍ୟକ ଖେଳାଳି ଅଛନ୍ତି। ଏହାର ନିଶା ଏମିତି ଥିଲା ଯେ ଖେଳ ହେତୁ ଅନେକ ଲୋକ ହତ୍ୟା ଏବଂ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ,…

Read More
nationalpress

National Press Day: ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ; ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଭୁବନେଶ୍ଵର: ଆଜି ଜାତୀୟ ପ୍ରେସ୍‍ ଦିବସ (National Press Day)। ଏକ ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ କାର୍ଯ୍ୟ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍‍ ଦିବସ ପାଳନ କରାଯାଏ। ଭାରତୀୟ ଗଣମାଧ୍ୟମ ଦ୍ୱାରା ପ୍ରଦତ୍ତ ରିପୋର୍ଟର ଗୁଣବତ୍ତା ଉପରେ ନଜର ରଖିବା ପାଇଁ ୧୯୬୬ ମସିହା ଆଜିର ଦିନରେ ପ୍ରେସ୍‍ କାଉନ୍‍ସିଲ ଅଫ୍‍ ଇଣ୍ଡିଆ (Press Council Of India) କାର୍ଯ୍ୟ ଆରମ୍ଭ କରିଥିଲା। ନଭେମ୍ବର ୧୬ ଏକ…

Read More
India-vs-Australia

Ind Vs Aus: ଆଡିଲେଡ୍ ରେ ବଢିଲା କରୋନା ମାମଲା, ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ସନ୍ଦେହରେ ?

ସିଡନୀ: ଆଡିଲେଡରେ ବଢିଛି କୋଭିଡ ମାମଲା। କରୋନା ଭାଇରସ (Corona Virus) ର ସଦ୍ୟତମ ମାମଲା ପରେ ଅଧିନାୟକ ଟିମ୍ ପେନ୍ (Tim Paine) ସମେତ ଅଷ୍ଟ୍ରେଲିଆ (Australia) ର କିଛି ଖେଳାଳିଙ୍କୁ ସୋମବାର କ୍ୱାରାଣ୍ଟାଇନ୍ ଯିବାକୁ ପଡିଛି, କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି ଯେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ୧୭ ରେ ଏଠାରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଅନୁଷ୍ଠିତ ହେବ। ଖବର ଅନୁସାରେ ଆଡିଲେଡରେ କରୋନା ଭାଇରସ ସଂକ୍ରମଣର ଏକାଧିକ ମାମଲା…

Read More
Driving License

LL: ଆର୍‍ଟିଓରେ ଆଜିଠୁ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ, ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମିଳବ ସୁଯୋଗ

ଭୁବନେଶ୍ଵର: ରାଜ୍ୟର ସମସ୍ତ ଆର୍‍ଟିଓ (RTO) ରେ ଆଜିଠାରୁ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ (Learners License Test) ଆରମ୍ଭ ହେଉଛି। ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, କେବଳ ସେହିମାନେ ଏହି ଟେଷ୍ଟ ଦେବେ। ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭୂତାଣୁ ମହାମାରୀ (Corona Virus Pandemic) ଯୋଗୁଁ ଗତ ୮ ମାସ ହେବ ଏହି ଟେଷ୍ଟ ବନ୍ଦ୍‍ ରହିଥିଲା । ଗତ ୧୨ ତାରିଖରୁ ନୂତନ ସ୍ଲଟ୍‍ ପାଇଁ ବୁକିଂ ଆରମ୍ଭ ହୋଇଛି। ତେବେ ପୂର୍ବରୁ ଆବେଦନ କରିଥିବା…

Read More
spacex launch-min (1)

SpaceX Mission: NASA ଏବଂ SpaceX ୪ଜଣ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପଠାଇଛି

ଆମେରିକାର ସ୍ପେସ୍ ଏଜେନ୍ସି ନାସା (Space Agency Nasa) ରବିବାର ୭:୩୦ ସନ୍ଧ୍ୟାରେ ୪ ଜଣ ମହାକାଶଚାରୀ (Astronaut) ଙ୍କୁ (ସୋମବାର ସକାଳ  ୬ ଟାରେ ଭାରତୀୟ ସମୟ ଅନୁଯାୟୀ) ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (International Space Station) ପଠାଇଛି। ଏହି ମିଶନ ସ୍ପେସ୍ ଏକ୍ସ (SpaceX)ର କ୍ରୁ ଡ୍ରାଗନ୍ ସ୍ପେସକ୍ରାଫ୍ଟ (Dragon Capsule) ମାଧ୍ୟମରେ ସମ୍ପନ୍ନ ହେବ। କ୍ରୁ ଡ୍ରାଗନର ଏହା ହେଉଛି ପ୍ରଥମ କାର୍ଯ୍ୟକ୍ଷମ ବିମାନ। Resilience rises. 🚀 The Crew-1 mission…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: କାର୍ଯ୍ୟ ଚାପ ଯୋଗୁଁ ଆପଣ ଘରେ କ୍ଳାନ୍ତି ଅନୁଭବ କରିବେ। ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧନ ପ୍ରାପ୍ତି ହୋଇପାରେ। ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ। ପରିବାର ସଦସ୍ୟମାନଙ୍କର ପ୍ରସଂଶାର କେନ୍ଦ୍ରବିନ୍ଦୁ ହୋଇ ଆପଣ ରହିବେ। ଆଜି ନିଜ କାମ ନିଜେ କରିବାକୁ ଚେଷ୍ଠା କରନ୍ତୁ – ଆଉ କାହାଠୁ ସାହାଯ୍ୟର ଆସ ରଖନ୍ତୁ ନାହିଁ ନହେଲେ ନିରାଶ ହୋଇ ପାରନ୍ତି। ବୃଷ: ଘରେ କୌଣସି ପରିବର୍ତ୍ତନ କରିବା…

Read More
modi-PM

Statue of Peace: ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ‘ଷ୍ଟାଚ୍ୟୁ ଅଫ ପିସ’ ଉନ୍ମୋଚନ କରିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଆସନ୍ତା କାଲି ନଭେମ୍ବର ୧୬ ଅପରାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜ (Jainacharya Shree Vijay Vallabh Surishwer Ji Maharaj) ଙ୍କ ୧୫୧ ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ‘ଷ୍ଟାଚ୍ୟୁ ଅଫ ପିସ’ (Statue of Peace) ଉନ୍ମୋଚନ କରିବେ। ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜ (୧୮୭୦-୧୯୫୪) ଜୈନ ସନ୍ଥ ଭାବେ…

Read More
america covid news updates

World Coronavirus: ଆମେରିକାରେ ଦିନକୁ ୧.୭୭ ଲକ୍ଷ କରୋନା ସଂକ୍ରମିତ, ଦକ୍ଷିଣ କୋରିଆରେ 3rd Wave

◉ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୫.୪୪ କୋଟିରୁ ଅଧିକ ସଂକ୍ରମିତ, ୧୩.୨୦ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି, ୩.୭୯ କୋଟି ସୁସ୍ଥ ହୋଇଛନ୍ତି ◉ ଆମେରିକାରେ ସଂକ୍ରମିତ ସଂଖ୍ୟା ୧.୧୨ କୋଟିରୁ ଅଧିକ, ଏପର୍ଯ୍ୟନ୍ତ ୨.୫୧ ଲକ୍ଷ ଲୋକ ପ୍ରାଣ ହରାଇଲେଣି ବିଶ୍ୱରେ କରୋନା (Corona Virus) ରୋଗୀଙ୍କ ସଂଖ୍ୟା ୫.୪୪ କୋଟି ଅତିକ୍ରମ କରିଛି। ସେଥିମଧ୍ୟରୁ ୩ କୋଟି ୭୯ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ୧୩ ଲକ୍ଷ ୧୭ ହଜାରରୁ…

Read More
Nitish kumar

Bihar : ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର, ଆସନ୍ତାକାଲି ଶପଥ ଗ୍ରହଣ, ସୁଶୀଲ ମୋଦୀ ହେବେ ବିଧାନମଣ୍ଡଳ ନେତା

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar  Assembly Election-2020) ର ଫଳାଫଳ ଆସିବା ପରେ ସରକାରୀ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ର ଗୁରୁତ୍ୱପୂର୍ଣ୍ଣ ବୈଠକ  ଆରମ୍ଭ ହୋଇଛି। ସୂଚନା ଅନୁସାରେ ନୀତୀଶ କୁମାର (Nitish Kumar) ଙ୍କୁ ଏନଡିଏର ନେତା ଭାବେ ମନୋନୀତ କରାଯାଇଛି। ଏଥି ସହିତ ସୁଶୀଲ ମୋଦୀ (Sushil Modi) ଡେପୁଟି ସିଏମ ଭାବରେ ରହିବେ ବୋଲି ଖବର ମିଳୁଛି।…

Read More
Weather Report of Odisha

Weather Report Odisha: ୧୮ ତାରିଖମଧ୍ୟରେ ରାଜ୍ୟରେ ପ୍ରବଳ ଶୀତ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତର ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହେଉଛି। ତେବେ ଆସନ୍ତା ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ୧୮ ତାରିଖ ସୁଦ୍ଧା ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଆସିଛି। Also Read | Odisha :…

Read More