Home » ଓଡ଼ିଶା ପାଣିପାଗ ଖବର
Fog Warning Issued In Odisha

Fog Warning Issued In Odisha: ଆସନ୍ତା ୩ ଦିନ ଓଡ଼ିଶାରେ ହେବ ଘନ କୁହୁଡ଼ି

ଭୁବନେଶ୍ଵର : Fog Warning Issued In Odisha ଆସନ୍ତା ତିନିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଗ ଶୁଷ୍କ ରହିବା ସହିତ ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ରାଜ୍ୟ ଉପରେ ଏକ ଗୁରୁଚାପ-ବଳୟ ପ୍ରଭାବ ରହିଛି। ଫଳରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏଥିପାଇଁ ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ କୁହୁଡ଼ି ହେବାର ସମ୍ଭାବନା ରହଛି। କୁହୁଡ଼ି ଦ୍ୱାରା ପ୍ରଭାବିତ ହେବାକୁଥିବା ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି,…

Read More
Weather Report of Odisha

Odisha Weather Updates: ଆସନ୍ତା ୨ଦିନ କିଛି ଜିଲ୍ଲାରେ ହୋଇପାରେ ବର୍ଷା, ଆଉ କିଛି ଜିଲ୍ଲାରେ ହେବ ଘନ କୁହୁଡ଼ି

ଭୁବନେଶ୍ଵର : Odisha Weather updates ଓଡ଼ିଶାରେ ଶୀତ ଲହରୀ ପୁଣି ଜାରି ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵରର ସୂଚନା ଅନୁଯାୟୀ ଆସନ୍ତାକାଲି ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସମୟ ମଧ୍ୟରେ ପାଗ ଶୁଖିଲା ରହିବ। ଅନ୍ୟପକ୍ଷରେ ଗଞ୍ଜାମ, ଗଜପତି, କନ୍ଧମାଳ,…

Read More
Odisha weather report Today

Odisha weather report Today: ଆସନ୍ତା ୫ ଦିନ ପାଗ ଶୁଖିଲା, ହେବ ଘନ କୁହୁଡ଼ି

ଭୁବନେଶ୍ଵର : Odisha weather report Today ରାଜ୍ୟରେ ଶୀତ ସାମାନ୍ୟ ଟିକେ କମିଛି। ବର୍ତ୍ତମାନ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ସକାଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଛି। ଆଜି କଟକ ଓ ଭୁବନେଶ୍ୱରରେ କୁହୁଡ଼ିର…

Read More
Odisha Winter News

Odisha Winter News: ଆସନ୍ତା ୪ରୁ ୫ଦିନ ହେବ ପ୍ରବଳ ଶୀତ

ଭୁବବେଶ୍ଵର: Odisha Winter News ଓଡ଼ିଶାରେ ବର୍ତ୍ତମାନ ଦିନକୁ ଦିନ ପ୍ରବଳ ଶୀତ ବଢିବାରେ ଲାଗିଛି। ତା’ସହ କିଛି ଜିଲ୍ଲାରେ ଘନ କୁହୁଡି ଦେଖା ଦେଉଛି।   ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‍ କିମ୍ବା ତା’ଠାରୁ ନିମ୍ନରେ ରହିଛି। ଦେଖିବାକୁ ଗଲେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଫୁଲବାଣୀ ସହରର ତାପମାତ୍ରା ସବୁଠାରୁ…

Read More
Today Weather Odisha

Today Weather Odisha : ଓଡ଼ିଶାରେ ବଢିବ ଶୀତ

ଭୁବବେଶ୍ଵର: Today Weather Odisha ଓଡ଼ିଶାରେ ବର୍ତ୍ତମାନ ଧୀରେ ଧୀରେ ଶୀତ ବଢୁଛି। କିନ୍ତୁ କାର୍ତ୍ତିକ ମାସରେ ଯେପରି ଶୀତ ହେବା କଥା ତାହା ଏବର୍ଷ ହେଲା ନାହିଁ। ବର୍ତ୍ତମାନ ରାଜ୍ୟର ପ୍ରାୟ ଅଞ୍ଚଳରେ କୁହୁଡ଼ି ସହିତ ଟିକେ ଟିକେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଅବଶ୍ୟ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହୁଛି। ADVT ରାଜ୍ୟରେ ଶୀତର ପ୍ରକୋପ…

Read More
Odisha Cyclone

Odisha Cyclone Updates: ଆସୁଛି ବାତ୍ୟା, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ଭୁବବେଶ୍ଵର: Odisha Cyclone Updates ପୁଣି ଓଡ଼ିଶାକୁ ବାତ୍ୟା ଭୟ ଦେଖାଦେଇଛି। ସମ୍ଭାବ୍ୟ ବାତ୍ୟା (Odisha Cyclone) କୁ ନେଇ ସରକାର ପ୍ରସ୍ତୁତ। ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ଭୂବନେଶ୍ଵର। ପାଣିପାଗକେନ୍ଦ୍ର ସୂଚନା ଅନୁଯାୟୀ ସୃଷ୍ଟି ହେବାକୁ ଥିବା…

Read More
weather-forecast

Odisha Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା, ୬ରୁ ଲଘୁଚାପ

ବଡଖବର ରାଜ୍ୟରେ ଘଡ଼ଘଡି ସହ କାଳବୈଶାଖୀ ହେବାର ସମ୍ଭାବନା। ୧୨ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି। ଅଗଷ୍ଟ ୬ ରେ ଲଘୁଚାପ ସୃଷ୍ଟି ହେବ। ଭୁବନେଶ୍ଵର: Odisha Weather Report ଓଡ଼ିଶାରେ ମୌସୁମୀ ଦୁର୍ବଳ। ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା ନାହିଁ। ଫଳରେ ଦିନର ତାପମାତ୍ରା ବୃଦ୍ଧି ପାଇଛି। ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ସହ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

Read More
rains_odisha_today

Odisha Weather Report: ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: Odisha Weather Report ଓଡ଼ିଶାରେ ବର୍ତ୍ତମାନ ପ୍ରବଳ  ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳ ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିଥିବାରୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ କଟକ, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଭଦ୍ରକ, ଦେବଗଡ଼, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତ୍‍ସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ…

Read More
weather-forecast

Odisha Weather Report: ଆସନ୍ତା ୫ରେ ଲଘୁଚାପ, ବାତ୍ୟାକୁ ନେଇ ମିଳିନି ସ୍ପଷ୍ଟ ଚିତ୍ର

ଭୁବନେଶ୍ଵର: Odisha Weather Report ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସାରା ରାଜ୍ୟ ତାତିରେ ଜଳୁଛି। ଇତିମଧ୍ୟରେ ଆଜି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସୂଚନାଅନୁସାରେ କିଛି ସ୍ଥାନରେ ଆଜି କାଳବୈଶାଖୀର ସମ୍ଭାବନା ରହିଛି। ଗରମରୁ ମିଳିପାରେ ମୁକ୍ତି। ଆସନ୍ତା ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତା’ର ଆଖପାଖ…

Read More
odisha temperature_mahimalive

Weather Report Odisha: ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, ୧୫ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ଵର: Weather Report Odisha ରାଜ୍ୟରେ ଖରା ସହ ପ୍ରବଳ ଗରମ ଅନୁଭୂତ ହେଉଛି। ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର (Bhubaneswar) ରହିଛି। ଗତକାଲି ଶୁକ୍ରବାର ଏଠାରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଆଜି ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ସୂଚନା ଅନୁସାରେ ଉତ୍ତର ପୂର୍ବାଞ୍ଚଳ ମଧ୍ୟପ୍ରଦେଶ ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟର ପ୍ରଭାବ ଆଭ୍ୟନ୍ତରୀଣ ଓଡ଼ିଶା ଓ ରାଜ୍ୟର ଅନ୍ୟ କେତେକ ଜିଲ୍ଲାର ଗୋଟିଏ…

Read More
weather-forecast

Weather Report Odisha: ଆସନ୍ତା ତିନିଦିନ ବୃଦ୍ଧି ପାଇବ ତାପମାତ୍ରା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର:Weather Report Odisha ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଆସନ୍ତା ୩ରୁ ୪ ଦିନ ଯାଏଁ ରାଜ୍ୟକୁ ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ସମ୍ଭାବନା ରହିଥିବାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସୂଚନା ଅନୁସାରେ ଆସନ୍ତା ୧୫ ଓ ୧୬ ତାରିଖରେ କେତେକ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହେବ। ସେଥିପାଇଁ…

Read More