Home » Breaking News Puri
puri-rath-yatra

Puri Rath Yatra: ଏବର୍ଷ ମଧ୍ୟ ବିନା ଭକ୍ତରେ ପୁରୀ ରଥଯାତ୍ରା

ଭୁବନେଶ୍ୱର: ଏ ବର୍ଷ ମଧ୍ୟ ବିନା ଭକ୍ତରେ ପୁରୀ ରଥଯାତ୍ରା (Puri Rath Yatra) ଅନୁଷ୍ଠିତ ହେବ। ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କେଉଁଠି ରଥଯାତ୍ରା ହୋଇପାରିବ ନାହିଁ। ରାଜ୍ୟ ସରକାର ଆଜି ଗୁରୁବାର ଘୋଷଣା କରିଛନ୍ତି ଯେ ଭକ୍ତମାନଙ୍କୁ ଏହି ଉତ୍ସବରେ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ। କୋଭିଡ଼ (Covid-19) ସମ୍ବନ୍ଧୀୟ ପ୍ରୋଟୋକଲଗୁଡିକର କଡାକଡି ପାଳନ ମଧ୍ୟରେ କେବଳ ପୁରୀରେ ଏହି ଯାତ୍ରା ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ପ୍ରଦୀପ କୁମାର…

Read More
puri-srimandir

Puri News: ଖୋଲିଲା ଶ୍ରୀମନ୍ଦିର, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର; ପରିଚୟପତ୍ର ଜରୁରୀ

ପୁରୀ: କରୋନା ମହାମାରୀ (Corona Pandemic) ଯୋଗୁଁ ଶ୍ରଦ୍ଧାଳୁଙ୍କ ପ୍ରବେଶ ସକାଶେ ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଗତକାଲିଠାରୁ ଖୋଲିଛି। ପ୍ରାୟ ୯ ମାସ ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସୂଚନାଅନୁସାରେ, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ  ପରିବାର। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଲାଗି ବଡ଼ଦାଣ୍ଡରେ ବ୍ୟାରିକେଡ୍‍ ନିର୍ମାଣ ସହ ଏସ୍‍ଓପି (SOP) ଜାରି କରାଯାଇଛି। ସାମାଜିକ…

Read More
dharmendra pradhan

OIL Seismic Campaign: ଓଡ଼ିଶାରେ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଦ୍ୱାରା ହେବ ତୈଳ ଓ ଗ୍ୟାସର ସନ୍ଧାନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଶୁକ୍ରବାର ପୁରୀ (Puri) ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି (Open Acreage Licensing Policy, OALP) ଅଧୀନରେ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ରାଜ୍ୟର ୫ଟି ବ୍ଲକ ଅର୍ଥାତ୍ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର (Oil India Ltd (OIL) seismic campaign) ଶୁଭାରମ୍ଭ…

Read More
nagarjuna besha

Puri: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ, ଜାଣନ୍ତୁ କେବେ ଏହି ପରମ୍ପରା ହୋଇଥିଲା ଆରମ୍ଭ

ପୁରୀ: ଦୀର୍ଘ ୨୬ବର୍ଷ ପରେ ପଡୁଥିବା ଶ୍ରୀଜଗନ୍ନାଥ (Sri Jagannath) ମହାପ୍ରଭୁଙ୍କର ନାଗାର୍ଜୁନ ବେଶ (Nagarjuna Besha) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନା ସଂକ୍ରମଣ (Corona Virus) ଦୃଷ୍ଟିରୁ ଚଳିତବର୍ଷ ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ଭକ୍ତ ଓ ଶ୍ରଦ୍ଧାଳୁମାନେବଞ୍ଚିତ ହେଲେ ମଧ୍ୟ ମହାପ୍ରଭୁଙ୍କର ବେଶ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ସୂଚନାଅନୁସାରେ, ଆସନ୍ତା ୨୭ତାରିଖରେ ଏହି ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ବେଶ ଦାତା, ସେବକ ବଳରାମ ଖୁଣ୍ଟିଆଙ୍କ…

Read More
puri_baisiali

Puri News: ଏଥର ହବିଷ୍ୟାଳିଙ୍କୁ ପୁରୀ ମନା

ପୁରୀ: ମହାମାରୀ କରୋନା (Corona Virus) ସଂକ୍ରମଣ ଆଶଂକା ଥିବାରୁ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ (Kartika Habisiali Brata) ପାଳନ ପାଇଁ ଚଳିତ ବର୍ଷ ପୁରୀ (Puri) ନଆସିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର (Odisha Government) ଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ପୁରୀରେ ଖୋଲା ଯାଉଥିବା ହବିଷ୍ୟାଳି ଶିବିରକୁ ଚଳିତ ବର୍ଷ ବନ୍ଦ କରାଯାଇଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ କହିଛନ୍ତି। ହବିଷ ବ୍ରତ ପାଳନ କରିବାକୁ ପୁରୀ…

Read More