Home » Breaking News » Page 10
76th-Independence-Day -CM-Naveen-Patnaik-Odisha

Independence Day 2022: ଗତ ୭୫ ବର୍ଷ ମଧ୍ୟରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ମାର୍ଗଦର୍ଶନ କରିଆସିଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: Independence Day 2022 ଆଜି ଓଡ଼ିଶାରେ ଆନନ୍ଦର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଏହି ସମାରୋରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ସମାରୋହର ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଲାଗି ଶହୀଦ୍‍ ହୋଇଥିବା…

Read More
pmmodi_independance

Independence Day 2022: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ କହିଲେ; ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ : PM Narendra Modi Lal Qila Speech On August 15. ଦେଶର ୭୬ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଲାଲ୍‌ କିଲ୍ଲା (Lal Qila) ରୁ ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଆଜି ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ଜାତୀୟ ପତାକା ଉତ୍ତୋଳନ ସହିତ ହର୍ଷୋଲ୍ଲାସ…

Read More
odisha_rainfalls

Odisha Weather Report: ଆହୁରି ବର୍ଷିବ, ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ରେଡ୍ ଏବଂ ୧୯ ଜିଲ୍ଲାକୁ ଅରେଞ୍ଜ ଚେତାବନୀ

ବଡଖବର: ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ, ସମ୍ବଲପୁର, ଅନଗୁଳ, ଦେବଗଡ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ। ଭୁବନେଶ୍ଵର:Odisha Weather Report latest updates ରାଜ୍ୟରେ ପ୍ରବଳ ବର୍ଷା ଜାରୀରହିଛି। ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତ ରେ ପରିଣତ ହୋଇଛି। ଏହା ଓଡ଼ିଶା ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ପଶ୍ଚିମବଙ୍ଗା ଦିଘା…

Read More
heavy-rains_odisha

Odisha Weather Report: ଆଜିଠାରୁ ଦୁଇଦିନ ପ୍ରବଳ ବର୍ଷା, ୱାର୍ଣ୍ଣିଂ ଜାରି; ହୀରାକୁଦର ୨୦ଟି ଗେଟ୍‍ ଖୋଲା

ବଡଖବର: ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ଵର: Odisha Weather Report heavy rains continues in Odisha ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେଉଛି। ତୁହା କୁ ତୁହା ବର୍ଷା ସାରା ଓଡ଼ିଶାକୁ ଭିଜେଇ ରଖିଛି। ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଉତ୍ତର-ବଙ୍ଗୋପସାଗର ଅଂଚଳରେ ଆଜି ରାତି ସୁଦ୍ଧା ଏକ…

Read More
odisha-weather_today

Weather Report Odisha: ଆସୁଛି ଆଉ ଏକ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ଜାରି, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଡଖବର: ଋଷିକୁଲ୍ୟା, ଇନ୍ଦ୍ରାବତୀ, ବୁଢ଼ାବଳଙ୍ଗ , ନାଗାବଳୀ ଓ ବଂଶଧାରା ନଦୀରେ ବଢୁଛି ଜଳସ୍ତର। ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ଅତିପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି। ଭୁବନେଶ୍ୱର: Weather Report Odisha heavy rains all over Odisha ଗୋଟିଏ ଲଘୁଚାପ ବର୍ଷା କମି ନଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଅଗଷ୍ଟ ୧୩ ତାରିଖ ବେଳକୁ ଆଉ…

Read More
odisha _rains

Weather Report Odisha: ରାଜ୍ୟରେ ପ୍ରବଳ ବର୍ଷା ଜାରି , ୫ ଜିଲ୍ଲାକୁ ରେଡ,୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ବଡଖବର: ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ  ରେଡ୍‍ୱାର୍ଣ୍ଣିଂ ଜାରି କରାଯାଇଛି। ଭୂବନେଶ୍ଵର: Weather Report Odisha heavy rains all over Odisha till 11th August ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନିଭୂତ ହେବାରେ ଲାଗିଛି। ଧୀରେ ଧୀରେ ଏହା ଅବପାତର ରୂପ ନେଇଛି। ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡକୁ ମୁହାଁଇବ। ଏହାର ପ୍ରଭାବରେ ବରଗଡ଼, ସମ୍ବଲପୁର, ଅନୁଗୁଳ…

Read More
naveen patnaik

NITI Aayog: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାପାଇଁ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି

ନୂଆଦିଲ୍ଲୀ: Odisha Chief Minister Naveen Patnaik put forward the demand for a ‘special focus’ status for his state at Governing Council meeting of NITI Aayog ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାପାଇଁ ନିତି ଆୟୋଗ ବୈଠକରେ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ବୈଠକ ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…

Read More
odisha weaather report

Odisha Weather Report: ରାଜ୍ୟରେ ଆଉ ୩ ଦିନ ପ୍ରବଳ ବର୍ଷା

ବଡଖବର: ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରେ ହେବ ପ୍ରବଳ ବର୍ଷା। ଭୂବନେଶ୍ଵର: Odisha Weather Report. Heavy rains all over Odisha ଓଡ଼ିଶାରେ ମୌସୁମୀ ପ୍ରବାହରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗତକାଲି ସଂଧ୍ୟାରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ସମେତ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ…

Read More
rains_odisha1

Odisha Weather Report: ୧୭ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ଭୂସ୍ଖଳନ ସମ୍ଭାବନା

ଭୁବନେଶ୍ୱର: Odisha Weather Report ଆଜି ମୌସୁମୀ ସହ ଜଡିତ ନିମ୍ନ ଚାପ ରେଖା ଓଡ଼ିଶାର ବାଲେଶ୍ୱରରୁ  ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ସକ୍ରିୟ ରହିଥିବା ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏ ବ୍ୟାପିଛି। ଫଳରେ ଓଡ଼ିଶାରେ ଆସନ୍ତା ୧୦ ତାରିଖ…

Read More
odisha-weather_today

Odisha Weather Report: ଆସନ୍ତା ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ବଢିପାରେ ପବନର ବେଗ

ବଡଖବର: ସାରା ଓଡ଼ିଶାରେ ପ୍ରବଳ ବର୍ଷା। ପବନର ବେଗ ୪୦ ରୁ ୫୦ କିମି ହୋଇପାରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ ଭୂବନେଶ୍ଵର: Odisha Weather Report. Heavy rains all over Odisha ଆସନ୍ତା ରବିବାରଠାରୁ ରାଜ୍ୟରେ ହେବ ପ୍ରବଳ ବର୍ଷା (Heavy rains)। କାରଣ ସୃଷ୍ଟି ହୋଇଥିବା ନିମ୍ନଚାପରେଖାର ପ୍ରଭାବରେ ଉତ୍ତର-ପଶ୍ଚିମ ତତ୍‍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ରବିବାର ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୧୦…

Read More
yogi adityanath

UP Govt Jobs: ଏଥର ପ୍ରତି ପରିବାରରୁ ଜଣକୁ ମିଳିବ ନିଯୁକ୍ତି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: UP Govt Jobs for every family Chief Minister Yogi Adityanath ଏକ ବଡଖବର କ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ରାଜ୍ୟର ପ୍ରତ୍ୟେକ ପରିବାରର ଅତି କମରେ ଜଣେ ବ୍ୟକ୍ତିଙ୍କୁ ଚାକିରି ଦେବେ। ଯେଉଁଥିପାଇଁ ଏକ ସ୍କିଲ୍ ମ୍ୟାପିଂ ଆରମ୍ଭ ହେବ। ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଯାଇଛି। ସେ ଏଠାରେ ଏକ ନିଯୁକ୍ତି ମେଳାରେ କହିଛନ୍ତି, “ସ୍କିଲ୍…

Read More