Home » Breaking News » Page 9
drdo_Quick _reaction

QRSAM: DRDO ଏବଂ Indian Army ଓଡିଶା ଉପକୂଳରୁ କୁଇକ ରିଆକ୍ସନ ମିଶାଇଲର ସଫଳତା ସହିତ ପରୀକ୍ଷଣ

ଭୁବନେଶ୍ଵର/ଚାନ୍ଦିପୁର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ସେନା (Indian Army) ଓଡ଼ିଶା ଉପକୂଳ (Odisha Coast) ର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ITR) ରୁ କୁଇକ୍‍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (Quick Reaction Surface to Air Missile- QRSAM) ବ୍ୟବସ୍ଥାର ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛନ୍ତି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ପରୀକ୍ଷା କରାଯାଇଥିଲା। ବିଭିନ୍ନ ପରିସ୍ଥିତିରେ…

Read More
rajpath_kartabya _path

Kartavya Path: ରାଜପଥର ନୂଆ ନାମ ହେବ ‘କର୍ତ୍ତବ୍ୟ ପଥ’ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

ନୂଆଦିଲ୍ଲୀ: Kartavya Path: ରାଜପଥର ନୂଆ ନାମ ହେବ ‘କର୍ତ୍ତବ୍ୟ ପଥ'(Kartavya Path)। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ସେପ୍ଟେମ୍ବର ୮, ୨୦୨୨ ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦଘାଟନ କରିବେ। କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିବା ଜନ ଅଧିକାର ଓ ସଶକ୍ତିକରଣର ଏହା ଏକ ଉଦାହରଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ (India Gate) ଠାରେ ନେତାଜୀ ସୁଭାଷ ଚନ୍ଦ୍ର…

Read More
ind vs sri

Asia Cup-2022 : ଭାରତ ଶ୍ରୀଲଙ୍କା ଠାରୁ ୬ ୱିକେଟରେ ପରାସ୍ତ, ଏସିଆ କପରୁ ବାହାର ଆଶଂକା

ଦୁବାଇ : Asia Cup-2022: India Vs Srilanaka : ଏସିଆ କପ୍ 2022 ରେ ଟିମ୍ ଇଣ୍ଡିଆ (Team India) ମଙ୍ଗଳବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ (Dubai International Cricket Stadium) ରେ ସୁପର ଫୋର୍ ରାଉଣ୍ଡର ଦ୍ୱିତୀୟ ମ୍ୟାଚ୍ ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ ଖେଳିଛି। ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଶ୍ରୀଲଙ୍କା (Srilanka) ଦଳ ମଧ୍ୟ ଟିମ୍ ଇଣ୍ଡିଆକୁ ୬…

Read More
Dengu_odisha

Dengue Cases in Odisha: ଓଡ଼ିଶାରେ ୨,୩୦୯ ଡେଙ୍ଗୁ ରୋଗୀ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ଵର: Dengue Cases reported in Odisha: ଓଡ଼ିଶାରେ ଏପର୍ଯ୍ୟନ୍ତ ୨ ହଜାର ୩୦୯ଜଣ ଡେଙ୍ଗୁ (Dengue) ରୋଗୀ ଚିହ୍ନଟ ହୋଇଛନ୍ତି। ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ଶେଷ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି। ସେ କହିଛନ୍ତି, ଗତବର୍ଷ ୧୦ ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ହଜାର ୮୭୮ ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ପରୀକ୍ଷଣ ହୋଇଥିବା ନୁମନା ମଧ୍ୟରୁ ସର୍ବାଧିକ…

Read More
kalia yajona

Kalia Yajona eKyc: ମିଳିଲା କାଳିଆ କିସ୍ତି; ଟଙ୍କା ପାଇନଥିଲେ, କରନ୍ତୁ ekyc

ଭୁବନେଶ୍ୱର: Kalia Yajona eKyc: ମିଳିଲା କାଳିଆ ଯୋଜନାର ଅଷ୍ଟମ କିସ୍ତି। ଆଜି ନୂଆଖାଇ (Nuakhai) ଅବସରେ ଚାଷୀଙ୍କୁ ନୂଆଖାଇ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। ଆଜି ଗୁରୁବାର ରାଜ୍ୟର କାଳିଆ ଯୋଜନା ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ଏହି ଯୋଜନାରେ ମୋଟ ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି। ଏହି ବାବଦକୁ ମୋଟ୍‌ ୮୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।…

Read More
wheat export bans

Wheat Export Ban: କମିବ ଅଟା ଦାମ; ଗହମ ପରେ ଅଟା ରପ୍ତାନୀରେ ବ୍ୟାନ, କ୍ୟାବିନେଟ୍ ର ଅନୁମୋଦନ

ନୂଆଦିଲ୍ଲୀ: Wheat Export Ban ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi) ଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରପ୍ତାନୀ ପ୍ରତିବନ୍ଧକ ଦେଶରୁ ଗହମ କିମ୍ବା ମେସଲିନ୍ ଅଟାକୁ  (HS Code 1101) ମୁକ୍ତ କରିବା ନୀତିରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।  ଏହି ଅନୁମୋଦନ ଦ୍ୱାରା ଏବେ ଗହମ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଅନୁମତି ମିଳିଯିବ, ଯାହା ଗହମରୁ ପ୍ରସ୍ତୁତ ଅଟାର…

Read More
Weather Report of Odisha

Odisha Weather Report: ଆସନ୍ତା ୨୬ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: Odisha Weather Report ଆଜି ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ବ୍ୟାପ୍ତି ବାୟୁମଣ୍ଡଳର ୫. ୮କିଲୋମିଟର ଉଚ୍ଚତା ଯାଏଁ ରହିଛି। ଫଳରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବର୍ଷା ଲାଗିରହିଛି। ଆଜିଠାରୁଆସନ୍ତା ୨୬ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାହୋଇପାରେ। ଅପରପକ୍ଷରେ ପାଣିପ।ଗ ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା…

Read More
itr_drdo

VL-SRSAM: DRDO ଏବଂ ଭାରତୀୟ ନୌସେନା ଦ୍ୱାରା ଭୂପୃଷ୍ଠରୁ ଆକାଶମାର୍ଗକୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଓଡ଼ିଶା ଉପକୂଳରେ ସଫଳ ପରୀକ୍ଷଣ

ବାଲେଶ୍ଵର: DRDO & Indian Navy successfully VL-SRSAM flight test off Odisha coast ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ (Chandipur off the coast of Odisha) ସମନ୍ୱିତ ପରୀକ୍ଷଣ ଘାଟୀ (ITR) ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (VL-SRSAM) ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ…

Read More
ramdas athawale

Inter Caste Marriage: ଆନ୍ତଃଜାତି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: Inter Caste Marriage In Odisha ସମାଜରେ ସମତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ କହିଛନ୍ତି। ସୋମବାର ଭୁବନେଶ୍ଵର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଥିଲେ ଯେ, ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା। ୨୦୨୧-୨୨ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି।…

Read More
floods_odisha

Odisha Weather Report: ପ୍ରବଳ ବର୍ଷା ନେଇ ୪ଜିଲ୍ଲାରେ ରେଡ୍‍ ୱାର୍ଣ୍ଣିଂ ଜାରି; ରାଜ୍ୟରେ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ଵର: Odisha floods Report ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ୍‍ରେ ୭ଟି ଗେଟ୍‍ ଦେଇ ୧ ଲକ୍ଷ ୫ ହଜାର କ୍ୟୁସେକ୍‍ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବାର ଆଶଙ୍କା ଦେଖାଦେଇଛି। ବନ୍ୟା ସମ୍ଭାବନା କମ୍‍ ଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ କୁହାଯାଇଛି। ସେପଟେ ବୁଢ଼ାବଳଙ୍ଗରେ…

Read More
odisha_weather_today

Odisha Weather Report: ରାଜ୍ୟରେ ଲଘୁଚାପ ବର୍ଷା ଜାରି, ୧୯ ଏବଂ ୨୦ରେ ପ୍ରବଳ ବର୍ଷା

ଭୁବନେଶ୍ଵର: Odisha weather Latest Report ଓଡ଼ିଶାରେ ଲଘୁଚାପ ପ୍ରଭାବରେ ସମସ୍ତ ଜିଲାଗୁଡିକରେ ତୁହା କୁ ତୁହା ବର୍ଷା ଲାଗିରହିଛି। ବଙ୍ଗୋପସାଗରରେ ଗତକାଲି ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ଏହା ଆହୁରି ଅଧିକ ଶକ୍ତିଶାଳୀ ହେବ ଏବଂ ଏହାର ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ…

Read More