Home » community transmission
covid odisha

କୋଭିଡ-୧୯ ସୁସ୍ଥଙ୍କ ସଂଖ୍ୟା ୭ ଲକ୍ଷ ଟପିଲା; ଦେଶରେ ମୃତ୍ୟୁହାର ୨.୪୬ ପ୍ରତିଶତ, ଯାହାକି ବିଶ୍ଵରେ ସର୍ବନିମ୍ନ

ନୂଆଦିଲ୍ଲୀ:କରୋନା ମୃତ୍ୟୁହାର ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି । ଭାରତର ମୃତ୍ୟୁହାର ଆଜି ୨.୪୬ ପ୍ରତିଶତରେ ପହଞ୍ଚିଛି ଯାହାକି ବିଶ୍ୱରେ ସର୍ବନିମ୍ନ। ଉଭୟ କମ ଓ ଗୁରୁତର ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ଇ-ଆଇସିୟୁ(E-ICU) ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୃତ୍ୟୁହାର କମାଇବା ଲକ୍ଷ୍ୟ ରଖି ଏମ୍ସ ପକ୍ଷରୁ ୧୧ ଟି ରାଜ୍ୟର ୪୩ ଟି ହସ୍ପିଟାଲରେ ଦକ୍ଷ ଚିକିତ୍ସକମାନଙ୍କୁ…

Read More

ଆଜି ରାଜ୍ୟ ରେ ସୁସ୍ଥ ହେଲେ ୫୧୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି

ରାଜ୍ୟରେ ଆଜି  ଆଉ ୫୧୫ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨ହଜାର ୪୫୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୮୦ ଜଣ, ଯାଜପୁର ଜିଲ୍ଲାରୁ ୪୦ ଜଣ, ସୁନ୍ଦରଗଡ଼…

Read More

ଭାରତରେ କରୋନା କମ୍ୟୁନିଟି ସ୍ପ୍ରେଡ ଆରମ୍ଭ : ଆଇଏମଏ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି।  ଗତ ତିନି ଦିନ ଧରି ଦେଶରେ ୩୪ ହଜାରରୁ ଅଧିକ ନୂଆ ମାମଲା ଦେଖାଦେଇଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ବିବୃତ୍ତି ଦେଶର ଚିନ୍ତା ବଢେଇ ଦେଇଛି। ଆଇଏମଏ କହିଛି ଯେ ଭାରତରେ କମ୍ୟୁନିଟି ସ୍ପ୍ରେଡ୍ ଆରମ୍ଭ ହୋଇଛି ଆଗକୁ ଆହୁରି ପରିସ୍ଥିତି ଆହୁରି ଖରାପ ହୋଇପାରେ। ଆଇଏମ୍ଆଇ (ହସ୍ପିଟାଲ୍ ବୋର୍ଡ ଅଫ୍ ଇଣ୍ଡିଆ) ର ସଭାପତି ଡକ୍ଟର ଭି.କେ…

Read More