Hindol: ହିନ୍ଦୋଳରେ ହାତୀ ଆତଙ୍କ, ବନ ବିଭାଗ ଜାରିକଲା ହେଲ୍ପଲାଇନ୍ ନମ୍ବର
ହିନ୍ଦୋଳ: Hindol forest Helpline Number ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ (Hindol forest Helpline) ରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ମଣିଷ-ହାତୀ (Men-Elephants) ସଂଘର୍ଷ ମଧ୍ୟ ଜାରି ରହିଛି। ଦିନ ହେଉ କି ରାତି ଘରୁ ବାହାରିବାକୁ ବାହାରିବାକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି ହିନ୍ଦୋଳବାସୀ। ସନ୍ଧ୍ୟା ଆସୁଆସୁ ରାସ୍ତାଘାଟ ଜନଶୂନ୍ୟ ହେବା ସହିତ ଗାଁ’ମାନଙ୍କରେ ଲୋକେ ତାଟିକବାଟ ପକାଇ ରହୁଛନ୍ତି। ବନବିଭାଗ ସୂଚନା ଅନୁଯାୟୀ ୭୧ଟି ହାତୀ ଗୋଟିଏ…
