Home » FILM

ଆସନ୍ତାକାଲି ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ,୨୧ରେ ଉଦଯାପିତ

ନୂଆଦିଲ୍ଲୀ :ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ(NFDC) ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି। ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ। ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି। ଏହା ଅଗଷ୍ଟ ୭ ରୁ ଆରମ୍ଭ ହୋଇ ୩  ସପ୍ତାହ ଚାଲିବ ଏବଂ ଅଗଷ୍ଟ ୨୧ ରେ ଉଦ୍‌ଯାପିତ ହେବ। ଏଥିରେ ଭାରତୀୟ ଇତିହାସରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱର…

Read More
Nitish kumar

ଯଦି ସୁଶାନ୍ତଙ୍କ ପିତା ସିବିଆଇ ଯାଞ୍ଚ ଦାବି କରନ୍ତି ତେବେ ବିହାର ସରକାର ସୁପାରିଶ କରିବେ: ମୁଖ୍ୟମନ୍ତ୍ରୀ ନିତୀଶ କୁମାର

ପାଟନା : ବର୍ତ୍ତମାନ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ତଦନ୍ତ ଚାଲିଛି। ବିହାର ପୋଲିସ ମୁମ୍ବାଇରେ ପହଞ୍ଚି ସୁଶାନ୍ତଙ୍କ ଭଉଣୀ, ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ, ରୋଷେଇଆ , ତାଙ୍କ ସାଙ୍ଗ ଏବଂ ସହକର୍ମୀଙ୍କ ସମେତ ୬ ଜଣଙ୍କ ବିବୃତ୍ତି ରେକର୍ଡ କରିଛି। ତେବେ ସୂଚନାନୁସାରେ, ବିହାରରୁ ତଦନ୍ତ ପାଇଁ ଆସିଥିବା ଦଳକୁ ମୁମ୍ବାଇ ପୋଲିସ ସମର୍ଥନ କରୁନାହିଁ। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଯଦି…

Read More