Home » final sem

ବିପିୟୁଟି ଶେଷ ସେମିଷ୍ଟାର ପରୀକ୍ଷା ଅନଲାଇନ ରେ

ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି)ର  ଅନ୍ତିମ ବର୍ଷର ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରୀ ଛାତ୍ରମାନଙ୍କ ପାଇଁ ଅନଲାଇନରେ ଶେଷ ସେମିଷ୍ଟାର ପରୀକ୍ଷା କରିବ। ସରକାରଙ୍କ ନିଷ୍ପତି ଅନୁସାରେ,ଯଦି କୌଣସି ଛାତ୍ରୀଛାତ୍ର ଅନଲାଇନ୍ ପରୀକ୍ଷା ଦେବାକୁ ବିଫଳ ହୁଅନ୍ତି, ତେବେ ସେମାନେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଏବଂ  ଜୁଲାଇ ୩୧  ପରେ ଅଫଲାଇନ୍ ପରୀକ୍ଷା ଦେଇପାରିବେ। ଛାତ୍ରୀଛାତ୍ରମାନେ ସେମାନଙ୍କ ସୁବିଧା ଅନୁଯାୟୀ ନିଜ ଘରେ କିମ୍ବା ନିକଟସ୍ଥ କୌଣସି ଅନୁଷ୍ଠାନରେ ଅନଲାଇନ୍ ପରୀକ୍ଷା ଦେଇପାରିବେ।  ତା’ସହିତ…

Read More