Gaja Laxmi Puja: ଆଜି କୁମାର ପୂର୍ଣ୍ଣମୀ, ଗଜଲକ୍ଷ୍ମୀ ପୂଜା ଆରମ୍ଭ
ଢେଙ୍କାନାଳ (mahimalive): ଆଜି କୁମାରପୂର୍ଣ୍ଣିମା (Kumar Purnima)। କୁମାରୀ ଝିଅମାନେ ନୂଆ ପୋଷାକ ପିନ୍ଧି ଚଉରା ମୂଳରେ ସକାଳେ ଓ ସନ୍ଧ୍ୟାବେଳେ ଚନ୍ଦ୍ରପୂଜା କରିଥାନ୍ତି। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଓଡ଼ିଶା (Odisha) ର ପୁରପଲ୍ଲୀରେ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ଏବର୍ଷ ପୂଜା ପାଳନ ଫିକା ପଡ଼ିଯାଇଛି। ସେହିପରି ଆଜିଠାରୁ କୋଭିଡ କଟକଣା ମଧ୍ୟରେ ଢ଼େଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ଏବଂ ଅନ୍ୟାନ୍ୟ ସ୍ଥାନରେ ମା’…
