Cut Off Mark: ପ୍ରକାଶ ପାଇଲା +2 କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍ ଅଫ୍ ମାର୍କ
ଭୁବନେଶ୍ଵର: ଆଜି +୨ କଳା(Arts),ବିଜ୍ଞାନ (Science) ଓ ବଣିଜ୍ୟ (Commerce) ରେ ଆଡମିଶନ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଏବର୍ଷ ଓଡ଼ିଶାରେ ରେଭେନ୍ସା ଜୁନିଅର କଲେଜ ସମସ୍ତ ତିନୋଟି ବିଷୟରେ ଆଗରେ ଥିବା ଜଣାଯାଇଛି। ୱେବସାଇଟ ସୂଚନା ଅନୁଯାୟୀ, ରେଭେନ୍ସାରେ କଳାରେ କଟ୍ ଅଫ୍ ମାର୍କ ୭୨.୫ ପ୍ରତିଶତ ,ବିଜ୍ଞାନରେ ୮୯% ଓ ବାଣିଜ୍ୟରେ ୭୫.୮୩% ରହିଛି। ବିଜ୍ଞାନରେ ଦ୍ଵିତୀୟ ସ୍ଥାନରେ ବିଜେବି ହାୟର୍ ସେକେଣ୍ଡାରି ସ୍କୁଲ (Higher Secondary School) ରେ କଟ୍ ଅଫ୍…
