Home » India » Page 2
coal-smoke

Coal Plant:କୋଇଲା କାରଖାନାର ପ୍ରଦୂଷଣ ଯୋଗୁଁ ଭାରତରେ ୮ ହଜାର ୩୦୦ ମୃତ୍ୟୁ ଘଟିପାରେ

ନୂଆଦିଲ୍ଲୀ: ବିଭିନ୍ନ କମ୍ପାନୀ ଦ୍ଵାରା ନିର୍ମିତ ନୂତନ କୋଇଲା କାରଖାନା (Coal Plant) ରୁ ସୃଷ୍ଟି ବାୟୁ ପ୍ରଦୂଷଣ, ଯାହା HSBC ର ମାଲିକାନାରେ ଅଛି, ସାରା ବିଶ୍ବରେ (world wide) ରେ ପ୍ରାୟ ୧୮ହଜାର ୭୦୦ ମୃତ୍ୟୁ ଘଟିପାରେ, ଯାହାର ଅଧା ଭାରତରେ ବୋଲି ଅନୁମାନ କରାଯାଉଛି।  ଶକ୍ତି ଏବଂ ସ୍ୱଚ୍ଛ ବାୟୁ କେନ୍ଦ୍ର (CREEA) ଏକ ନୂତନ ଅନୁସନ୍ଧାନ ଆଧାରରେ ବୁଧବାର ଏହି ସୂଚନା ଦେଇଛି। ଅନୁସନ୍ଧାନ ଅନୁଯାୟୀ, ପ୍ରଦୂଷଣ ହେତୁ ଭାରତରେ  ବର୍ଷକୁ…

Read More
international-labour-day

Labour Day 2021: ଆଜି ହେଉଛି ବିଶ୍ଵ ଶ୍ରମିକ ଦିବସ; ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଭୁବନେଶ୍ଵର: ଆଜି ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ (International Labour Day)। ରାଷ୍ଟ୍ର ନିର୍ମାଣ ଦିଗରେ ଶ୍ରମିକ ଓ ଶ୍ରମଜୀବୀ ମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଛି। କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କର ସୁରକ୍ଷା, ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ। ସୂଚନାଯୋଗ୍ୟ ଊନବିଂଶ ଶତାବ୍ଦୀରେ, ଶିଳ୍ପପତିମାନେ ଶ୍ରମିକ ଶ୍ରେଣୀକୁ ୧୫ଘଣ୍ଟା ପର୍ଯ୍ୟନ୍ତ କାମ କରି ଶୋଷଣ କରୁଥିଲେ। ଲୋକମାନେ ମନୋରଞ୍ଜନ ପାଇଁ ଦିନର ଏକ ତୃତୀୟାଂଶ ଏବଂ…

Read More
LAC_new

LAC: ଭାରତ ଏବଂ ଚୀନ୍ ସୀମାରେ କମିବ ଉତ୍ତେଜନା, ତିନିଟି ପର୍ଯ୍ୟାୟରେ ସେନା ପ୍ରତ୍ୟାହାର କରିବେ ଉଭୟ ଦେଶ

ଲଦାଖ: ଭାରତ (India) ଏବଂ ଚୀନ୍ (China) ମଧ୍ୟରେ ଚାଲିଥିବା LAC ରେ ଉତ୍ତେଜନାକୁ ଶେଷ କରିବାକୁ ଚୁକ୍ତି କରାଯାଇଛି। ପୂର୍ବ ଲଦାଖ (ladakh)ର ପାଇଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଭାରତ ଏବଂ ଚୀନ୍ ୩ ଦିନ ପାଇଁ ଦୈନିକ ୩୦% ସୈନ୍ୟ ପ୍ରତ୍ୟାହାର କରିବେ। ତିନି ପର୍ଯ୍ୟାୟରେ ସୈନ୍ୟମାନେ ଫେରିବେ। ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶର ସୈନିକ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ନିୟୋଜିତ ସ୍ଥାନକୁ ଫେରିବେ।…

Read More

India-Israel: ସ୍ୱାସ୍ଥ୍ୟ ଏବଂ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସହଯୋଗକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ଭାରତ (India) ଓ ଇସ୍ରାଏଲ (Israel) ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ (PM Modi)ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ବୁଝାମଣାପତ୍ରରେ ନିମ୍ନୋକ୍ତ ବିଷୟଗୁଡିକ ସ୍ଥାନ ପାଇଛି। ◆ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ତାଲିମ ଓ ଜ୍ଞାନ ବିନିମୟ ◆ ସ୍ଵାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ମାନବ ସମ୍ବଳ ବିକାଶର ସହାୟତା ◆ ଫାର୍ମାସ୍ୟୁଟିକାଲ, ମେଡିକାଲ ସାମଗ୍ରୀ ଓ…

Read More
india-us

2+2 Meeting: ଭାରତ-ଆମେରିକା ଟୁ ପ୍ଲସ୍‍ ଟୁ ଶିଖର ବୈଠକ ଆଜି ଅନୁଷ୍ଠିତ ହେବ

ନୂଆଦିଲ୍ଲୀ: ଭାରତ-ଆମେରିକା ଟୁ ପ୍ଲସ୍‍ ଟୁ ଶିଖର ବୈଠକ (2+2 Meeting) ଆଜି ଅନୁଷ୍ଠିତ ହେବ। ଦୁଇଦେଶ ମଧ୍ୟରେ ଭାଗିଦାରୀ ସଂପର୍କକୁ ସୁଦୃଢ଼ କରିବା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ଆଣିବା ଉପରେ ଏଥିରେ ଆଲୋଚନା କରାଯିବ। ବୈଠକର ଅବ୍ୟବହିତ ପୂର୍ବରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Rajnath Singh) ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍‍ପର୍‍ଙ୍କୁ (Mark Esper) ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।…

Read More
india-us

India: ଭାରତ ଅଧିକ ଶକ୍ତିଶାଳୀ ହେଉଛି, ଚୀନ୍ ପରେ ଏବେ ଆମେରିକା ମଧ୍ୟ ମାନିଲା

ନୂଆଦିଲ୍ଲୀ: ଭାରତ ଏକ ଆଞ୍ଚଳିକ ତଥା ବିଶ୍ୱ ଶକ୍ତି ଭାବରେ ଉଦୀୟମାନ ହେଉଥିବା ଆମେରିକା (America) ମଧ୍ୟ ମାନିଛି। ନୂଆଦିଲ୍ଲୀରେ ୨+୨ (2 +2 ) ମନ୍ତ୍ରୀସ୍ତରୀୟ ବୈଠକ ପୂର୍ବରୁ ଆମେରିକା ବୈଦେଶିକ ବିଭାଗ ଏହା କହିଛି ଏବଂ ୨୦୨୧ ଜାନୁଆରୀ ୧ରୁ ୟୁଏନଏସସି (United Nations Security Council, UNSC)ର କାର୍ଯ୍ୟକାଳ ମଧ୍ୟରେ ଆମେରିକା ମଧ୍ୟ ଭାରତ ସହିତ କାମ କରିବାକୁ ଆଗ୍ରହୀ। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର  (Mark Esper) ଏବଂ ବୈଦେଶିକ ମନ୍ତ୍ରୀ…

Read More

Durga Puja: ଆଜି ମାଆ ଦୁର୍ଗାଙ୍କର ମହାସପ୍ତମୀ ପୂଜା

କଟକ: ଶାରଦୀୟ ନବରାତ୍ରୀ ସମଗ୍ର ଦେଶରେ ପାଳନ କରାଯାଉଛି। ଆଜି ହେଉଛି ମା’ ଜଗତଜନନୀ ଦୁର୍ଗାଙ୍କ ପବିତ୍ର ମହାସପ୍ତମୀ ପୂଜା। ଏଥିସହିତ ଆଜି ମଧ୍ୟ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ମହାଷଷ୍ଠୀରେ ଧରାପୃଷ୍ଠକୁ ଅବତରଣ କରିସାରିଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ଆଜି ହେଉଛି ମହାମାୟାଙ୍କର ଚକ୍ଷୁଦାନ ପରମ୍ପରା। କୋଭିଡ କଟକଣାକୁ ନେଇ ପୂଜା ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ କରାଯାଇଥିବା ବେଳେ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପରମ୍ପରା ପାଳନ କରାଯାଉଛି। ମା’ଙ୍କ…

Read More
maa katyayani

Navratri 2020 Day 6: ଆଜି ମା’ କାତ୍ୟାୟନୀଙ୍କ ପୂଜା କଣ କଣ ମିଳେ

ଆଜି ଶାରଦୀୟ ନବରାତ୍ରୀର ଷଷ୍ଠ ଦିନ। ଆଜି ମା’ କାତ୍ୟାୟନୀଙ୍କ ପୂଜା କରାଯାଏ। ମହିଷାସୁରଙ୍କୁ ହତ୍ୟା କରିଥିବା ମାତା ଦେବୀ କାତ୍ୟାୟନୀଙ୍କୁ ମହିଷାସୁରମର୍ଦ୍ଧନୀ ମଧ୍ୟ କୁହାଯାଏ। ବିଶ୍ଵାସ କରାଯାଏ ଯେ ମା ଦୁର୍ଗାଙ୍କର ଏହି ରୂପକୁ ପୂଜା କରି ଝିଅମାନେ ଉପଯୁକ୍ତ ବର ପାଆନ୍ତି ଏବଂ ବିବାହରେ ଥିବା ବାଧା ଦୂର ହୋଇଯାଏ। ମା’ କାତ୍ୟାୟନୀ ଅତ୍ୟନ୍ତ ଉଦାର ଏବଂ ସେ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। Also Read|ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କଲେ କଣ କଣ…

Read More

Navratri 2020 Day 5: ଆଜି ମା’ ସ୍କନ୍ଦମାତାଙ୍କ ପୂଜା

ପଞ୍ଚମ ଦିନ ପବିତ୍ର ନବରାତ୍ରୀରେ ମା’ ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ସ୍କନ୍ଦକୁମାର ହେଉଛନ୍ତି ତାଙ୍କ ପୁଅ। ଆଜି ଦିନଟି ହେଉଛି ନବରାତ୍ରୀର ମାତୃ ଦିବସ। ଭଗବାନ ଶଙ୍କରଙ୍କ ମହାଶକ୍ତି ଏବଂ ସ୍ତ୍ରୀ ପାର୍ବତୀ ହେଉଛନ୍ତି ସ୍କନ୍ଦମାତା। ମା’ ସମସ୍ତ ଇଚ୍ଛା ପୂରଣ କରନ୍ତି ଏବଂ ଭକ୍ତମାନଙ୍କୁ ଅଭୟ ଏବଂ ଶୁଭକାମନା ପ୍ରଦାନ କରନ୍ତି। ସେଥିପାଇଁ କୁହାଯାଏ ଭଗବାନ ଶଙ୍କରଙ୍କୁ ପୂଜା କରିବା ପୂର୍ବ ରୁ ମା’ ସ୍କନ୍ଦମାତାଙ୍କୁ ସ୍ମରଣ କରିବା ଉଚିତ। Also Read|ମା’ ବ୍ରହ୍ମଚାରିଣୀଙ୍କୁ ପୂଜା…

Read More
maa kushmanda

Navratri 2020 Day 4: ଆଜି ମା’ କୁଷ୍ମାଣ୍ଡାଙ୍କ ପୂଜା; ବୃଷ ଏବଂ ତୁଳା ରାଶିଙ୍କ ପାଇଁ ଲାଭଦାୟକ

ମା’ ଦୁର୍ଗାଙ୍କର ଚତୁର୍ଥ ରୂପର ନାମ ହେଉଛି କୁଷ୍ମାଣ୍ଡା। ଚତୁର୍ଥ ଦିନ ପବିତ୍ର ନବରାତ୍ରୀରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ମା’ଙ୍କ ବାସସ୍ଥାନ ହେଉଛି ସୁର୍ଯ୍ୟଲୋକରେ।  ମା’ ଅଷ୍ଟାଭୁଜା ଦେବୀ ନାମରେ ମଧ୍ୟ ପୂଜିତ। ମା’ କୁଷ୍ମାଣ୍ଡାଙ୍କୁ ପୂଜା କରି ଭକ୍ତମାନଙ୍କର ସମସ୍ତ ରୋଗ ଏବଂ ଦୁଃଖ ନଷ୍ଟ ହୋଇଯାଏ ବୋଲି ବିଶ୍ଵାସ ରହିଛି। ମା’ କୁଷ୍ମାଣ୍ଡା ଭକ୍ତଙ୍କର ଭକ୍ତିରେ ପ୍ରସନ୍ନ ହୋଇଥାନ୍ତି। ଆଜିର ଦିନଟି ସମସ୍ତ ୧୨ଟି ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ଅଟେ। ବୃଷ…

Read More
chandraghanta maa

Navratri 2020 Day 3: ଆଜି ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କଲେ ଜୀବନରେ ସୁଖ ସମ୍ପଦ ଆସେ

ତୃତୀୟ ଦିନ ପବିତ୍ର ନବରାତ୍ରୀରେ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ମା’ଙ୍କ ରୂପ ହେଉଛି ଶାନ୍ତିର ପରିଚୟ ଏବଂ କଲ୍ୟାଣକାରୀ। ମା’ଙ୍କ କପାଳରେ ଏକ ଘଣ୍ଟା ଆକାରର ଚନ୍ଦ୍ରମା ଅଛି ସେଥିପାଇଁ ମା’ଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ। ଆଜି ମା’ଙ୍କୁ ନାଲି ଫୁଲ ଅର୍ପଣ କରନ୍ତୁ। ମା’ଙ୍କୁ ପୂଜା କରିବାବେଳେ ମନ୍ଦିରର ଘଣ୍ଟି ବଜାଇବାକୁ ନିଶ୍ଚିତ ମନେ ରଖନ୍ତୁ। ମା’ ସର୍ବଦା ନିଜ ଭକ୍ତମାନଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତି। ମା’ଙ୍କୁ ପୂଜା କରି ମଣିଷର ଗର୍ବ…

Read More