Home » maharashtra
pm modi _agriculture

SVAMITVA Scheme: ଅକ୍ଟୋବର ୧୧ରୁ ‘ସ୍ଵାମିତ୍ଵ’ ଯୋଜନା ଲାଗୁ

  ନୂଆଦିଲ୍ଲୀ:  ଲକ୍ଷ ଲକ୍ଷ ଗ୍ରାମାଞ୍ଚଳବାସୀଙ୍କୁ  ସଶକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏକ ଐତିହାସିକ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Narendra Modi) “ସ୍ଵାମିତ୍ଵ” (SVAMITVA Scheme) ଯୋଜନା ଅଧୀନରେ ଆସନ୍ତା ୧୧ ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଜମି ପଟ୍ଟା ବଣ୍ଟନ କରିବେ। ଏହି ପଟ୍ଟା ପ୍ରଦାନ ପରେ ପଟ୍ଟାଧାରୀମାନେ ସେମାନଙ୍କ ମୋବାଇଲ ଫୋନରେ ଦିଆଯାଇଥିବା ଏସଏମଏସ ଲିଙ୍କ ଜରିଆରେ ସେମାନଙ୍କ ପଟ୍ଟାକୁ ଡାଉନଲୋଡ କରିପାରିବେ। ଏହାପରେ ସମ୍ପୃକ୍ତ…

Read More
india states

Ten States: NCRB ତଥ୍ୟ ଅନୁସାରେ ଭାରତର ୧୦ଟି ରାଜ୍ୟରେ ମହିଳା ଅସୁରକ୍ଷିତ!

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ନିକଟରେ ହାଥରସ (Hathras) ମାମଲା କୁ ନେଇ ଦେଶ ସାରା ଚର୍ଚ୍ଚା ଜୋର ଧରିଛି। ରାଜନୀତି ଦଳ ନିଜ ନିଜ ଫାଇଦା ଦେଖୁଛନ୍ତି, ମିଡ଼ିଆ ନିଜ ଟିଆରପି ଦେଖୁଛି। ୟୁପି ସରକାର ହାଥରସ ମାମଲାକୁ ତଦନ୍ତ ପାଇଁ ବର୍ତ୍ତମାନ ସିବିଆଇକୁ ସୁପାରିଶ କରିଛନ୍ତି। କିନ୍ତୁ ଅନ୍ୟ ରାଜ୍ୟର ସ୍ଥିତି କିଛି କମ୍ ନୁହେଁ। କଂଗ୍ରେସ ହୁଏତ ଏହି ପ୍ରସଙ୍ଗରେ ରାଜନୀତି କରୁଛି, କିନ୍ତୁ ବଳାତ୍କାର ମାମଲାରେ କଂଗ୍ରେସ ଶାସିତ ରାଜସ୍ଥାନ ଦେଶରେ…

Read More

ରାୟଗଡରେ ୫ ମହଲା ବିଲଡିଂ ଭୁଶୁଡ଼ି ଦୁଇଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ:ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ସୋମବାର ସନ୍ଧ୍ୟାରେ କାଜଲପୁରା ରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବାରେ ୨ ଜଣଙ୍କ ମୃତ୍ୟୁହୋଇଛି।  ସେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାୟଗଡ ଜିଲ୍ଲା କଲେକ୍ଟରଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ୧୮ ଜଣ ଲୋକ ଆବର୍ଜନା ତଳେ ଫସି ରହିଥିବା କୁହାଯାଉଛି। ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଏକନାଥ ଶିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତିନୋଟି ଜାତୀୟ ବିପର୍ଯ୍ୟୟ…

Read More

ସ୍ୱାମୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଡାକ୍ତରାଣୀଙ୍କ ଆତ୍ମହତ୍ୟା

ନାଗପୁର:ନାଗପୁରରେ ଏକ ଦୁଃଖଦ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ଅନୁସାରେ ୪୧ ବର୍ଷ ବୟସ୍କା ଡାକ୍ତରାଣୀ ମଙ୍ଗଳବାର ମହାରାଷ୍ଟ୍ରର ନାଗପୁର ସହରରେ ସ୍ୱାମୀ ଏବଂ ଦୁଇ ନାବାଳକ ସନ୍ତାନଙ୍କୁ ହତ୍ୟା କରିବା ପରେ  ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନାନୁସାରେ, ଡାକ୍ତର ସୁଷମା ରାଣେ(୪୧),ତାଙ୍କ ସ୍ୱାମୀ ତଥା ଇଞ୍ଜିନିୟରିଂ କଲେଜର ପ୍ରଫେସର ଧୀରଜ (୪୨), ତାଙ୍କର ଏଗାର ଏବଂ ପାଞ୍ଚ ବର୍ଷ ବୟସର ଦୁଇ ପିଲା କୋରାଡି ଅଞ୍ଚଳର ଓମ ନଗରରେ ସେମାନଙ୍କ ଘରେ ପରିବାରର ମୃତଦେହ…

Read More

ମହାରାଷ୍ଟ୍ରର ନାସିକରେ ଭୂକମ୍ପ

ମୁମ୍ବାଇ:ଆଜି ମଙ୍ଗଳବାର ଅପରାହ୍ନ ୩ ଟା ସମୟରେ ମହାରାଷ୍ଟ୍ରର ନାସିକରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଆତଙ୍କରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(National Centre For seismology) ଅନୁଯାୟୀ ରିଚ୍ଟର ସ୍କେଲରେ 2.2 ଭୂମିକମ୍ପର ତୀବ୍ରତା ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ଆଜିର ଭୂମିକମ୍ପକୁ ମିଶାଇ ଗତ ଜୁନ ମାସଠାରୁ ଆଜି ପର୍ଯ୍ୟନ୍ତ, ତିନିଥର ମହାରାଷ୍ଟ୍ର…

Read More

ସମସ୍ତ ଡାକ୍ତର ବଡ଼ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବା ଆବଶ୍ୟକ:ଓଡ଼ିଶା ହାଇକୋର୍ଟ

କଟକ : ବେଳେ ବେଳେ ଦେଖାଯାଏ ଯେ ଡାକ୍ତର ମାନେ ରୋଗୀକୁ  ଲେଖିଥିବା ପ୍ରେସକ୍ରିପସନ ସ୍ପଷ୍ଟ ଭାବେ ପଢିବା ସମ୍ଭବ ହୁଏ ନାହିଁ। ଏମିତିବି ହେଉଛି ମେଡିସିନ ଦୋକାନୀବି ସେ ପ୍ରେସକ୍ରିପସନକୁ ପଢି ପାରନ୍ତି ନାହିଁ।  ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ  ଉଭୟ ସରକାରୀ ତଥା ବେସରକାରୀ ଡାକ୍ତର ରୋଗୀକୁ ଔଷଧ ଲେଖିବା ବେଳେ ସର୍ବଦା କ୍ୟାପିଟାଲ୍ ଅକ୍ଷରରେ ଲେଖିବା ବାଧ୍ୟତାମୂଳକ କରନ୍ତୁ। ଜଣେ ଅସୁସ୍ଥ କଏଦୀଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କ ନିକଟରେ…

Read More

ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ,ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ:ଚଳଚ୍ଚିତ୍ର ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶନିବାର ରାତି ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ତେବେ ସଞ୍ଜୟ ଦତ୍ତଙ୍କ କରୋନା ରିପୋର୍ଟ ନେଗଟିଭ ଆସିଛି ଏବଂ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ମୁମ୍ବାଇର ଲୀଲାବତୀ ହସ୍ପିଟାଲ ଦ୍ଵାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି, ଅଭିନେତା ସଞ୍ଜୟ ଦତ୍ତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର କୋଭିଡ -୧୯ ରିପୋର୍ଟ ନେଗଟିଭ ଆସିଛି ,…

Read More

ମୁମ୍ବାଇ ପୋଲିସ କମିଶନର ସୁଶାନ୍ତ ସିଂ ମାମଲାରେ କ’ଣ କହିଛନ୍ତି…

ମୁମ୍ବାଇ : ଅଭିଯୋଗ ହେଉଛି ଯେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରୁନାହିଁ। ମୁମ୍ବାଇରେ ତଦନ୍ତ କରୁଥିବା ପାଟନା ପୋଲିସ ଦଳର ନେତୃତ୍ୱ ନେଉଥିବା ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ ସେଠାରେ କ୍ୱାରାଣ୍ଟାଇନରେ  ‌ ରଖା ଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଏହା ଠିକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରସଙ୍ଗରେ ବିହାର ଏବଂ ମହାରାଷ୍ଟ୍ର ସରକାର…

Read More

ଜୁଲାଇ ଭାରତ ପାଇଁ ମୁଣ୍ଡବ୍ୟଥା ପ୍ରମାଣିତ ,ମାତ୍ର ଗୋଟିଏ ମାସରେ ୧୧ ଲକ୍ଷ କରୋନା ପଜିଟିଭ ଚିହ୍ନଟ , ୧୯,୧୨୨ ମୃତ୍ୟୁ;ବିଶ୍ଵରେ ୫ମ

୨୪ଘଣ୍ଟାରେ ୫୫ ହଜାର ନୂଆ କରୋନା ପଜିଟିଭ ଚିହ୍ନଟ ଏବଂ ୭୬୪ ଜଣଙ୍କର ମୃତ୍ୟୁ ଭୂବନେଶ୍ଵର : ଯଦିଓ ମାର୍ଚ୍ଚରୁ କରୋନା ଜୀବାଣୁ ଭାରତରେ ହଇଚଇ ସୃଷ୍ଟି କରିଆସୁଛନ୍ତି, କିନ୍ତୁ ଜୁଲାଇରେ ଏହା ଏପର୍ଯ୍ୟନ୍ତ ଏହାର ଭୟଙ୍କର ରୂପ ଦେଖାଇଛି। କେବଳ ଜୁଲାଇ ମାସରେ ସାରା ଦେଶରେ ୧୧  ଲକ୍ଷରୁ ଅଧିକ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ  ସମୁଦାୟ କରୋନା ଭାଇରସ୍ ମାମଲା ବିଷୟରେ କହିବାକୁ ଗଲେ ଏହି ସଂଖ୍ୟା ୧୬ ଲକ୍ଷ ଅତିକ୍ରମ…

Read More
covid19 India

ଭାରତରେ ଦିନକରେ ସର୍ବାଧିକ ୩୦ ହଜାର କରୋନା ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ : କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ଗୋଟିଏ ଦିନରେ ସୁସ୍ଥତା ହାରରେ ଅଭୂତପୂର୍ଣ୍ଣ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୮୨ ହଜାର ୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ ରେ ପହଞ୍ଚିଛି।  କୋଭିଡ-୧୯ ପରିଚାଳନା ଦିଗରେ କେନ୍ଦ୍ର ସରକାରଙ୍କ…

Read More

ଦେଶରେ କରୋନା ସୁସ୍ଥ ଙ୍କ ସଂଖ୍ୟା ବୃଦ୍ଧି, ମହାରାଷ୍ଟ୍ର ରେ ମୃତୁ ସଂଖ୍ୟା ୧୦,୪୮୨

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୮୮ ରୋଗୀ ସୁସ୍ଥ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ୨୮,୪୯୮ ନୂତନ ମାମଲା ମଧ୍ୟ ରିପୋର୍ଟ କରାଯାଇଛି। ଦେଶରେ କରୋନା ସଂକ୍ରମଣର ସଂଖ୍ୟା ୯  ଲକ୍ଷ ଅତିକ୍ରମ କରିଛି | ଏଥିମଧ୍ୟରୁ ୫.୫୩ ଲକ୍ଷରୁ ଅଧିକ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ସକ୍ରିୟ ମାମଲାରୁ ସୁସ୍ଥ ହେଉଥିବା…

Read More