Covid19 : ରୋଗୀ ସଂଖ୍ୟା ୩ ଲକ୍ଷ ୫୪ ହଜାର , ମୃତ୍ୟୁ ସଂଖ୍ୟା ୧୧ ହଜାର ପାର
ଗତ ୨୪ ଘଣ୍ଟାରେ ଦେଶରେ ୨୦୦୩ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ପୂର୍ବରୁ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ମଧ୍ୟରେ ରହୁଥିବା ବେଳେ ହଠାତ୍ ତାହା ୨୦୦୦ ଅତିକ୍ରମ କରିବା ବେଶ୍ ଚିନ୍ତାର ବିଷୟ ପାଲଟିଛି। ଏହା ସହିତ ଆମ ଦେଶରେ ମୃତ୍ୟୁ ସଂଖ୍ୟା ୧୧ ହଜାର କୁ ପାର କରିଛି । ବର୍ତ୍ତମାନ ଗୋଟିଏ ଦିନରେ ୧୦ ହଜାର ୯୭୪ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୫୪ ହଜାର…
