Home » mahimalive news » Page 6
odisha winter

Weather Report: ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି, ବାତ୍ୟା ‘ନିଭାର’ ଓଡ଼ିଶାରେ ପ୍ରଭାବ ନାହିଁ

ଭୁବନେଶ୍ୱର: ଗତ କିଛିଦିନ ହେବ ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଉପକୂଳରୁ ନେଇ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଶୀତ ଅନୁଭୂତ ହେଲାଣି। ସେହିପରି କେତେକ ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବର୍ତ୍ତମାନ ୯ ଡିଗ୍ରୀ ସେଲସିୟସ୍‍ ତାପମାତ୍ରା ସହ ଦାରିଙ୍ଗିବାଡ଼ି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତରେ ପରିଣତ…

Read More

Weather Report: ଆସନ୍ତା ୪ ଦିନ ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

ଭୂବନେଶ୍ଵର: ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ଗୁରୁଚାପ ବଳୟ ସୃଷ୍ଟିହେବା ଫଳରେ ଆଜିଠାରୁ ୭ ଜିଲ୍ଲାରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି। ସେ ଜିଲ୍ଲାଗୁଡ଼କ ହେଲା, କଟକ, ଅନୁଗୁଳ, ଢ଼େଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଓ କନ୍ଧମାଳ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୁହୁଡ଼ିର ଘନତା ଅଧିକ ରହିବାର ସମ୍ଭାବନା ଥିବାରୁ ମୋଟର ଯାନ ଯାତାୟାତରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ…

Read More
Odisha weather forecast-fogodisha

Weather Report: ରାଜ୍ୟରେ ଘନ କୁହୁଡି ଜାରି, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୂବନେଶ୍ଵର: ରାଜ୍ୟରେ ଶୀତର ପ୍ରକୋପ ବିଶେଷ ଅନୁଭୂତ ହେଉନଥିଲେ ମଧ୍ୟ କେତେକ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହେଉଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ପରିଲକ୍ଷିତ ହେବାର ସମ୍ଭାବନା ଥିବା ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା କଟକ, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ବାଲେଶ୍ୱର। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଖୋର୍ଦ୍ଧା, ନୟାଗଡ଼, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ…

Read More
smog odisha

Weather Report: ରାଜ୍ୟରେ ହେବ ୨ ଦିନ ଘନ କୁହୁଡି; ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାରେ ଅଧିକ ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଇତିମଧ୍ୟରେ ଶୀତ ବଢ଼ିବାରେ ଲାଗିଛି। ସର୍ବନିମ୍ନ ତାପମାତ୍ରା କୋରାପୁଟ୍‍ଠାରେ ୧୪ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି। ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ପରିଲକ୍ଷିତ ହେଲାଣି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ। କୁହୁଡ଼ିର ସାନ୍ଦ୍ରତା ବହୁତ ଅଧିକ ରହିବ। ଗାଡ଼ି ଚଳାଚଳରେ ବିଶେଷ ସାବଧାନତା ଅବଲମ୍ବନ ପାଇଁ ସତର୍କ କରାଇ ଦେଇଛି ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ଦୁଇ ଦିନ ବାଲେଶ୍ୱର, ଭଦ୍ରକ,…

Read More
Weather Report of Odisha

Weather Report: ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟରେ ବର୍ଷାର ସମ୍ଭାବନା

ଭୂବନେଶ୍ଵର: ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବା ବେଳେ ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ସେହିପରି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ଯୋଗୁଁ ବିଭିନ୍ନ ଅଞ୍ଚଳରେ ଶୀତ ପ୍ରଭାବ ହ୍ରାସ ପାଇଛି। ଆସନ୍ତା ଦୁଇ ଦିନ ଧରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନ ଥିଲେ ମଧ୍ୟ ଆସନ୍ତା ଶୁକ୍ରବାରଠାରୁ…

Read More
spacex launch-min (1)

SpaceX Mission: NASA ଏବଂ SpaceX ୪ଜଣ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପଠାଇଛି

ଆମେରିକାର ସ୍ପେସ୍ ଏଜେନ୍ସି ନାସା (Space Agency Nasa) ରବିବାର ୭:୩୦ ସନ୍ଧ୍ୟାରେ ୪ ଜଣ ମହାକାଶଚାରୀ (Astronaut) ଙ୍କୁ (ସୋମବାର ସକାଳ  ୬ ଟାରେ ଭାରତୀୟ ସମୟ ଅନୁଯାୟୀ) ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (International Space Station) ପଠାଇଛି। ଏହି ମିଶନ ସ୍ପେସ୍ ଏକ୍ସ (SpaceX)ର କ୍ରୁ ଡ୍ରାଗନ୍ ସ୍ପେସକ୍ରାଫ୍ଟ (Dragon Capsule) ମାଧ୍ୟମରେ ସମ୍ପନ୍ନ ହେବ। କ୍ରୁ ଡ୍ରାଗନର ଏହା ହେଉଛି ପ୍ରଥମ କାର୍ଯ୍ୟକ୍ଷମ ବିମାନ। Resilience rises. 🚀 The Crew-1 mission…

Read More
amitabh-abhishek

Junior Bachchan on Nepotism: ପାପା ମୋ ପାଇଁ କୋଣସି ଫିଲ୍ମ କରିନାହାଁନ୍ତି

ମୁମ୍ବାଇ: ଅଭିଷେକ ବଚ୍ଚନ (Abhishek Bachchan) ବଲିଉଡ (Bollywood) ରେ ଆତ୍ମୀୟତାକୁ ନେଇ ଯୁକ୍ତିତର୍କ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପିତା ଅମିତାଭ ବଚ୍ଚନ (Amitabh Bachchan) ତାଙ୍କୁ ୨୦ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ କେବେ ସାହାଯ୍ୟ କରିନାହାଁନ୍ତି। ସେ କହିଛନ୍ତି ଯେ କୋଣସି ଅଭିନେତାଙ୍କ ଲମ୍ବା କ୍ୟାରିଅରରେ କେବଳ ଦର୍ଶକ ସାହାଯ୍ୟ କରିପାରିବେ। ‘ପାପା ମୋ ପାଇଁ ଫିଲ୍ମ କରିନାହାଁନ୍ତି‘ ନ୍ୟୁଜ୍ ଏଜେନ୍ସି IANS ସହିତ କଥାବାର୍ତ୍ତା କରି ଅଭିଷେକ ପିତା ଅମିତାଭଙ୍କୁ କହିଛନ୍ତି,…

Read More
pac odisha

Odisha: ସୁଶାସନ ଏବଂ ସୁପରିଚାଳିତ ରାଜ୍ୟ ତାଲିକାରେ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ

ନୂଆଦିଲ୍ଲୀ: ପବ୍ଲିକ୍ ଆଫେୟାର୍ସ ଇଣ୍ଡେକ୍ସ (PAI) -୨୦୨୦ ଜନସମ୍ପର୍କ କେନ୍ଦ୍ର (PAC) ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳ (Kerela) ଦେଶର ସବୁଠାରୁ ସୁପରିଚାଳିତ ରାଜ୍ୟ ହୋଇଥିବାବେଳେ ଉତ୍ତରପ୍ରଦେଶ ବଡ ରାଜ୍ୟ ତାଲିକାର ତଳେ ରହିଛି। ଏଥିସହିତ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ ଅଛି। ଏହା ବେଙ୍ଗାଲୁରୁରୁ ପରିଚାଳିତ ଅଣ-ଲାଭ ସଂଗଠନ ଶୁକ୍ରବାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ସଂଗଠନର ସଭାପତି ହେଉଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ର…

Read More
sjaishanakar

India-France: ଆତଙ୍କବାଦ ପ୍ରସଙ୍ଗରେ ଭାରତର ଫ୍ରାନ୍ସକୁ ସମର୍ଥନ, ତୁର୍କୀ ବିରୋଧରେ କୂଟନୈତିକ ମୋର୍ଚ୍ଚା

 ନୂଆଦିଲ୍ଲୀ (mahimalive): ଭାରତ ମଧ୍ୟ କାଶ୍ମୀର ଉପରେ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଥିବା ତୁର୍କୀ (Turkey) ବିରୋଧରେ କୂଟନୈତିକ (Diplomatic) ମୋର୍ଚ୍ଚା  ବିଶ୍ଵସ୍ତରରେ ଜାରି ରଖିଛି। ତୁର୍କୀ ସବୁବେଳେ କାଶ୍ମୀର ପ୍ରସଙ୍ଗନେଇ ଅଯଥା ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇଥାଏ। ଫ୍ରାନ୍ସ ରାଷ୍ଟ୍ରପତି (France President) ଇମାନୁଏଲ ମାକ୍ରୋ (Emmanuel Macron) ଙ୍କ ବିରୋଧରେ ତୁର୍କୀ ଏବଂ ପାକିସ୍ତାନ (Pakistan) ର ଅଭିଯାନ ପରେ, ଆତଙ୍କବାଦ ପ୍ରସଙ୍ଗରେ ଭାରତ ଫ୍ରାନ୍ସକୁ ଦୃଢ ସମର୍ଥନ କରିଛି। ବର୍ତ୍ତମାନ…

Read More
naveen_patnaik

Scholarship and Sumangal Portal: ଛାତ୍ରବୃତ୍ତି ଏବଂ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ଵର: ଏଣିକି ସରକାରୀ ଛାତ୍ରବୃତ୍ତି (Government Scholarship) ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନଭିନ୍ନ ୱେବ ପୋର୍ଟାଲ (Web Portal) କୁ ବ୍ୟବହାର କରିବା ଦରକାର ପଡିବ ନାହିଁ। କେବଳ ଗୋଟିଏ ପୋର୍ଟାଲରେ କ୍ଲିକ୍‍ (Click) କଲେ ପିଲାମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ରାଜ୍ୟ ସରକାରଙ୍କ ୫-ଟି (5-T) କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି (Scholarship) ଓ ସୁମଙ୍ଗଳ ପୋର୍ଟାଲ (SUMANGAL Portal) କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଲୋକାର୍ପିତ କରିଛନ୍ତି। ଏହି ଅବସରରେ…

Read More
moon sofia

SOFIA NASA: ଚନ୍ଦ୍ର ପୃଷ୍ଠରେ ମିଳିଲା ଜଳ; ଜୀବନ ସମ୍ଭାବନା ପାଇବା ସହଜ ହେବ

ନାସା: ନାସା (NASA) ପୂର୍ବ ଅନୁସନ୍ଧାନରେ ଚନ୍ଦ୍ରରେ ହାଇଡ୍ରୋଜେନ (Hydrogen) ଚିହ୍ନଟ କରାଯାଇଥିଲା, କିନ୍ତୁ ଜଳ ଥିବାର ନିଶ୍ଚିନ୍ତ ହୋଇନଥିଲା। ଏହି ଅଧ୍ୟୟନ ଚନ୍ଦ୍ର ପୃଷ୍ଠରେ ଜଳର ଉପସ୍ଥିତିକୁ ଏକ ଭିନ୍ନ ମୋଡ଼ରେ ନେଇଛି। ଏକ ନୂତନ ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଚନ୍ଦ୍ର ପୃଷ୍ଠରେ ଆହୁରି ଅଧିକ ଜଳ ଥାଇପାରେ। ଆମେରିକା (America) ମହାକାଶ ଏଜେନ୍ସି ନାସା (NASA) ଚନ୍ଦ୍ର ବିଷୟରେ ଏକ ରୋମାଞ୍ଚକର ଘୋଷଣା କରିଛି। ନାସା କହିଛି ଯେ ସେମାନଙ୍କର ମିଶନ…

Read More