Home » mahimalive news » Page 4
mango on wheels

Mango On Wheels:ଅନୁଗୁଳରେ ଆରମ୍ଭ ହେଲା ‘ଗାଁ ଆମ୍ବ ପସରା’ ଘରେ ମିଳିବ ଆମ୍ବ

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲା ପ୍ରଶାସନ ଆଜିଠାରୁ ଆରମ୍ଭ କରିଛି Mango on Wheel କାର୍ଯ୍ୟକ୍ରମ। ଏହା ଜିଲ୍ଲା ସାରା ବୁଲିବ। ଏହା ଆଜିଠାରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ  ଚାଲିବ। ପ୍ରଶାସନ ଘରେ ଘରେ ସୁଆଦିଆ ଆମ୍ୱ ସୁଲଭ ଦରରେ ପହଂଚାଇବ। କରୋନା ନିୟମକୁ ଦୃଷ୍ଟିରେ ରଖ୍ ଉତ୍ପାଦକ ଦଳ ଓ କୃଷକ ଉତ୍ପାଦକ ସଂଘ ଦ୍ଵାରା ଅମଳ ହେଉଥିବା ବିଭିନ୍ନ କିସମର ଆମ୍ବକୁ ‘ଗାଁ ଆମ୍ବ ପସରା ଗାଡି’ (Gaon Amba Pasara) ରେ…

Read More
pallaahara-mp-mla

ସାଂସଦ ଆସୁ ଆସୁ ଫିତା କାଟିଦେଲେ ବିଧାୟକ, ଆଉ ତାପରେ…

ପାଲଲହଡ଼ା: ସାଂସଦ ଆସୁ ଆସୁ ଫିତା କାଟିଦେଲେ ବିଧାୟକ। ଏମିତି ଏକ ଘଟଣା ଘଟିଛି ଅନୁଗୁଳ (Angul) ଜିଲ୍ଲା ପାଲଲହଡ଼ାରେ ଏକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ। ଏହାକୁ ନେଇ ଜୋର ଧରିଛି ରାଜନୀତି। ସୂଚନା ଅନୁସାରେ ପାଲଲହଡ଼ା ଆଦର୍ଶ ସ୍କୁଲରେ ଏକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ଆଜି ସକାଳ ୧୦.୩୦ ଟାବେଳେ ସମୟ ଧାର୍ଯ୍ୟ କରିଥିଲେ। ଏଥିପାଇଁ ଉଭୟ ସାଂସଦ ଓ ବିଧାୟକଙ୍କୁ ଜଣାଇ ଦିଆଯାଇଥିଲା। ପାଲଲହଡ଼ା…

Read More
twitter-it

Twitter କୁ ସରକାରଙ୍କ ଶେଷ କଡ଼ା ଚେତାବନୀ, ନୂତନ ନିୟମ ମାନ ନଚେତ୍…

ନୂଆଦିଲ୍ଲୀ: ଭାରତରେ ଟ୍ୱିଟର (Twitter) ର ଅସୁବିଧା ଦିନକୁ ଦିନ ବଢୁଥିବା ଜଣାପଡିଛି। ବର୍ତ୍ତମାନ କେନ୍ଦ୍ର ସରକାର (Central Government) ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି। ଶନିବାର ଦିନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (Ministry of Electronics and Information Technology) ଟ୍ୱିଟରକୁ ନୋଟିସ ପଠାଇଛି। ସରକାର କହିଛନ୍ତି ଯେ ନୂତନ ଆଇଟି ନିୟମ ଗ୍ରହଣ ଏବଂ କାର୍ଯ୍ୟକାରୀ କର, ନଚେତ୍ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହ। କେନ୍ଦ୍ର ସରକାର କହିଛନ୍ତି…

Read More
world-environment-day-2021

World Environment Day 2021:ପୃଥିବୀରେ ବାସ କରିବା ପାଇଁ ବଡ ଆହ୍ଵାନ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ (World Environment Day) ପାଳନ କରାଯାଏ ବିଶ୍ୱବ୍ୟାପୀ ସଚେତନତା ଏବଂ ପରିବେଶ ପାଇଁ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହା ମିଳିତ ଜାତିସଂଘର ଫ୍ଲାଗସିପ୍ ଦିବସ। ବର୍ଷ ବର୍ଷ ଧରି, ଏହା ପରିବେଶ ଜନସାଧାରଣଙ୍କ ପାଇଁ ସର୍ବ ବୃହତ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ପରିଣତ ହୋଇଛି ଏବଂ ଏହାକୁ ବିଶ୍ଵର ଲକ୍ଷ ଲକ୍ଷ ଲୋକ ପାଳନ କରୁଛନ୍ତି। ମିଳିତ ଜାତିସଂଘର…

Read More

Human Life Span:ମଣିଷ କେତେ ବର୍ଷ ବଞ୍ଚିପାରିବ? ବୈଜ୍ଞାନିକମାନେ କଲେ ପ୍ରକାଶ

ନୂଆଦିଲ୍ଲୀ: ମନୁଷ୍ୟ କେତେ ବର୍ଷ ବଞ୍ଚିପାରିବ? ଏହା ଆପଣଙ୍କ ମନକୁ କେବେ ଆସିଛି କି ଜଣେ ବ୍ୟକ୍ତି ଅଧିକତମ କେତେ ଦିନ ବଞ୍ଚିପାରିବ? ଆପଣମାନେ ଶୁଣିଥିବେ ଯେ କିଛି ଲୋକ ୧୨୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ବୟସର ସଠିକ୍ ଆକଳନ ପାଇବାରେ ବୈଜ୍ଞାନିକମାନେ (Scientists) ସଫଳ ହୋଇଛନ୍ତି। ନେଚର କମ୍ୟୁନିକେସନ (Nature Communication) ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମଣିଷର ସର୍ବାଧିକ ବୟସ ୧୫୦ ବର୍ଷ ଅଟେ।…

Read More
chse1

CHSE +2 Exam Cancelled: ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କୋଭିଡ (Covid-19) ର ସଙ୍କଟ ସ୍ଥିତିରେ ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସ୍ଵାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ଵାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ଵାଦଶ ଶ୍ରେଣୀ ପରୀକ୍ଷା (+2 Annual Examination) ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ଘୋଷଣା…

Read More
sdgindia-21

ନୀତି ଆୟୋଗ ପକ୍ଷରୁ SDG India Index ପ୍ରକାଶିତ, ତାଲିକାରେ ଓଡ଼ିଶା ତଳେ

ନୂଆଦିଲ୍ଲୀ: ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍‌ବୋର୍ଡ ୨୦୨୦-୨୧ (SDG India Index- 2020-21)ର ତୃତୀୟ ସଂସ୍କରଣ ନୀତି ଆୟୋଗ (NITI Ayog) ଦ୍ୱାରା ପ୍ରକାଶିତ ହୋଇଛି। ୨୦୧୮ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ଏବଂ ଏହା ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ (SDG ) ହାସଲ କରିବାରେ ରାଜ୍ୟ ସମୂହଙ୍କ ପ୍ରୟାସ, ଉପଲବ୍ଧି ଏବଂ ସ୍ଥାନ ଆଦି ସବିଶେଷ  ଉଲ୍ଲେଖ କରାଯାଇଛି। ନିତି ଆୟୋଗ ଜାରି କରିଥିବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚୀରେ ୬୧…

Read More

୭ ବର୍ଷ ପରିବର୍ତ୍ତେ TET ର Valid ବର୍ତ୍ତମାନ ସାରା ଜୀବନ:ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶିକ୍ଷକ (Teacher) ହେବାକୁ ଚାହୁଁଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା (Teacher Eligibility Test-TET) ପ୍ରମାଣପତ୍ରର ବୈଧତା (Validity) ଅବଧି ୭ ବର୍ଷ ବଦଳରେ ଜୀବନସାରା ବଢେଇ ଦେଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଆଜି ଏହି ନିର୍ଦ୍ଦେଶ ଜାରି କରିଛି। ବର୍ତ୍ତମାନ ଥରେ ଆପଣ TET ପାସ କଲେ ଏହା ଜୀବନସାରା ପାଇଁ ବୈଧ ହେବ। ଶିକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ଉପକୃତ କରିବ…

Read More
woman-returns

ପରିବାରଲୋକ କରିଥିଲେ ଶୁଦ୍ଧଘର,୧୫ ଦିନ ପରେ ମହିଳା ଫେରିଲେ ଜୀବନ୍ତ

ବିଜୟୱାଡା: ଆପଣ କେବେ ଦେଖିଛନ୍ତି କି ଜଣେ ମୃତ ବ୍ୟକ୍ତି ପୁଣି ଜୀବିତ ଅବସ୍ଥାରେ ଫେରିଆସିବ? ଯଦି କୌଣସି ବ୍ୟକ୍ତି ଏହା ଦେଖନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କର ହୋସ ଉଡ଼ିଯିବ।  ଏମିତି ଏକ ହୋସ ଉଡିବା ପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ। ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଡାକ୍ତରଖାନା ଦ୍ଵାରା ୭୫ ବର୍ଷ ବୟସ୍କା ବୃଦ୍ଧ ମହିଳା ମୃତୀଆଲା ଗିରିଜାମା (Mrutiala Girijamma) ଙ୍କୁ ମୃତ ଘୋଷଣା କରାଯାଇଥିଲା,…

Read More
whatsapp-calling

ସୀମା ମଧ୍ୟରେ ରହିବାକୁ WhatsApp କୁ କେନ୍ଦ୍ରସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ:ହ୍ଵାଟସ୍ ଆପ୍ (WhatsApp) ଏବଂ ଭାରତ ସରକାର (Govt. Of India) ନୂଆ ଆଇଟି ନିୟମ (New IT Law) କୁ ନେଇ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ (Delhi High court) ରେ ନୂତନ ଆଇଟି ନିୟମ ସମ୍ପର୍କରେ ହ୍ଵାଟସ୍ ଆପ୍ ଭାରତ ସରକାରଙ୍କ ବିରୋଧରେ ଏକ ମାମଲା ଦାୟର କରିଛି ଯେଉଁଥିରେ କମ୍ପାନୀ ଆଜିଠାରୁ ଲାଗୁ ହେବାକୁ ଥିବା ନୂତନ ଆଇଟି ନିୟମକୁ ବନ୍ଦ କରିବାକୁ ଚେଷ୍ଟା କରିଛି। ହ୍ଵାଟସ୍ ଆପ୍ ବନାମ ଭାରତ…

Read More
CBI-odisha

ଓଡିଆ ଆଇପିଏସ୍ ଅଧିକାରୀ ଲୋକନାଥ ବେହେରା ହୋଇପାରନ୍ତି CBI ନିର୍ଦ୍ଦେଶକ,ଅଛନ୍ତି ଚର୍ଚ୍ଚାରେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (Central Bureau of Investigation) ର ନୂତନ ନିର୍ଦ୍ଦେଶକ (Director) ଚୟନ କରିବାକୁ ମେ ୨୪ ସୋମବାର ସନ୍ଧ୍ୟାରେ ଏକ ଉଚ୍ଚ କମିଟି ବୈଠକ ଅନୁଷ୍ଠିତ ହେବ। ଶନିବାର ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଏହି ଘଟଣା ସହ ଜଡିତ ଏକ ଶୀର୍ଷ ସୂତ୍ର ଗଣମାଧ୍ୟମକୁ କହିଛି ଯେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂତନ ସିବିଆଇ (CBI) ମୁଖିଆଙ୍କ ସହ ଆଲୋଚନା ହେବ। ସୂଚନାନୁସାରେ, ୧୯୮୫ ଏବଂ ୧୯୮୬ ବ୍ୟାଚ୍…

Read More