Home » Mahimalive Odisha » Page 26
modi-odia new year

Odia New Year: ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Sri  Narendra Modi) ଓଡିଆ ନୂଆ ବର୍ଷ (Odia New  Year) ଓ ମହାବିଷୁବ ପଣା ସଂକ୍ରାନ୍ତି (Maha Bishuba Pana Sankranti) ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Happy Odia New Year! pic.twitter.com/PPjo1smM8e — Narendra Modi (@narendramodi) April 14, 2021 ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଟୁଇଟ୍‌ କରି ଶ୍ରୀ ମୋଦୀ ସମସ୍ତଙ୍କୁ “ଓଡିଆ ନୂଆ ବର୍ଷର ଶୁଭେଚ୍ଛା!” ଏବଂ…

Read More
pm-modi-bengal

Bengal Election: ଦିଦି…ଓ …ଦିଦି ବଙ୍ଗଳାର ପିଲାମାନେ କହିବା ଆରମ୍ଭ କରିଛନ୍ତି: ପିଏମ ମୋଦୀ

କୋଲକାତା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ସୋମବାର ପଶ୍ଚିମବଙ୍ଗ (west Bengal) ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banerjee) ଙ୍କୁ କଡ଼ା ଆକ୍ରମଣ କରି କହିଛନ୍ତି ଯେ ବଙ୍ଗଳାର ପ୍ରତ୍ୟେକ ପରିବାର ‘ଦିଦି ଦିଦି’ କହିବା ଆରମ୍ଭ କରିଛନ୍ତି। ବାରାସାଟରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଯେତେବେଳେ ଦିଦି ଓ ଦିଦି (Didi o Didi) କଥା କହୁଛି ସେତେବେଳେ ସେ ରାଗି ଯାଇଥିଲେ, ରାଗିବା କଥା…

Read More
smartphones

୪୦% ପର୍ଯ୍ୟନ୍ତ Discount ମିଳୁଛି ସ୍ମାର୍ଟଫୋନରେ, Amazon ରେ ମୋବାଇଲ୍ ବିକ୍ରୟ ଆରମ୍ଭ

ନୂଆଦିଲ୍ଲୀ: ଶସ୍ତାରେ ସ୍ମାର୍ଟଫୋନ (Smart Phone) କିଣିବାର ସୁଯୋଗ। ଅନଲାଇନ ସପିଂ ୱେବସାଇଟ୍ ଆମାଜନ ଇଣ୍ଡିଆ (Amazon India) ସ୍ମାର୍ଟଫୋନ୍ ଅପଗ୍ରେଡ୍ ଡେ ସେଲ୍ ଆୟୋଜନ କରିଛି। ଏହି ୫ ଦିନିଆ ବିକ୍ରୟ ଏପ୍ରିଲ୍ ୧୧ ରୁ ଆରମ୍ଭ ହୋଇ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବଧି ମଧ୍ୟରେ ସ୍ମାର୍ଟଫୋନ୍ ଏବଂ ଆସେସୋରିଜ୍ (Accessories) ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି (Discount) ରେ ମିଳୁଛି। ରିହାତି ବ୍ୟତୀତ ଇଣ୍ଡସ୍ ଇଣ୍ଡିଆ ବ୍ୟାଙ୍କ (IndusInd Bank)…

Read More
mamata

West Bengal Election: କୋଚବିହାର ହିଂସା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦାୟୀ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ (West Bengal) ର କୋଚବିହାର (Cooch Behar) ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଙ୍କୁ ଦାୟୀ କରିଛନ୍ତି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆଜିର ଘଟଣା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମ୍ପୂର୍ଣ୍ଣ ଦାୟୀ। ସେ କହିଛନ୍ତି ମୁଁ କେନ୍ଦ୍ରୀୟ ସେନାକୁ ଦୋଷ ଦେଉ ନାହିଁ କାରଣ ସେମାନେ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରନ୍ତି।  ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଚତୁର୍ଥ…

Read More
CAG-accountants-auditors

CAG Report: ସିଏଜି ରିପୋର୍ଟ୍ ବିଧାନସଭାରେ ଉପସ୍ଥାପନ, ହୋଇଛି ଅନିୟମିତତା ଓ ଅବହେଳା

ଭୁବନେଶ୍ଵର: ସାଧାରଣ ଓ ସାମାଜିକ କ୍ଷେତ୍ରଉପରେ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (Comptroller and Auditor General -CAG) ଙ୍କ ରିପୋର୍ଟ ଗତକାଲି ବିଧାନସଭା (Odisha Assembly) ରେ ଉପସ୍ଥାପନ କରାଯାଇଛି। ୨୦୧୯ ସୁଦ୍ଧା ଶେଷ ହୋଇଥିବା ବର୍ଷରେ ଅନିୟମିତତା ଓ ଅବହେଳା ଯୋଗୁ ସରକାରଙ୍କୁ ଅଧିକ ଖର୍ଚ୍ଚଭାର ବହନ କରିବାକୁ ପଡିଥିବା ସିଏଜିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରକାଶିତ ରିପୋର୍ଟ୍ ଅନୁସାରେ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଯୋଗାଣରେ ଅବହେଳା ଯୋଗୁ ସରକାର ରୋଗୀଙ୍କୁ ଔଷଧ ଯୋଗାଇବାରେ…

Read More
Weather Report of Odisha

Odisha Weather Report: ବିଜୁଳି, ଘଡଘଡିକୁ ଲକ୍ଷ୍ୟକରି ପାଣିପାଗ ବିଭାଗର ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ତଥାପି ୯ଟି ସହରରେ ପାରଦ ୪୦ଡିଗ୍ରୀ ଉପରେ ରହିଛି। ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଦିନର ତାପମାତ୍ରା ଅଧିକ ରହୁଛି। ଆଗକୁ ଦୁଇଦିନ କାଳବୈଶାଖୀ ଥିବାରୁ ସର୍ବାଧିକ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବିଜୁଳି, ଘଡଘଡିକୁ ଲକ୍ଷ୍ୟକରି ପାଣିପାଗ ବିଭାଗ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। କାଳବୈଶାଖୀ ସମୟରେ…

Read More
Weather Report of Odisha

Odisha Weather Report: ରାଜ୍ୟରେ ଆଜିଠୁ ୪ଦିନ ପାଇଁ କମିବ ତାପମାତ୍ରା, ରହିଛି କାଳବୈଶାଖୀ

ଭୁବନେଶ୍ଵର: ଆଜିଠାରୁ ରାଜ୍ୟରେ ତାପମାତ୍ରା (Temperature) ହ୍ରାସ ଘଟିବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ଣରେ କାଳବୈଶାଖୀ ଆସିବା ସମ୍ଭାବନା ଥିବାରୁ ତାପମାତ୍ରା ହ୍ରାସ ଘଟିପାରେ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଆଜି ଅପରାହ୍ଣ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ୧୬ଟି ଜିଲ୍ଲାରେ ଅଧିକ ତାପମାତ୍ରା ରହିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରାଜ୍ୟର ୧୫ଟି ସହର ତାପମାତ୍ରା ଗତକାଲି ୪୦ ଡିଗ୍ରି ଉପରେ ରହିଥିଲା ଏବଂ…

Read More
Weather Report of Odisha

Odisha Weather Report: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ

ଭୁବନେଶ୍ଵର: ଭୁବନେଶ୍ଵର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ଓଡ଼ିଶା (Odisha) ର କେତେକ ଅଞ୍ଚଳରେ କାଳବୈଶାଖୀର ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜିଲ୍ଲାଗୁଡିକ ମଧ୍ୟରେ ଜଗତସିଂହପୁର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା,ନୟାଗଡ ଏବଂ କଟକର କେତେକ ଅଞ୍ଚଳରେ ଘଡଘଡି ସହ ବର୍ଷାପବନ ହୋଇପାରେ। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୧୦ଟି ଜିଲାକୁ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତକାଲି ବଲାଙ୍ଗୀରଠାରେ ଦିନର ସର୍ବୋଚ୍ଚ ତାପମାତ୍ରା…

Read More
school examination

KV Admission: ଏଥର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ଅନ୍‍ଲାଇନ୍‍ ପଞ୍ଜିକରଣ, ଅନ୍ୟ କ୍ଳାସ ପାଇଁ ଅଫଲାଇନ, ଏପ୍ରିଲ ୧ରୁ ଆରମ୍ଭ

ନୂଆଦିଲ୍ଲୀ: ୨୦୨୧-୨୦୨୨ ଶିକ୍ଷାବର୍ଷ (Session 2021-2022 ) ଲାଗି କେନ୍ଦ୍ରୀୟ ବିଦ୍ୟାଳୟ (Kendriya Vidyalaya) ରେ ପ୍ରଥମ ଶ୍ରେଣୀ (Class-1) ରେ ନାମ ଲେଖାଇବା ପାଇଁ ୧ ଏପ୍ରିଲ, ୨୦୨୧ରୁ ଅନଲାଇନ୍ ପଞ୍ଜିକରଣ (Online Registration) ଆରମ୍ଭ ହେବ ଏବଂ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ ୮ଏପ୍ରିଲ୍ ୨୦୨୧ରୁ ଅଫଲାଇନ ପଞ୍ଜିକରଣ ହେବ। ପ୍ରଥମ ଶ୍ରେଣୀ ପାଇଁ ଅନଲାଇନ୍ ପଞ୍ଜିକରଣ ୧ଏପ୍ରିଲ୍ ୨୦୨୧ ସକାଳ ୧୦ଟାରୁ ଆରମ୍ଭ ହେବ ଏବଂ ୧୯ ଏପ୍ରିଲ ୨୦୨୧ ସଂଧ୍ୟା…

Read More
modi-mahimalive

PM Modi Bangladesh: ଓରକାଣ୍ଡିସ୍ଥିତ ହରି ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ବାଂଲାଦେଶ (Bangladesh) ଯାତ୍ରାର ଦ୍ୱିତୀୟ ଦିନରେ ଢ଼ାକାର ଓରକାଣ୍ଡିସ୍ଥିତ ହରି ମନ୍ଦିର (Orakandi mandir) କୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସେଠାରେ ଆୟୋଜିତ ସାର୍ବଜନୀନ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପରମ ପୂଜ୍ୟ ଠାକୁର ପରିବାରର ବଂଶଜଙ୍କ ସହିତ ମଧ୍ୟ ଭାବ ମିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଓରକାଣ୍ଡିରେ ମତୁଆ ସମ୍ପ୍ରଦାୟର ଲୋକଙ୍କୁ…

Read More