India Vs England: ଭାରତ T20 ସିରିଜ ଜିତିଲା, କୋହଲି କହିଲେ ସବୁବେଳେ ରୋହିତଙ୍କ ସହ ଓପନିଂ କରିବାକୁ ଇଚ୍ଛା
ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ (Narendra Modi Cricket Stadium) ରେ ଖେଳାଯାଇଥିବା ପଞ୍ଚମ ଟି-୨୦ (T-20) ମ୍ୟାଚରେ ଭାରତ(India) ଇଂଲଣ୍ଡ (England) କୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ମଧ୍ୟ ଟି-୨୦ ସିରିଜକୁ ୩-୨ରେ ଜିତିଛି। ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି (Virat Kohli) ବିଜୟ ପାଇଁ ସୂର୍ଯ୍ୟକୁମାର ଯାଦବ (Surya Kumar Yadav) ଏବଂ ଶାର୍ଦ୍ଦୁଲ ଠାକୁର (Shardul Thakur) ଙ୍କୁ ଶ୍ରେୟ…
