Home » Mahimalive Odisha » Page 8
odisha-rains

Odisha Weather Report: ଆସୁଛି ଲଘୁଚାପ, ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା, ବାତ୍ୟା ନେଇ ମିଳିନି ସ୍ପଷ୍ଟ ଚିତ୍ର

ଭୁବନେଶ୍ଵର (ବ୍ୟୁରୋ): Odisha Weather Report ଗତକାଲି କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଯାଇଛି। ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା (Cyclone) ପାଇଁ ଅନୁକୂଳ ରହିଛି। ହେଲେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ଠିକ୍‍ ଆକଳନ କରିହେବ।…

Read More
school-closed_odisha

Odisha School to Remain Closed:୨୬ ଏପ୍ରିଲରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଚାଲୁ ରହିବ +୨ ଏବଂ ମାଟ୍ରିକ ପରୀକ୍ଷା

ଭୁବନେଶ୍ଵର: Odisha School to Remain Closed ଆସନ୍ତା କାଲି ଏପ୍ରିଲ ୨୬ ତାରିଖ ଠାରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। ଅର୍ଥାତ ୫ ଦିନ ସ୍କୁଲ ଛୁଟି ରହିବ। ଏଥିସହିତ ରାଜ୍ୟର ସମସ୍ତ ସରକାରୀ ଏବଂ  ବେସରକାରୀ ସ୍କୁଲ ମଧ୍ୟ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ। କିନ୍ତୁ ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା…

Read More
odisha_weather-mahimalivenews

Odisha Weather Report: ଆସନ୍ତା ୫ଦିନ କାଳବୈଶାଖୀ

ଭୁବନେଶ୍ଵର: Odisha Weather Report ରାଜ୍ୟରେ ଗ୍ରୀଷ୍ମର ପ୍ରବାହ  ଜାରି ରହିଛି। ଦିନ ୧୧ ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ରାଜ୍ୟର ପ୍ରାୟ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସାରା ରାଜ୍ୟ ତାତିରେ ଶିଝୁଛି। ଗତକାଲି ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି। GET TRENDING AIR CONDITIONER AT 35% OFF AMAZON SALE ପ୍ରବଳ ଗରମରୁ ରକ୍ଷା ମିଳିପାରେ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ…

Read More
education_minister_odisha

Balangiri News: ଛାତ୍ରୀମାନଙ୍କୁ ବସ୍‍ଉଠ୍‍ ଘଟଣାର ନୂଆମୋଡ଼; ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ବଲାଙ୍ଗିର: Balangiri School News ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ସୁନାମୁଦି ହାଇସ୍କୁଲରେ ୬ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବାରୁ ସେମାନଙ୍କୁ ପାଟଣାଗଡ଼ ସବଡିଭିଜନ ହସ୍ପିଟାଲରେ ଭର୍ତି କରାଯାଇଛି। ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୋଷ୍ଠି ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଏହି ତଦନ୍ତ କରିବେ। ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ସୁନାମୁଦି ବାପୁଜୀ ହାଇସ୍କୁଲରେ ସୋମବାର ସକାଳେ…

Read More
utkal_divas_mahimalive

Utkal Divas: ଆଜି ଉତ୍କଳ ଦିବସ; ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଭୂବନେଶ୍ଵର: Odisha Day ଆଜି ହେଉଛି ୮୭ତମ ଉତ୍କଳ ଦିବସ (Utkal Divas)। ୧୯୩୬ ମସିହା ଏପ୍ରିଲ ଏକ ତାରିଖରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ ହୋଇଥିଲା। ଆଜି ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବ ଦିନ। ପୃଥିବୀର ୨୦ଟି ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ। ଉତ୍କଳ ନିଜର କଳା, ସଂସ୍କୃତି, ଐତିହ୍ୟ ଏବଂ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏହାର ଇତିହାସ ସାରା ବିଶ୍ୱରେ ଖ୍ୟାତ। ଏହି…

Read More
odisha_summer days

Weather report odisha: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି, ୪ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ଵର: Weather report odisha ରାଜ୍ୟରେ ଗ୍ରୀଷ୍ମ ପ୍ରବାହ (Summer flow) ଜାରି ରହିଥିବା ବେଳେ ଆଜିଠାରୁ ଏପ୍ରିଲ୍‍ ୧ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ପବନ ବହିବାର ସମ୍ଭାବନା ରହିଥିବାରୁ ଏହି ତାପମାତ୍ରା ବୃଦ୍ଧି ପାଇବ। ସେହିପରି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ…

Read More
Odisha Temperature Today Updates

Weather Report Odisha: ଆସନ୍ତା କାଲିଠାରୁ ବଢିବ ତାପମାତ୍ର, ୬ଟି ସ୍ଥାନର ତାପମାତ୍ରା ୩୯ ଡିଗ୍ରୀ ଉପରେ

ଭୁବନେଶ୍ଵର: Weather Report Odisha ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତାକାଲିଠାରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର (Bhubaneswar) ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପ୍ରିଲ୍‍ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ଲାଗି ରହିବ। ରାଜ୍ୟରେ ଗତକାଲି ମଧ୍ୟ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିଲା। ଅନେକ ଅଞ୍ଚଳରେ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା। ଗତକାଲି ଦୁଇଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‍ସିୟସ୍‍…

Read More
odisha_weather

Weather Report Odisha: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ଵର: Weather Report Odisha ଓଡ଼ିଶାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଏଥିସହିତ ଗ୍ରୀଷ୍ମପ୍ରବାହ ମଧ୍ୟ ଜାରି ରହିଛି। ଗତକାଲି ଟିଟିଲାଗଡ (Titilagargh) ରାଜ୍ୟର ଉତ୍ତପ୍ତ ସହର ଥିଲା ଏବଂ  ଠାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ,…

Read More
odisha_electricity

ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ଵସ୍ତି, ଏ ବର୍ଷ ବଢିବନି ବିଦ୍ୟୁତ୍ ଶୁଳକ: OERC

ଭୁବନେଶ୍ଵର: Odisha electric bill rate ଚଳିତ ୨୦୨୨-୨୩ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଖୁଚୁରା ବିଦ୍ୟୁତ ଶୁଳକ। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha State Electricity Regulatory Commission) ଙ୍କ ଦ୍ଵାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।   ସୂଚନା ଅନୁସାରେ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ୩ ଟଙ୍କା ଆଦାୟ କରାଯିବ। ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦…

Read More
weather-forecast

Odisha Weather Report: ଆସନ୍ତା ୪ ଦିନ ରାଜ୍ୟରେ ବର୍ଷା

ଭୁବନେଶ୍ଵର: Odisha Weather Report ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ  ଜାରି ରହିଛି। ସୂଚନା ଅନୁସାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ତାପମାତ୍ରା ହ୍ରାସ ପାଇବ ବୋଲି ଜଣାପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର,…

Read More
weather-forecast

Weather Report Odisha: ଆସନ୍ତା ୨୧ରୁ ବର୍ଷା, ମିଳିବ ତାତିରୁ ମୁକ୍ତି

ଭୁବନେଶ୍ଵର: Weather Report Odisha ଆଗାମୀ ୨ ଦିନ ପାଗ ଶୁଖିଲା ରହିବ। ଏହି ସମୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବ। ରାଜ୍ୟରେ ବଙ୍ଗୋପସାଗର ଅଞ୍ଚଳରୁ ଜଳୀୟ ବାଷ୍ପପୂର୍ଣ୍ଣ ଶୀତଳ ବାୟୁର ପ୍ରବେଶ ଯୋଗୁଁ ତାପମାତ୍ରା ହ୍ରାସ ପାଇବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୨୧ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ…

Read More