Home » Mahimalive » Page 32
dillip ray

Coal Scam: ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ: CBI

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ (Dillip Ray) ଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୨୬ତାରିଖକୁ ଘୁଞ୍ଚାଇଦିଆଯାଇଛି। ଏହି ମାମଲାର ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍‍ ଭାରତ ପରାସର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀ କୋଭିଡ-୧୯ ପ୍ରତିଷେଧକ ସହ ହଜାରହେବାକୁ କୁହାଯାଇଛି। ଦିଲ୍ଲୀପଙ୍କ ସମେତ ୩ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସବୁଠୁ ବଡ କଥା ହେଲା…

Read More
tanishq

Watch: Tanishq ସୋସିଆଲ ମିଡିଆରେ ବିରୋଧ ପରେ ନିଜର ବିଜ୍ଞାପନ ପ୍ରତ୍ୟାହାର କଲା, ଏଥିରେ ଥିଲା କଣ ?

ମୁମ୍ବାଇ: ଜୁଏଲାରୀ ବ୍ରାଣ୍ଡ ତନିଷ୍କ (Tanishq) ମଙ୍ଗଳବାର ଦିନ ଦୁଇଟି ଭିନ୍ନ ଧର୍ମର ଲୋକଙ୍କ ପରିବାରକୁ ନେଇ ଏହାର ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ସୋସିଆଲ ମିଡିଆ (Social Media) ରେ ହୋଇଥିବା ବିରୋଧ ପରେ ତନିଷ୍କ ନିଜ ବିଜ୍ଞାପନ ପ୍ରତ୍ୟାହାର କରି ନେଇଥିଲେ ଯେଉଁଥିରେ କିଛି ଲୋକ ତାଙ୍କୁ ‘ପ୍ରେମ ଜିହାଦ୍’ ଏବଂ ‘ନକଲି ଧର୍ମନିରପେକ୍ଷତା’ ପ୍ରଚାର କରୁଥିବା ଅଭିଯୋଗ କରିଥିଲେ। ତନିଷ୍କ ଏକ ବିବୃତ୍ତିରେ କହିଛନ୍ତି ଯେ ଅଜାଣତରେ ଭାବନାକୁ ଆଘାତ ଦେଇ ସେ ଦୁଃଖିତ।…

Read More
hydrabad-rain

Hyderabad: ହାଇଦ୍ରାବାଦରେ ବାଦଲଫଟା ବର୍ଷା,୧୧ ଜଣଙ୍କର ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନା(Telangana) ର ଅନେକ ସ୍ଥାନରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ପଶି ଘର ଭିତରକୁ ପାଣି ପ୍ରବେଶ କରିଥିଲା। ବର୍ତ୍ତମାନ ହାଇଦ୍ରାବାଦ (Hyderbad) ସହର ଜଳ ପୂର୍ଣ୍ଣ ହୋଇଛି। ସହରର ପ୍ରାୟ ଅଞ୍ଚଳରେ ଅଣ୍ଟାରୁ ଅଧିକ ପାଣି ପ୍ରବାହିତ। ପୋଲିସ ସୂଚନାଅନୁସାରେ ଦୁଇଟି ଘରର କାନ୍ଥରେ କିଛି ବଡ ପଥର ଖସି ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି…

Read More
Weather Report of Odisha

Weather Report: ଭୁବନେଶ୍ୱର ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହେଉଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‍ର ଦୁଇ ପାହାଡ଼ିଆ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ଦୁଇ ପଞ୍ଚାୟତରଏକାଧିକ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଛି। ଗତ ୨୪ ଘଣ୍ଟାମଧ୍ୟରେ ପାତ୍ରପୁରଠାରେ ୧୧୮ଦଶମିକ୍‍ ୩ ମିଲିମିଟର ବର୍ଷା ହୋଇଛି। ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର କାଶିନଗର, ରାୟଗଡ଼, ଆର୍‍. ଉଦୟଗିରି…

Read More
hathras_cbi

Hathras Case: ଗାଁରେ ୪ ଘଣ୍ଟା ଯାଞ୍ଚ ପରେ CBI ପୀଡ଼ିତାଙ୍କ ଭାଇକୁ ସାଙ୍ଗରେ ନେଲା

ହାଥରସ:କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ହାଥରସ ମାମଲାରେ ତଦନ୍ତ ଆରମ୍ଭ କରିଛି।ହାଥରସ ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରିବା ପରେ ସିବିଆଇ ବର୍ତ୍ତମାନ କାର୍ଯ୍ୟରେ ଲାଗିଛି। ହାଥରସରେ ଜଣେ ଦଲିତ ସମ୍ପ୍ରଦାୟର ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍ ମଙ୍ଗଳବାର ତାଙ୍କ ଗାଁରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ସିବିଆଇ ଅଧିକାରୀମାନେ ଗାଁର ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ କରିଥିଲେ। ଆଜି ସିବିଆଇ ଟିମ୍ ଗାଁର ତିନିଟି ସ୍ଥାନକୁ ୪ ଘଣ୍ଟା ଯାଞ୍ଚ…

Read More
ias pandey

IAS Soumya Pandey କୋଳରେ ୨୨ ଦିନର ଶିଶୁ କନ୍ୟା ସହିତ ଅଫିସ ଆସିଲେ

ଗାଜିଆବାଦ: ଗାଜିଆବାଦ (Ghaziabad) ନିକଟ  ମୋଦିନାଗର (Modinagar)ର ଏସଡିଏମ (sub-divisional magistrate) ଭାବରେ ପୋଷ୍ଟିଂ ହୋଇଥିବା ଆଇଏଏସ୍ ସୌମ୍ୟ ପାଣ୍ଡେ (IAS Soumya Pandey) କରୋନା (Corona) କାଳରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ବଡ କଥା ହେଉଛି ଏହି କୋଭିଡ-୧୯ ମହାମାରୀର ଭୟଙ୍କର ଅବସ୍ଥାରେ ସେ ଲୋକଙ୍କ ପ୍ରତି ନିଜର ଦାୟିତ୍ଵ ପୂରଣ କରିବା ପାଇଁ ଶିଶୁକନ୍ୟା ଜନ୍ମ ହେବାର ୨୨ ଦିନ ପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କ ଯତ୍ନ ସହିତ, ସେ ନିଜ…

Read More
bollywood

Media କୁ ନାଲି ଆଖି! ମିଡ଼ିଆ ରିପୋର୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ବଲିଉଡ଼ର ଦିଲ୍ଲୀ ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅଗ୍ରଣୀ ପ୍ରଡକ୍ସନ୍ ହାଉସ୍ ଏକାଠି ହୋଇ ଦିଲ୍ଲୀ ହାଇକୋର୍ଟରେ “ରିପବ୍ଲିକ୍ ଟିଭି (Republic TV)” ଏବଂ “ଟାଇମ୍ସ ନାଓ (Times Now)” ଭଳି ନ୍ୟୁଜ୍ ଚ୍ୟାନେଲ ବିରୋଧରେ ସିଭିଲ୍ ମକଦ୍ଦମା ଦାୟର କରିଛି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ୩୮ ଟି ପ୍ରମୁଖ ପ୍ରଡକ୍ସନ୍ ହାଉସ୍ ମିଳିତ ଭାବେ ରିପବ୍ଲିକ୍ ଟିଭିର ଅର୍ଣ୍ଣବ ଗୋସ୍ୱାମୀ ଏବଂ ପ୍ରଦିପ ଭଣ୍ଡାରୀ, ନବିକା କୁମାର ଏବଂ ଟାଇମ୍ସ ନାଓ…

Read More
dharmendra pradhan kuwait

Kuwait : କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୁଏତର ଦିବଙ୍ଗତ ସମ୍ରାଟଙ୍କୁ ଭାରତ ତରଫରୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିବଙ୍ଗତ କୁଏତ ସମ୍ରାଟ ଆରବ କୂଟନୀତିର ଭୀଷ୍ମ ପିତାମହ ଥିଲେ କୁଏତ ତୈଳମନ୍ତ୍ରୀଙ୍କ ସହ ସାକ୍ଷାତ ଓ ପୁଞ୍ଜିନିବେଶ ନେଇ ଆଲୋଚନା କୁଏତ : କୁଏତର ସମ୍ରାଟ ଶେଖ ସବାହ (Sheikh Sabah)ଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ତରଫରୁ ସାରା ଦେଶକୁ ପ୍ରତିନିଧିତ୍ଵ କରି ସେ ଦେଶର ବର୍ତ୍ତମାନ ସମ୍ରାଟ ଶେଖ ନୱାଫଙ୍କୁ ସାକ୍ଷାତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି…

Read More
Sarat_Kumar_Kar

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ରାଜନୀତିଜ୍ଞ ଏବଂ ସାହିତ୍ୟିକ ଶରତ କୁମାର କରଙ୍କ ୮୧ ବର୍ଷ ବୟସରେ ଆଜି ସୋମବାର ପରଲୋକ ହୋଇଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଖରପ ଥିବାରୁ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଶରତ କୁମାର କରଙ୍କ ପୁଅ ସୁମନ କର ସୂଚନା ଦେଇଛନ୍ତି। ଓଡ଼ିଶା ବିଧାନସଭାକୁ ସେ ୩ ଥର ନିର୍ବାଚିତ ହୋଇଥିଲେ।୧୯୭୧…

Read More
power

Mumbai power grid Fail: ମୁମ୍ବାଇ ଅନ୍ଧକାର, ଲକ୍ଷ ଲକ୍ଷ ଯାତ୍ରୀ ଲୋକାଲ ଟ୍ରେନରେ ଫସିଲେ

ମୁମ୍ବାଇ: ମୁମ୍ବାଇ (Mumbai)ର କିଛି ଅଞ୍ଚଳରେ ପାୱାର ଗ୍ରୀଡ (Power Grid) ଫେଲ ହୋଇଛି। ଫଳରେ ଲୋକାଲ ଟ୍ରେନରେ  ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ଟ୍ରେନ ଭିତରେ ଫସି ରହିଛନ୍ତି। ଆଜି ମୁମ୍ବାଇ, ଥାନେ, ନାଭି ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ବଜ୍ରପାତ ହୋଇଥିଲା। ଏହି କାରଣରୁ ମୁମ୍ବାଇ ଲୋକାଲ ଟ୍ରେନ ମଧ୍ୟ ବନ୍ଦ ହୋଇଗଲା। ଗ୍ରୀଡ୍ ବିଫଳତା ହେତୁ ଚର୍ଚ୍ଚଗେଟ୍ ଠାରୁ ଭାସାଇ ରେଳ ଷ୍ଟେସନ ମଧ୍ୟରେ ପଶ୍ଚିମ…

Read More
shushree

Women’s T20 : ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟାଦର୍ଶିନୀ ମନୋନୀତ

ଭୁବନେଶ୍ଵର : ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟିମ୍‍ ଭେଲୋସିଟିରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟାଦର୍ଶିନୀ (Sushree Dibyadarshini) ପ୍ରତିନିଧିତ୍ୱ କରିବେ। ଆସନ୍ତା ମାସ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟସ୍‍ରେ ଖେଳାଯିବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟିମ୍‍ ଭେଲୋସିଟିରେ ପ୍ରତିନିଧିତ୍ୱ ପାଇଁ ଓଡ଼ିଶାର ସୁଶ୍ରୀ ଦିବ୍ୟାଦର୍ଶିନୀ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରର ଜାଗ୍ରୁତି କ୍ରିକେଟ୍‍ ଏକାଡେମୀରେ ଟ୍ରେନିଂ ନେଉଥିବା ସୁଶ୍ରୀ ଓଡ଼ିଶା ରାଜ୍ୟ ମହିଳା କ୍ରିକେଟ୍‍ ଦଳର ଜଣେ ସ୍ଥାୟୀ ସଦସ୍ୟ। ସେ…

Read More