Home » MEDICAL COLLEGE
neet POSTPONED

NEET-PG ପରୀକ୍ଷା ୪ମାସ ପାଇଁ ସ୍ଥଗିତ, MBBS ଅନ୍ତିମ ବର୍ଷର ଛାତ୍ରମାନେ ରହିବେ ଡ୍ୟୁଟିରେ: PMO

ନୂଆଦିଲ୍ଲୀ: କରୋନା (Covid-19) ଦ୍ଵାରା ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) କରୋନା ସହ ଲଢିବା ପାଇଁ ଡାକ୍ତରୀ କର୍ମଚାରୀଙ୍କ ଉପଲବ୍ଧତା ବୃଦ୍ଧି କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ, NEET-PG ପରୀକ୍ଷାକୁ ଅତି କମରେ ୪ ମାସ ସ୍ଥଗିତ ରଖିବାକୁ କୁହାଯାଇଛି। PMO ଦବାରା ଜାରି ବିବୃତ୍ତି ଅନୁଯାୟୀ, MBBS ଅନ୍ତିମ ବର୍ଷର ଛାତ୍ରମାନେ ଅଧ୍ୟାପକଙ୍କ ତତ୍ତ୍ଵାବଧାନରେ ଟେଲିକନସୋଲେସନ ଏବଂ ସ୍ୱଳ୍ପ କୋଭିଡ ମାମଲାର ତଦାରଖ…

Read More
odisha-high school-min

Reservation: ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ

ଭୁବନେଶ୍ଵର: ଚଳିତ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‍ ଅଧିବେଶନରେ (Odisha Assembly Budget Session) ଆଜି ନବମ ଦିବସରେ ମହାତ୍ମା ଗାନ୍ଧୀ (Mahatma Gandhi) ଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୃହରେ ଆଜି ସ୍ୱତନ୍ତ୍ର ଭାବେ ୩ ଘଣ୍ଟିଆ ଆଲୋଚନା ହୋଇଛି। ଏଣିକି ସରକାରୀ ହାଇସ୍କୁଲ (High school) ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଡାକ୍ତରୀ ଓ ବୈଷୟିକ (Medical and Engineering) ଶିକ୍ଷାରେ ନାମଲେଖା (Admission) କ୍ଷେତ୍ରରେ ୧୫% ପ୍ରତିଶତ ସଂରକ୍ଷଣ (15…

Read More
mbbs admission

MBBS: ଡାକ୍ତରୀ ଶିକ୍ଷା ଏମ୍‌ବିବିଏସ୍‌ ନାମଲେଖା ନିୟମ କ୍ଷେତ୍ରରେ ସଂସ୍କାର ପାଇଁ ବୃହତ୍‌ ପଦକ୍ଷେପ, ଆସନ ସଂଖ୍ୟା ବୃଦ୍ଧି, ନୂଆ ନିୟମ ଜାରୀ

ନୂଆଦିଲ୍ଲୀ: ଡାକ୍ତରୀ ଶିକ୍ଷା (Medical Education) କୁ ସୁଲଭ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଜାତୀୟ ମେଡିକାଲ କମିଶନ (NMC) ତାହାର ପ୍ରଥମ ବଡ଼ଧରଣର ନୀତିନିୟମ ଆଜି ଘୋଷଣା କରିଛି। ବାର୍ଷିକ ଏମ୍‌ବିବିଏସ୍‌ (MBBS Admission) ନାମଲେଖା ନିୟମ୨୦୨୦ପାଇଁ ସର୍ବନିମ୍ନ ଆବଶ୍ୟକତା ଶୀଷର୍କରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ପୂର୍ବର ଭାରତୀୟ ଭେଷଜ ପରିଷଦ ବା ଏମ୍‌ସିଆଇର ବାର୍ଷିକ ନାମଲେଖା ସଂକ୍ରାନ୍ତ ୧୯୯୯ର ନିୟମକୁ ରଦ୍ଦ କରାଯାଇଛି। ନୂଆ ନିୟମ ଅନୁସାରେ ଏଣିକି ଦେଶର…

Read More
dharmendra Pradhan

ଓଡ଼ିଶାରେ ୬ଟି ମେଡ଼ିକାଲ୍ କଲେଜର ନିର୍ମାଣ କାମ ଚାଲୁଅଛି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର:ଓଡିଶା ସମେତ ଦେଶରେ ବିଶ୍ୱମାନର ଚିକିତ୍ସା ସୁବିଧା ଭିତ୍ତିଭୂମି ଉପରେ ମୋଦୀ ସରକାର ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବିଗତ ୬ବର୍ଷ ମଧ୍ୟରେ ଓଡ଼ିଶାରେ ୬ଟି ମେଡ଼ିକାଲ୍ ସମେତ ସାରାଦେଶରେ ୧୫୦ଟି ନୂଆ ମେଡିକାଲ୍ କଲେଜ୍ ନିର୍ମାଣ କରିବାର କାମ ଆରମ୍ଭ କରିଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି…

Read More

ଯୋଗୀ ସରକାରରେ ଥିବା ମନ୍ତ୍ରୀ କମଲ ରାଣୀ ବରୁଣଙ୍କ କରୋନାରେ ଦେହାନ୍ତ ;ସିଏମ ଯୋଗୀ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ ସ୍ଥଗିତ

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ସରକାରଙ୍କ ବୈଷୟିକ ଶିକ୍ଷା ମନ୍ତ୍ରୀ କମଲ ରାନୀ ବରୁଣଙ୍କ ରବିବାର ଦେହାନ୍ତ ହୋଇଛି। କରୋନା ଭାଇରସ ସଂକ୍ରମଣ ହେତୁ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏସଜିପିଜିଆଇ(SGPGI )ର ଡାକ୍ତର ଅମିତ ଅଗ୍ରୱାଲ ଏ ଘୋଷଣା କରିଛନ୍ତି। ମନ୍ତ୍ରୀ କମଲ ରାନୀ ବରୁଣଙ୍କ ମୃତ୍ୟୁ ପରେ ସିଏମ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ଗସ୍ତକୁ ସ୍ଥଗିତ ରଖିଛନ୍ତି। ଉତ୍ତରପ୍ରଦେଶରେ ବିଶ୍ଵ ମହାମାରୀ କରୋନାଭୂତାଣୁ ବିସ୍ତାର ଜାରି ରହିଛି। ଡକ୍ଟର…

Read More
covid odisha

କୋଭିଡ-୧୯ ସୁସ୍ଥଙ୍କ ସଂଖ୍ୟା ୭ ଲକ୍ଷ ଟପିଲା; ଦେଶରେ ମୃତ୍ୟୁହାର ୨.୪୬ ପ୍ରତିଶତ, ଯାହାକି ବିଶ୍ଵରେ ସର୍ବନିମ୍ନ

ନୂଆଦିଲ୍ଲୀ:କରୋନା ମୃତ୍ୟୁହାର ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି । ଭାରତର ମୃତ୍ୟୁହାର ଆଜି ୨.୪୬ ପ୍ରତିଶତରେ ପହଞ୍ଚିଛି ଯାହାକି ବିଶ୍ୱରେ ସର୍ବନିମ୍ନ। ଉଭୟ କମ ଓ ଗୁରୁତର ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ଇ-ଆଇସିୟୁ(E-ICU) ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୃତ୍ୟୁହାର କମାଇବା ଲକ୍ଷ୍ୟ ରଖି ଏମ୍ସ ପକ୍ଷରୁ ୧୧ ଟି ରାଜ୍ୟର ୪୩ ଟି ହସ୍ପିଟାଲରେ ଦକ୍ଷ ଚିକିତ୍ସକମାନଙ୍କୁ…

Read More

କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ନିକଟତମ ଆତ୍ମୀୟଙ୍କୁ ମିଳିବ ମାସିକ ସହାୟତା

ଭୁବନେଶ୍ଵର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି ତେବେ ନିକଟତମ ଆତ୍ମୀୟଙ୍କୁ ମାସିକ ସହାୟତା ମିଳିବ। କୋଭିଡ୍ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା କେହି ଅଙ୍ଗନବାଡ଼ି କର୍ମୀ ଯଦି ସଂକ୍ରମିତ…

Read More

ଅନୁଗୋଳ ରୁ ଆଜି ୧୫ ଜଣ କରୋନା ପଜିଟିଭ ଚିହ୍ନଟ;ପଜିଟିଭ ସଂଖ୍ୟା ୧୫୪

ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲାରୁ ପୁଣି ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି। ମଙ୍ଗଳବାର ବାହାରିଥିବା ୧୫ ଜଣ ପଜିଟିଭଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୬ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୬ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୨ ଜଣ ଏବଂ  ଜଣେ ପାଳଲହଡା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ୍‌ର ଏକ ଶିକ୍ତ ସଂସ୍ଥା ଅଞ୍ଚଳ ମଧ୍ୟରୁ ୪ ଜଣ ଏବଂ  ବାହାରୁ…

Read More