ଜାପାନର କ୍ୟୁସୁ ଅଞ୍ଚଳରେ ଭୟଙ୍କର ବନ୍ୟା ; ହଜାରେ ରୁ ଉର୍ଦ୍ଧ ଘର ଭାସିଗଲା
ବୁଧବାର ସକାଳେ ପ୍ରବଳ ମୁଷଳଧାରା ବର୍ଷା ଜାପାନ ର ଉତ୍ତରକ୍ୟୁଶୁ ଅଞ୍ଚଳ କୁ ଛାରଖାର କରିଦେଇଛି। ଚିକୁଗୋ ନଦୀ ଏବଂ ଓଟା ନଦୀ ରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଓଟା ସହରରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ କ୍ୟୁସୁରେ ପ୍ରାୟ ଏକ ହଜାର ଘର ଜଳମଗ୍ନ ହୋଇଛି। ବର୍ଷାର କେନ୍ଦ୍ର ପୂର୍ବ ଦିଗକୁ ଗତି କରିଛି ଏବଂ ଜାପାନ ପାଣିପାଗ ବିଭାଗ ବୁଧବାର ସକାଳେ ଜିଫୁ ଏବଂ ନାଗାନୋ ରେ ପ୍ରବଳ…
