ବିଶ୍ଵ ରେ କରୋନା ସଂକ୍ରମଣ ୭୯ ଲକ୍ଷରୁ ଅଧିକ, ମୃତ୍ୟୁସଂଖ୍ୟା ୪,୩୪,୦୦୦ ଅତିକ୍ରମ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବଶେଷ ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମଣର ସଂଖ୍ୟା ୭୯ ଲକ୍ଷ ଅତିକ୍ରମ କରିଛି। କରୋନା ଭୂତାଣୁ ରେ ମୃତ୍ୟୁ ସଂଖ୍ୟା ୪,୩୪,୦୦୦ ଅତିକ୍ରମ କରିଛି। ଗୋଟିଏ ଦିନ ପୂର୍ବରୁ କରୋନାରୁ ୩,୯୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମଣ କ୍ଷେତ୍ରରେ ଆମେରିକା ପ୍ରଥମ ରାଷ୍ଟ୍ର ହୋଇ ରହିଛି। ଦ୍ୱିତୀୟ ସ୍ଥାନରେ ବ୍ରାଜିଲ , ଋଷିଆ ତୃତୀୟ ଓ ଭାରତର ଚତୁର୍ଥ ସ୍ଥାନରେ ରହିଛି । ପ୍ରତିବନ୍ଧକ ହଟିବା…
