Home » odisha assembly session
Odisha Budget 2022-23

Odisha Budget 2022-23: ବିଧାନସଭାରେ ୧୬,୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ଵର: Odisha Budget 2022-23 ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଆଜି ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ (Odisha Budget 2022-23) ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର…

Read More
assembly

Odisha Assembly Winter Session: ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୧ ପୂର୍ବରୁ

Bhubaneswar : ବର୍ଷ ଶେଷ ପୂର୍ବରୁ ବିଧାନସଭା (Assembly) ର ଶୀତକାଳୀନ ଅଧିବେଶନ ବସିବା ନେଇ ସୂଚନା ମିଳିଛି। ଡିସେମ୍ବର ୩୧ ପୂର୍ବରୁ ଏହି ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (Surya Narayan Patra) କହିଛନ୍ତି। ବିଧାନସଭାର ନିୟମ ଅନୁଯାୟୀ ୬୦ ଦିନ ଗୃହକାର୍ଯ୍ୟ ଚାଲିବା କଥା; କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଧରି ଗୃହ କାର୍ଯ୍ୟ ଚାଲିଥିଲା। ତେଣୁକରି ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହକାର୍ଯ୍ୟ…

Read More