Odisha Assembly: ଆସନ୍ତା ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବେ ସରକାର:ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
ଭୁବନେଶ୍ଵର: ବିଧାନସଭା ବଜେଟ୍ ଅଧିବେସନ (Odisha Assembly Budget Session) ର ଦ୍ୱିତୀୟ ପର୍ଯ୍ୟାୟର ସପ୍ତମ ଦିନରେ ଆଜି ଗୃହକାର୍ଯ୍ୟ ସାମାନ୍ୟ ସ୍ୱାଭାବିକ ରହିଛି। ଗତ ୬ଦିନ ଧରି ଧାନକିଣା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଓ ଧାରଣା ପ୍ରଦର୍ଶନ ପରେ ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତ୍ତି ରଖିଛନ୍ତି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ଲକ୍ଷ…
