Home » Odisha Breaking News
Demonetisation Decision 2016

Demonetisation Decision 2016: ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତି ଠିକ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : Demonetisation Decision 2016 ଆଜି ବିମୁଦ୍ରୀକରଣକୁ ନେଇ ଏକ ବଡ଼ ରାୟ ଆସିଛି। କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଗତ ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଉପଯୁକ୍ତ ଦର୍ଶାଇ ସୁପ୍ରିମକୋର୍ଟ ସମର୍ଥନ ଜଣାଇଛନ୍ତି। ଆଜି ଜଷ୍ଟିସ୍‌ ଏସ୍‌.ଏ.ନାଜିର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ନିଜ ରାୟ…

Read More
Koraput News

Koraput News: ଯବାନଙ୍କ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ

କୋରାପୁଟ: Koraput News କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ୍‍ ଗୁପ୍ତେଶ୍ୱର ପଞ୍ଚାୟତର ମାଳିପଦର ଜଙ୍ଗଲରେ ଏସ୍‍ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଆଜି ଶୁକ୍ରବାର ଏସମ୍ପର୍କରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ୍‍ ସୂଚନାଦେଇ କହିଛନ୍ତି। ଏସ୍‍ଓଜି ପକ୍ଷରୁ ମଧ୍ୟରାତ୍ରିରେ କମ୍ବିଂ ଅପରେସନ ଚାଲିଥିଲା। ଏହିସମୟରେ ପାଖାପାଖି ୨୦ ରୁ ଊର୍ଦ୍ଧ୍ୱ ମାଓବାଦୀ ଜଙ୍ଗଲରେ ଶିବିର କରିଥିବା ସୂଚନା ମିଳିଥିଲା। ମାଳିପଦର…

Read More
bse-school

Odisha 10th New Syllabus: ନବମ, ଦଶମ ପାଇଁ ନୂଆ ବିଷୟ, ୭୦୦ ମାର୍କର ବୋର୍ଡ ପରୀକ୍ଷା

କଟକ: Odisha School New Syllabus For Class 9th and 10th ଓଡ଼ିଶାର ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଲାଗୁ ହେବ ନୂଆ ବିଷୟ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ। ଏ ନେଇ ବୋର୍ଡ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି। ଆସ୍‌ପିରେସନାଲ୍‌ କମ୍ପୋନେଣ୍ଟରେ ୪ଟି ବିଷୟ ରହିବ। ବୁକ୍‌ ରିଭ୍ୟୁ, ପ୍ରୋଜେକ୍ଟ ୱର୍କ, କୋ-କରିକୁଲମ ଆକ୍ଟିଭିଟି, ବେସିକ ଆଇଟି ସ୍କିଲ୍‌ ଆଦି ବିଷୟ ରହିବା। ଏଥିପାଇଁ  ୨୫ ମାର୍କ ଲେଖାଏଁ…

Read More
odisha_cyclone

Odisha Cyclone: ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା; ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : Odisha Weather News ଅକ୍ଟୋବର ଏବଂ ନଭେମ୍ବର ମାସରେ ଓଡ଼ିଶାକୁ ରହିଥାଏ ବାତ୍ୟା (Odisha Weather-Cyclone) ଭୟ। ଏଥର ମଧ୍ୟ ଏମିତି ଭୟ ଦେଖାଦେଇଛି। ଏହାକୁ ନେଇ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଓଡ଼ିଶାର ଜଳବାୟୁ ସ୍ଥିତି ବାତ୍ୟା ଅନୁକୂଳ ରହିଛି, କିନ୍ତୁ ଆସନ୍ତା ୧୫…

Read More
weather odisha

Odisha Weather News : ଆସନ୍ତା ୨ଦିନ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : Odisha Weather News ଓଡ଼ିଶାରେ ବର୍ଷା ଜାରି ରହିଛି। ଯେହେତୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ରହି ରହିଛି। ଆସନ୍ତାକାଲି ୯ ତାରିଖଠାରୁ ଉପକୂଳ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିବ। ସେହିପରି ୧୦ ତାରିଖରେ ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୂଚନା ଅନୁସାରେ ଦକ୍ଷିଣ ବ‌ଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

Read More
heavy-rains_odisha

Odisha Weather : ଲଘୁଚାପ ଦୁର୍ବଳ, କିନ୍ତୁ ୧୬ ଜିଲ୍ଲାରେ ହେବ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ବ୍ୟୁରୋ): Odisha Weather ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଦୁବଳ ହୋଇ ଆନ୍ଧ୍ରଉପକୂଳକୁ ଗତିକରିଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ…

Read More
odisha_weather2

Odisha Weather Today : ବର୍ଷା ଧୋଇନେବ ଦଶହରା, ଆସନ୍ତା ୪ ଦିନ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ବ୍ୟୁରୋ): Odisha Weather Updates For next 4 Days ଓଡ଼ିଶାରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ (Odisha Weather) ସକ୍ରିୟ ରହିଛି। ଫଳରେ ରବିବାରଠାରୁ ବର୍ଷାର ପ୍ରଭାବ ବଢିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵରରୁ ଏମିତି ସୂଚନା ମିଳିଛି।   ଗତକାଲି ରବିବାର ବୌଦ, କୋରାପୁଟ, କଳାହାଣ୍ଡି, ଅନୁଗଳ, ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ବୌଦରେ ସର୍ବାଧିକ ୩୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ  କୋରାପୁଟରେ ୩୨.୫…

Read More
odisha_weather_updates

Odisha Weather Updates : ରାଜ୍ୟରେ ଆସନ୍ତା ୨ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଅକ୍ଟୋବର ୧ରୁ ଆହୁରି ବଢିବ

ଭୁବନେଶ୍ୱର (ବ୍ୟୁରୋ): Odisha Weather Updates For next 7 Days ଓଡ଼ିଶାରେ ଆଜିଠାରୁ ୩୦ତାରିଖ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ  ପ୍ରବଳ ବର୍ଷା ହେବାର ସମ୍ଭାବନା (Odisha Weather Updates) ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଅକ୍ଟୋବର ୨ ଓ ୩ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ତେବେ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେବ କି ନାହିଁ ତାହା ସ୍ପଷ୍ଟ…

Read More
Odisha_weather1

Odisha Weather: ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା, ୨୦ ଜିଲ୍ଲାକୁ ଚେତାବନୀ,୧ରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର (ବ୍ୟୁରୋ): Odisha Weather Today Latest Report Updates ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଉତ୍ତରପୂର୍ବ ଦିଗରେ ଆସନ୍ତା ୧ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ( Odisha Weather) ସୃଷ୍ଟିହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧ ତାରିଖଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତାକାଲି ଏବଂ ୨୯ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ…

Read More
odisha-weather_today

Odisha Weather Today Latest: ଆସନ୍ତା କାଲି ପ୍ରବଳ ବର୍ଷା; ୨ରେ ପୁଣି ଏକ ଲଘୁଚାପ, ପୂଜାରେ ରାଜ୍ୟସାରା ବର୍ଷିବ

ଭୁବନେଶ୍ୱର (ବ୍ୟୁରୋ): Odisha Weather Today Latest Report Updates ଆଜି କଟକ, ଭୁବନେଶ୍ଵର ସମେତ କେତକ ଜିଲ୍ଲାରେ ବର୍ଷା ଲାଗିରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ନିକଟବର୍ତ୍ତୀ ଆନ୍ଧ୍ର୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା (Odisha Weather Today) ରେ ମୌସୁମୀବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

Read More
odisha weather

Odisha Weather : ଆସନ୍ତା ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ୨୭ରୁ ରାଜ୍ୟ ସାରା ବର୍ଷିବ

ଭୁବନେଶ୍ୱର (ବ୍ୟୁରୋ): Odisha Weather Latest Report Updates ଆଜି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ପାଗ ମେଘୁଆ (Odisha Weather) ରହିଛି ଅଳ୍ପ କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ସୂଚନାଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡିକ ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡା, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ,…

Read More