Home » ODISHA NEWS » Page 19
odisha-rains

Weather Report Odisha: ଓଡ଼ିଶାରେ ଆଜିଠାରୁ ୨ ଦିନ ବର୍ଷା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରବାହରେ ବଙ୍ଗୋପ ସାଗର (The Bay Of Bengal) ମଧ୍ୟରୁ ଓଡ଼ିଶା (Odisha) ଭିତରକୁ ଉଷ୍ଣ ଜଳୀୟବାଷ୍ପ ବାୟୁ ପ୍ରବାହ ଦ୍ଵାରା ଆଜି ଗୁରୁବାର ଏବଂ ଆସନ୍ତାକାଲି ୪ ତାରିଖ ଶୁକ୍ରବାର ରାଜ୍ୟର କେତକ ଜିଲ୍ଲାରେ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗୁରୁବାର ଭୋରୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ…

Read More
free ration

Ration Card: ମାର୍ଚ୍ଚରୁ ବନ୍ଦ ହୋଇପାରେ ମାଗଣା ରେସନ ଯୋଜନା!

ନୂଆଦିଲ୍ଲୀ: ଯଦି ଆପଣ ସରକାରଙ୍କ ମାଗଣା ରାସନ ଯୋଜନା (Free Ration Yojana) ର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। କାରଣ ସାଧାରଣ ବଜେଟ୍ (Union Budget) ପରେ, ମାର୍ଚ୍ଚ ପରେ କାର୍ଡଧାରୀମାନେ ମାଗଣା ରାସନର ଲାଭ ପାଇବେ କି ନାହିଁ ସରକାର ସ୍ପଷ୍ଟ କରିଛନ୍ତି। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Union Finance Minister Nirmala Sitharaman) ଏହାର ଜବାବ ଦେବାବେଳେ ଗଣମାଧ୍ୟମକୁ କହିଛନ୍ତି ଯେ ବଜେଟ ବ୍ୟତୀତ ତାଙ୍କର ଆଉ…

Read More
indane lpg cylinder gas

LPG Cylinder Price: ବର୍ତ୍ତମାନ LPG ଗ୍ୟାସ ସିଲିଣ୍ଡର ମାତ୍ର ୬୩୬ ଟଙ୍କାରେ ମିଳିବ

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍ (LPG Gas) ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣ ନିକଟରେ LPG ସିଲିଣ୍ଡର ବୁକ୍ କରିବାକୁ ଯାଉଛନ୍ତି, ତେବେ ଏହି ଖବର ଆପଣଙ୍କୁ ଖୁସି ଦେଇପାରେ କାରଣ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କ ପାଇଁ ଶସ୍ତା ଏଲପିଜି ଗ୍ୟାସ୍ ସିଲିଣ୍ଡରର ବିକଳ୍ପ ଆରମ୍ଭ କରିଛନ୍ତି। ଏହି ବିକଳ୍ପ ଗ୍ରହଣ କରିବା ପରେ, ଆପଣ ମହଙ୍ଗା ଗ୍ୟାସ୍ ସିଲିଣ୍ଡର କିଣିବା ଠାରୁ ମୁକ୍ତି ପାଇବେ। ୟୁନିୟନ ବଜେଟର ଦିନ ଫେବୃଆରୀ ୧ ରେ…

Read More
school_closed

School Closed: କରୋନା କାଳରେ ସ୍କୁଲ, କଲେଜ ବନ୍ଦ ପାଇଁ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ଡ୍ରପଆଉଟ

ନୂଆଦିଲ୍ଲୀ:କରୋନା ସଂକ୍ରମଣ (Coronavirus) ପରେ ବାରମ୍ବାର ଦେଶରେ ଲକଡାଉନ (Lockdown) ଏବଂ ସଟଡାଉନ (Shutdown) ଶିକ୍ଷା କ୍ଷେତ୍ର ଉପରେ ବହୁତ ପ୍ରଭାବ ପକାଇଛି। ସୂଚନା ଅନୁସାରେ କେନ୍ଦ୍ର କହିଛି ଯେ ଏହାର ପ୍ରକୃତ ପ୍ରଭାବ ଆକଳନ କରିବା କଷ୍ଟକର କାରଣ ଏହା ପାଇଁ ସର୍ବଶେଷ ଉପଲବ୍ଧ ବ୍ୟାପକ ସରକାରୀ ତଥ୍ୟ ଉପଲବ୍ଧ ନାହିଁ।   ସୋମବାର ପ୍ରକାଶ ପାଇଥିବା ଇକୋନୋମିକ୍ ସର୍ଭେରେ (Economic Survey) ଏହା ପ୍ରି-କୋଭିଡ୍ ଟ୍ରେଣ୍ଡ୍ ବୋଲି କହିଛି, କିନ୍ତୁ COVID-19 ପ୍ରବର୍ତ୍ତିତ ପ୍ରତିବନ୍ଧକ…

Read More
Cyber_Fruad

ସାବଧାନ: ବୁଷ୍ଟର ଡୋଜ ନାମରେ Account ଖାଲି, ଡିଜିଟାଲ୍ ଠକଙ୍କ ନୂଆ କୌଶଳ

ନୂଆଦିଲ୍ଲୀ:ଆଜିକାଲି ଦେଶର ପ୍ରତ୍ୟେକ ନାଗରିକ କରୋନାକୁ (Coronavirus) ଡରୁଛନ୍ତି। ଯେହେତୁ ଦିନକୁ ଦିନ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି।  ଏଭଳି ପରିସ୍ଥିତିରେ ସାଇବର ଠକ (Cyber Fraud) ଠକେଇର ଏକ ନୂଆ ଉପାୟ ଉଦ୍ଭାବନ କରିଛି। ବର୍ତ୍ତମାନ ସେମାନେ ବୁଷ୍ଟର ଡୋଜ (Booster Dose) ନାମରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ (Bank Account) ରେ ପ୍ରବେଶ କରୁଛନ୍ତି।  ସାଇବର ସେଲ ଅନୁଯାୟୀ, ପ୍ରତିଦିନ ବୁଷ୍ଟର ଡୋଜ ନାମରେ ଶହ ଶହ ଠକେଇ ଆସୁଛି। ଦିନକୁ…

Read More
indane lpg cylinder gas

୧୯ କିଲୋଗ୍ରାମ ଓଜନ LPG ସିଲିଣ୍ଡରର ମୂଲ୍ୟ ୧୦୨ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ଇଂରାଜୀ ନୂଆବର୍ଷରେ LPG ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତି ମିଳିଛି। ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ଯାହାକି ରେଷ୍ଟୁରାଣ୍ଟ ଓ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ସୂଚନାଯୋଗ୍ୟ ୨୦୨୧ ଡିସେମ୍ବର ୧ ରେ ୧୯ କେଜି ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା। ଯାହାକି ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର…

Read More

PRARAMBH : କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା “ପ୍ରାରମ୍ଭ” ଯୋଜନା

ଭୁବନେଶ୍ଵର: ଟୁଇନ୍‍ସିଟି କଟକ (CUTTACK) ଓ ଭୁବନେଶ୍ୱରରେ (BHUBANESWAR) ଅପହରଣ ଓ ନିଖୋଜ ମାମଲାକୁ ରୋକାଯିବା ଲାଗି କମିସନରେଟ୍‍ ପୁଲିସ (COMMISSIONERATE POLICE) ପକ୍ଷରୁ ଏକ ନୂତନ ଯୋଜନା ‘ପ୍ରାରମ୍ଭ’ର (PRARAMBH) ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରସ୍ଥିତ କମିସନରେଟ୍‍ ପୁଲିସର ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ଶୁଭାରମ୍ଭ କରିଛନ୍ତି। ଏଥିଲାଗି ଏକ ସ୍ୱତନ୍ତ୍ର ସହାୟତା ନମ୍ବର ଜାରି କରାଯାଇଛି। ଏହି ନମ୍ବରଟି ହେଲା ୦୬୭୪-୨୫୪୫୪୪୫। ସରକାରୀ କାର୍ଯ୍ୟଦିବସ ଗୁଡ଼ିକରେ ଦିନ…

Read More

Weather Report Odisha:ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ପ୍ରବଳ ବର୍ଷାର ସମ୍ଭାବନା

ଭୂବନେଶ୍ଵର: ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ସମୂଦ୍ର ପତନରୁ ବାୟୁମଣ୍ଡଳରେ ୫ ଦଶମିକ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Read More
calcutta _hc

ମମତା ବାନାର୍ଜୀଙ୍କୁ ଝଟକା, ନିର୍ବାଚନ ପରବର୍ତ୍ତୀ ହିଂସା ର ହେବ CBI ଯାଞ୍ଚ, BJP ର ସ୍ଵାଗତ

କୋଲକାତା: ପଶ୍ଚିମବଙ୍ଗ (West Bengal) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banarjee) ଙ୍କୁ ହାଇକୋର୍ଟ (High Court) ତରଫରୁ ଝଟକା ଲାଗିଛି। ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନ (Assembly Election) ପରବର୍ତ୍ତୀ ହିଂସା ଘଟଣାରେ ହାଇକୋର୍ଟ ସିବିଆଇ (CBI) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମମତା ବାନାର୍ଜୀ ସରକାରଙ୍କ ବିପକ୍ଷରେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଲିକତା ହାଇକୋର୍ଟ ମଧ୍ୟ ହିଂସା ଘଟଣାର ତଦନ୍ତ ପାଇଁ ଏସଆଇଟି (SIT) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

Read More
Nirmala _sitaraman

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଁ କଂଗ୍ରେସ ସରକାର ଦାୟୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (Petrol and Diesel Price) ସର୍ବାଧିକ ରହିଛି। ତେବେ ପ୍ରାୟ ଗତ ଏକ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭବିଷ୍ୟତରେ ତୈଳ ମୂଲ୍ୟ ହ୍ରାସ ପାଇବ କି ନାହିଁ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) କହିଛନ୍ତି ଯେ ଆମର ହାତ ବନ୍ଧା ହୋଇଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ସେ ଡକ୍ଟର…

Read More
e-rupi-digital-payment

e-Rupi ସେବା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବାଟମାରଣା ମୁକ୍ତ ହେବ କଲ୍ୟାଣକାରୀ ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସୋମବାର ଡିଜିଟାଲ ପେମେଣ୍ଟ (Digital Payment) ପାଇଁ ଏକ ନୂତନ ପ୍ଲାଟଫର୍ମ e-Rupi ଆରମ୍ଭ କରିଛନ୍ତି। ଏହି ସମୟରେ ପିଏମ ମୋଦୀ କହିଛନ୍ତି ଯେ ଆଜି ଡିଜିଟାଲ ଶାସନକୁ ଦେଶ ଏକ ନୂଆ ଦିଗ ଦେଉଛି। e-RUPI ଭାଉଚର ଡିଜିଟାଲ କାରବାର, ଦେଶରେ DBT କୁ ଅଧିକ ପ୍ରଭାବଶାଳୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କେବଳ ସରକାର…

Read More