Home » ODISHA NEWS » Page 26
election_odisha

Odisha By-Election: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ, ୩ରେ ମତଦାନ

ଭୁବନେଶ୍ଵର (mahimalive): ରାଜ୍ୟରେ ବାଲେଶ୍ୱର ସଦର (Baleswar Sadar) ଏବଂ ତିର୍ତ୍ତୋଲ (Tirtol) ଉପନିର୍ବାଚନ ଆସନ୍ତା ୩ ତାରିଖରେ ହେବାକୁ ଥିବାବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ହେଉଛି ପ୍ରଚାରର ଶେଷ ଦିନ। ବିଜେଡି, ବିଜେପି ଏବଂ କଂଗ୍ରେସର ତୁଙ୍ଗନେତାମାନେ ପ୍ରଚାର କାର୍ଯ୍ୟ ଜୋର୍‍ଦାର୍‍ କରିଛନ୍ତି। ଚଳିତ ଉପନିର୍ବାଚନରେ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ସିସିଟିଭି ବ୍ୟବହାର ହେବ ବୋଲି ନିର୍ବାଚନ କମିଶନରଙ୍କ ତରଫରୁ ଜଣାପଡ଼ିଛି। ଏଥିସହିତ ଭୋଟ୍‍ଗ୍ରହଣ ପୂର୍ବରୁ ପ୍ରତ୍ୟେକ ବୁଥ୍‍କୁ ସାନିଟାଇଜ୍‍ କରାଯିବା ସହ…

Read More
crop-burning

Delhi-NCR: ପ୍ରଦୂଷଣ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ନୂଆ ନିୟମ, ୫ ବର୍ଷ ଜେଲ,୧ କୋଟି ଜୋରିମାନା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର (Delhi-NCR) ରେ ବାୟୁ ପ୍ରଦୂଷଣ (Air Pollution) ର ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ତୁରନ୍ତ ପ୍ରଭାବ ପକାଇବା ସହ ଏକ ନୂତନ ଆଇନ ପ୍ରଣୟନ କରିଛନ୍ତି। ଏହାର ନିୟମ ଉଲ୍ଲଂଘନକାରିଙ୍କୁ  ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୧ କୋଟି ଟଙ୍କା କିମ୍ବା ଉଭୟ ଦଣ୍ଡିତ ଲାଗୁ କରାଯାଇପାରେ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଗୁରୁବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ କହିଛି, ଏହି ନିୟମକୁ ଏନସିଆରରେ ବାୟୁ…

Read More
Weather Report of Odisha

Weather Report: ରାଜ୍ୟରୁ ଫେରିଗଲା ମୌସୁମୀ

Bhubaneswar : ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ (South-West Monsoon ) ବାୟୁ ବିଦାୟ ନେଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମୌସୁମୀ ପ୍ରଭାବରେ ରାଜ୍ୟରେ ଜୁନ ପହିଲାରୁ ଅକ୍ଟୋବର ୨୮ ମଧ୍ୟରେ ୧୩୦୨.୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।  ଯାହାକି ସ୍ୱାଭିବକ ବର୍ଷାଠାରୁ ୪ ପ୍ରତିଶତ ଅଧିକ। ଝାରସୁଗୁଡା, ଦେବଗଡ ଏବଂ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୨୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା…

Read More
Similipal-National-Park

Similipal: ଆସନ୍ତା ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

Similipal: କରୋନା ମହାମାରୀ କାଳରେ ବନ୍ଦ ଥିବା ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟ (Similipal National Park) ଆସନ୍ତା ମାସନଭେମ୍ବର ୧ ତାରିଖରୁ ପର୍ଯ୍ୟଟକ ମାନଙ୍କ ଲାଗି ଖୋଲିବ। ଶିମିଳିପାଳ ପର୍ଯ୍ୟଟକମାନଙ୍କ ପାଇଁ ସବୁ ସମୟରେ ଆକର୍ଷଣ କେନ୍ଦ୍ରବିନ୍ଦୁ ରହିଆସିଛି। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ସହସ୍ରାଧିକ ପର୍ଯ୍ୟଟକ ଏଠାକୁ ଆସି ଜୀବଜନ୍ତୁଙ୍କ ସହିତ ନଦୀ, ଝରଣା, ଜଳପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥା’ନ୍ତି। ଚଳିତ ବର୍ଷ କୋଭିଡ୍‍ (Covid-19…

Read More
moon sofia

SOFIA NASA: ଚନ୍ଦ୍ର ପୃଷ୍ଠରେ ମିଳିଲା ଜଳ; ଜୀବନ ସମ୍ଭାବନା ପାଇବା ସହଜ ହେବ

ନାସା: ନାସା (NASA) ପୂର୍ବ ଅନୁସନ୍ଧାନରେ ଚନ୍ଦ୍ରରେ ହାଇଡ୍ରୋଜେନ (Hydrogen) ଚିହ୍ନଟ କରାଯାଇଥିଲା, କିନ୍ତୁ ଜଳ ଥିବାର ନିଶ୍ଚିନ୍ତ ହୋଇନଥିଲା। ଏହି ଅଧ୍ୟୟନ ଚନ୍ଦ୍ର ପୃଷ୍ଠରେ ଜଳର ଉପସ୍ଥିତିକୁ ଏକ ଭିନ୍ନ ମୋଡ଼ରେ ନେଇଛି। ଏକ ନୂତନ ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଚନ୍ଦ୍ର ପୃଷ୍ଠରେ ଆହୁରି ଅଧିକ ଜଳ ଥାଇପାରେ। ଆମେରିକା (America) ମହାକାଶ ଏଜେନ୍ସି ନାସା (NASA) ଚନ୍ଦ୍ର ବିଷୟରେ ଏକ ରୋମାଞ୍ଚକର ଘୋଷଣା କରିଛି। ନାସା କହିଛି ଯେ ସେମାନଙ୍କର ମିଶନ…

Read More

ବାରାମୁଲ୍ଲାରେ ଭାରତୀୟ ସେନା ଦ୍ୱାରା ଆୟୋଜିତ କପୋତ ଉଡ଼ାଣ ପ୍ରତିଯୋଗିତା

ବାରାମୁଲ୍ଲା (ଜାମ୍ମୁ କାଶ୍ମୀର): ଭାରତୀୟ ସେନାର ଡେଗର୍ ଡିଭିଜନ୍ (Dagger division) ଶାହ ଜୁର ରବ ରଖା କପୋତ ଗ୍ରୁପ୍ (Shah Zoor Rab Rakha Pigeon Group) ସହିତ ରବିବାର ଦିନ ଜାମ୍ମୁ କାଶ୍ମୀର (Jammu and Kashmir) ର ବାରାମୁଲ୍ଲା (Baramulla) ଜିଲ୍ଲାରେ ଏକ କପୋତ ଉଡ଼ାଣ ପ୍ରତିଯୋଗିତା ଆୟୋଜନ କରିଛି। ଏହି ପ୍ରତିଯୋଗିତାରେ ପ୍ରାୟ ୨୦ ଜଣ ଅଂଶଗ୍ରହଣ କରିଥିଲେ, ଯାହା କୋଟ୍ରା ବାଜି (Kotra Baazi) ନାମରେ ମଧ୍ୟ ଜଣାଶୁଣା। ପ୍ରତିଯୋଗିତା…

Read More
Cuttack-durga

Durga Puja : ଆଜି ମହାନବମୀ, ପୂଜା ପାଉଛନ୍ତି ମା’ ଦୂର୍ଗା

କଟକ: ଚଳିତ ବର୍ଷ ନିରାଡମ୍ବର ଭାବେ ସରକାରଙ୍କ ନିୟମାବଳୀ ଅନୁସାରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି ପୂଜାମଣ୍ଡପ ଗୁଡ଼ିକ ସମ୍ମୁଖରେ ପରଦା ଟଣାଯାଇ ପୂଜା କରାଯିବା ସହ କୌଣସି ଭକ୍ତଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି। ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ରାଜ୍ୟର ମୃଣ୍ମୟୀ ଦେବୀଙ୍କ ପୂଜାମଣ୍ଡପ ଗୁଡ଼ିକରେ ମହାନବମୀ ଅନୁଷ୍ଠିତ ହେଉଥିବାବେଳେ ଦେବୀପୀଠ ଗୁଡ଼ିକରେ ବିଜୟାଦଶମୀ ପାଳିତ ହେଉଛି। ଭଦ୍ରକ ଜିଲ୍ଲା ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଥିବା ଦେବୀ ଜୟଦୁର୍ଗାଙ୍କର ଆଜି ଦଶଭୂଜା ବେଶ…

Read More
sea plane1

Sea Plane: ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ସାବରମତିକୁ ଉଡ଼ିବ ପ୍ରଥମ ସି ପ୍ଲେନ୍

ଅହମ୍ମଦାବାଦ: ସି ପ୍ଲେନ୍ (Sea Plane) ସେବା ଷ୍ଟାଚ୍ୟୁ ଅଫ୍ ୟୁନିଟି (Statue Of Unity) ରୁ ଆରମ୍ଭ ହେବ। ଗୁଜୁରାଟର କେଭାଡିଆ (Kevadia)ରେ ଅବସ୍ଥିତ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଅହମ୍ମଦାବାଦ (Ahmedabad) ର ସାବରମତି ନଦୀ କୂଳ ପର୍ଯ୍ୟନ୍ତ ଏହି ସମୁଦ୍ର ବିମାନ ମାଲଦ୍ୱୀପରୁ ଆସିବ। ଏହାକୁ ସ୍ପାଇସ୍ ଜେଟ୍ (Spice Jet) ଚଳାଇବ। ଆଗକୁ ଲୋକଙ୍କ ଆଗ୍ରହକୁ ଦେଖି ଏହି ମାର୍ଗରେ ପ୍ରାୟ ଦଶଟି ବିମାନ ଚଳାଚଳ କରିବ। ବାସ୍ତବରେ ଏହାକୁ ସି…

Read More
modi mon jae in

India-Korea : ପ୍ରଧାନମନ୍ତ୍ରୀ ମୋଦୀ ଏବଂ କୋରିଆ ରାଷ୍ଟ୍ରପତି ମୁନ ଜେ-ଇନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi) କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମୁନ ଜେ-ଇନ (Moon Jae-in)ଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। କୋଭିଡ-୧୯ (Covid-19) ମହାମାରୀ ଲଢେଇର ଅଗ୍ରଗତି, ଅନ୍ତର୍ଜାତୀୟ ଭାଲ୍ୟୁ ଚେନର ବିବିଧକରଣ (Global value chain), ସ୍ୱଚ୍ଛ ସଂରକ୍ଷଣର ଆବଶ୍ୟକତା, ବିକାଶ ତଥା ନିୟମ-ଆଧାରିତ ବିଶ୍ୱ ବାଣିଜ୍ୟ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ବିଶ୍ଵସ୍ତରୀୟ ବିକାଶ ଉପରେ ଦୁଇ ନେତା ସମୀକ୍ଷା କରିଥିଲେ। ଉପରୋକ୍ତ…

Read More
Odisha Teacher Recruitment 2022

Odisha News: ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ!

କଟକ: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (School) ବନ୍ଦ ହେବ ବୋଲି ଜଣାପଡ଼ିଛି। ୨୦୧୮ରେ ନିଆଯାଇଥିବା ଏହି ନିଷ୍ପତ୍ତି ୨୦୨୦-୨୧ରୁ ଲାଗୁ ହେବାକୁ ଯାଉଥିବାବେଳେ ଏହାକୁ ଚ୍ୟାଲେଞ୍ଜ୍‍ କରି ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଦେବା ସହ ଏହାକୁ ରଦ୍ଦ କରିବାପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ଭାରତୀୟ ବିକାଶ…

Read More
arrest_new

Cuttack:ତିର୍ତ୍ତୋଲ ନାବାଳିକା ଘଟଣାରେ ଦୁଇ ଗିରଫ; କଂଗ୍ରେସ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

କଟକ: କଟକ (Cuttack) ର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ତିର୍ତୋଲ ଅଂଚଳର ଜଣେ ନାବାଳିକାକୁ ଦୀର୍ଘ ୨୨ ଦିନ ବନ୍ଦି କରି ରଖି ଦୁଷ୍କର୍ମ ଅଭିଯୋଗ ମାମଲାରେ ଦୁଇଜଣଙ୍କୁ ଆଜି ଗିରଫ କରାଯାଇଛି। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଉଭୟ ଅଭିଯୁକ୍ତ ଓ ପୀଡିତାଙ୍କର ମେଡିକାଲ ଯାଞ୍ଚ କରାଯାଇଛି। ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିଛି। ଏହି ଘଟଣାଟି ପୋକ୍‍ସୋ ଆଇନରେ ମାମଲା ରୁଜୁ…

Read More