Home » odisha » Page 15

ଅଦାନୀ ପାୱାର ଲିମିଟେଡ ଦ୍ଵାରା ଓପିଜିସିର ପ୍ରସ୍ତାବିତ ୪୯ ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ ସିସିଆଇ ମଞ୍ଜୁରି

ଭୁବନେଶ୍ଵର:ଅଦାନୀ ପାୱାର ଲିମିଟେଡ (APL) ଦ୍ଵାରା ଓଡିଶା ପାୱାର ଜେନେରେସନ କର୍ପୋରେସନ (OPGC)ର ପ୍ରସ୍ତାବିତ ୪୯ ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ (CCI) ମଞ୍ଜୁରି ପ୍ରଦାନ କରିଛନ୍ତି। ଏପିଏଲ ଅଦାନୀ ଗ୍ରୁପର ଏକ କମ୍ପାନୀ, ଏହାର ସେୟାର ଉଭୟ ବମ୍ବେ ଓ ନେସନାଲ ଷ୍ଟକ ଏକ୍ସଚେଞ୍ଜରେ ରହିଛି। ଏପିଏଲ ମୁଖ୍ୟତଃ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଅଛି। ଓପିଜିସି ଓଡିଶା ସରକାରଙ୍କର ଏକ ସାର୍ବଜନୀନ କମ୍ପାନୀ ଯାହାକି ଓଡିଶା ସରକାର, ଏଇଏସ ଇଣ୍ଡିଆ…

Read More

ନୂଆ ନିୟମ : ଜାଣନ୍ତୁ କଣ ବଦଳିବ ଅଗଷ୍ଟ ୧ ରୁ ,ବାଇକ୍ ଏବଂ କାର କିଣିବା ଶସ୍ତା, ସର୍ବନିମ୍ନ ବାଲାନ୍ସ ନଥିଲେ ଦେବା କୁ ପଡିବ ଚାର୍ଜ

ନୂଆଦିଲ୍ଲୀ : ଆଉ ଗୋଟିଏ ଦିନ ପରେ ବଦଳିଯିବ ଅନେକ ନିୟମ। ଆମେ ଆପଣଙ୍କୁ ଅଗଷ୍ଟ ପାଇଁ ନିୟମର ପରିବର୍ତ୍ତନଗୁଡିକ କହୁଛୁ, ଅଗଷ୍ଟ୧  ଠାରୁ, ଅନେକ ନିୟମଗୁଡ଼ିକରେ ବଡ଼ ପରିବର୍ତ୍ତନ ଆସିବ ଯାହା ଆପଣଙ୍କ ପକେଟକୁ ଗରମ କରିପାରେ କିମ୍ବା ଖାଲି। ଆପଣ ଏଥିପ୍ରତି ଧ୍ୟାନ ଦେଇ କ୍ଷତିରୁ ରକ୍ଷା ପାଇପାରିବେ। ଏହି ପରିବର୍ତ୍ତନଗୁଡ଼ିକରେ କାର ଏବଂ ବାଇକ୍ କ୍ରୟ ଶସ୍ତା ହେବାକୁ ଯାଉଛି। କାର ଏବଂ ବାଇକ୍ ବୀମା ସମ୍ବନ୍ଧୀୟ ନିୟମ ଅଗଷ୍ଟ ୧ରୁ ପରିବର୍ତ୍ତନ…

Read More

ଗଛରେ ଝୁଲୁଛି ତିନି ଶବ

ଅନୁଗୋଳ : ଗଛ ଡାଳରେ ଝୁଲୁଛି ୩ଜଣଙ୍କ ମୃତଦେହ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗ୍ରାମର ଡିମିରିକୁଦା ଜଙ୍ଗଲରେ। ଗ୍ରାମର ଜଣେ ଗାଈ ଚରାଳି ଗାଈ ଚରାଇ ଡିମିରିକୁଦା ଜଙ୍ଗଲରୁ ଫେରୁଥିବା ବେଳେ ୩ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏହି ତିନିଜଣଙ୍କ ଭିତରୁ ଦୁଇଜଣ ପୁଅ  ଓ ଜଣେ ଝିଅ ଅଛନ୍ତି। ଗାଇ ଚରାଳି ଜଣଙ୍କ ଗାଁ ଲୋକଙ୍କୁ କହିଥିଲେ ଏବଂ ଗ୍ରାମବାସୀ ପୁଲିସକୁ ଖବର ଦେବା ସହ ଘଟଣାସ୍ଥଳରେ…

Read More
angul report

ଆଜି ଚିହ୍ନଟ ହେଲେ ୧୨୦୩ କରୋନା ପଜିଟିଭ,ବଢୁଛି ଖୋର୍ଦ୍ଧାରେ କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୨୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୭୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୪୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୫୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ୨୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ…

Read More

ରାଜ୍ୟ ରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୮୭୮ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୮୭୮ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ୯୩୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ୩୯୬ ଜଣ,ଖୋର୍ଦ୍ଧା ରୁ ୧୧୪ ଜଣ,ଗଜପତି ରୁ ୪୯ ଜଣ ,କନ୍ଧମାଳ ରୁ ୩୩ ଜଣ ,କୋରାପୁଟ…

Read More

ଆଜି ଅନୁଗୋଳରୁ ୧୬ଜଣ କରୋନା ପଜିଟିଭ ଚିହ୍ନଟ,ତାଳଚେର ବ୍ଲକ ର ଗୋଟିଏ ଗାଁରୁ ୭ପଜିଟିଭ; ଜିଲ୍ଲାରେ ପଜିଟିଭ ୩ଶହ ପାର

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୬ ଜଣ ଆକ୍ରାନ୍ତଙ୍କ  ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୮ ଜଣ,ପାଳଲହଡା ବ୍ଲକ୍ ଅଂଚଳରୁ ୭ ଜଣ ଓ ଜଣେ ବଅଁରପାଳ ବ୍ଳକ୍ ଅଂଚଳର ବୋଲି ଜଣାପଡିଛି। ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଗୋଟିଏ ଗ୍ରାମର। ସେମାନଂକ ମଧ୍ୟରେ ୩ ଜଣ ମହିଳା ଯାହାଙ୍କ ବୟସ ୮୭, ୬୦…

Read More

ପ୍ରକାଶ ପାଇଲା ଓଡ଼ିଶା ମାଟ୍ରିକ ପରୀକ୍ଷାଫଳ, ପାସ ହାର ୭୮.୭୬ ପ୍ରତିଶତ

କଟକ: ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳକୁ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଭିଡିଓ ବାର୍ତ୍ତା ଜରିଆରେ ବୋର୍ଡ କତ୍ତୃପକ୍ଷଙ୍କ  ପକ୍ଷରୁ ଘୋଷଣା କରାଯାଇଛି। ଏଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ବୋର୍ଡ ସଭାପତି ରାମାଶିଷ ହଜାରା ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଏ-୧ ଗ୍ରେଡରେ…

Read More

ଆଜି ଚିହ୍ନଟ ହେଲେ ୧୦୬୮ କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୦୬୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୬୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୦୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

Read More

ନିୟମିତ ଯାତ୍ରା କରୁଥିବା ରେଳଯାତ୍ରୀଙ୍କ ପାଇଁ ଖୁସିଖବର ;ନୋ ସ୍ୱାଇପ୍‌, ରୁପେ ପ୍ଲାଟଫର୍ମରେ ଆଇଆରସିଟିସି-ଏସ୍‌ବିଆଇର ନୂଆ କ୍ରେଡିଟକାର୍ଡ଼

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ, ଡିଜିଟାଲ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଲକ୍ଷ୍ୟପୂରଣ ଦିଗରେ  ଭାରତୀୟ ରେଳବାଇକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭଶୀଳ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ  ଶ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ଆଇଆରସିଟିସି ଏବଂ ଏସ୍‌ବିଆଇ କାର୍ଡ ପକ୍ଷରୁ କୋ-ବ୍ରାଣ୍ଡେଡ କଣ୍ଟାକ୍ଟଲେସ୍‌ ନୂଆ କ୍ରେଡିଟ କାର୍ଡ ରୁପେ ପ୍ଲାଟଫର୍ମରେ ପ୍ରଚଳନ ଆରମ୍ଭ କରିବା ଅବସରରେ ସେ କହିଛନ୍ତି ଯେ ରେଳବାଇ ବିଭିନ୍ନ ଉପାୟରେ ସାରା ଦୁନିଆ…

Read More
Naveen Patnaik

ସଂକ୍ରମିତଙ୍କୁ ଉପଯୁକ୍ତ ସ୍ଵାସ୍ଥ୍ୟସେବା ଯୋଗାଅ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ -19 ରୋଗୀ ର  ଚିକିତ୍ସାରେ ଯେପରି ଅବହେଳା ନହୁଏ ସେଥିପ୍ରତି ଉପଯୁକ୍ତ  ଯତ୍ନବାନ୍ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ସମସ୍ୟା ନଥିବା କିମ୍ବା ସ୍ଵଚ୍ଛ, ମଧ୍ୟମ ଲକ୍ଷଣ ଯୁକ୍ତ କରୋନା ପଜିଟିଭ୍ ଘରେ  ରହି ଚିକିତ୍ସିତ ହେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି। ଫଳରେ ଡାକ୍ତରଖାନା ଉପରେ ଚାପ କମ ରହିବ। ଏଥିସହିତ  ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ସହିତ…

Read More
covid19 negative

ରାଜ୍ୟ ରେ ଆଜି ସୁସ୍ଥ ହେଲେ ୬୮୭ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୬୮୭ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ୬୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ୩୦୭ ଜଣ,ଗଜପତି ରୁ ୨୩ ଜଣ ,କୋରାପୁଟ ରୁ ୧୭, ବରଗଡ଼ ରୁ ୧୨ ଜଣ, ଜଗତସିଂପୁର ରୁ ୫୯…

Read More