Home » odisha » Page 17

ଟାଟାଷ୍ଟିଲ ନିଜ ସୁରକ୍ଷା ପାଇଁ ଲଞ୍ଚ କଲା ଆପ୍ ; ଆରୋଗ୍ୟ ସେତୁ ଆପ୍ ଠାରୁ କିଛିକାଂଶ ରେ ଆଡଭାନ୍ସ

ଜାମସେଦପୁର : କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ଜାମସେଦପୁର କାରଖାନାରେ ସୁରକ୍ଷା ଆପ୍ କାର୍ଯ୍ୟକାରୀ କରିଛି। କୋରାନା ଠାରୁ ସୁରକ୍ଷା ପାଇଁ ସାମାଜିକ ଦୂରତା ପରେ ଟାଟା ଷ୍ଟିଲରେ ଅଧିକାଂଶ କାର୍ଯ୍ୟ ବର୍ତ୍ତମାନ ଡିଜିଟାଲ୍ ଭାବରେ ଚାଲିଛି।  କମ୍ପାନୀ ସୂତ୍ର ଅନୁଯାୟୀ, ଟାଟା ଷ୍ଟିଲ୍ ଆରୋଗ୍ୟ ସେତୁ ଆପ୍ ର ଲାଇନରେ ନିଜର ସୁରକ୍ଷା ଆପ୍ ଲଞ୍ଚ କରିଛି। କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ସୁବିଧା ଏବଂ କାର୍ଯ୍ୟକୁ ଧ୍ୟାନରେ ରଖି ଏହି ଆପ୍ ପ୍ରସ୍ତୁତ…

Read More

ସମ୍ବଲପୁର ୧୦ ଦିନିଆ ସଟଡାଉନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ  ବୃଦ୍ଧି ପାଇବାଏବଂ ସ୍ଥାନୀୟ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜିଲାପାଳ ଶୁଭମ ସାକ୍ସେନା ଆଜିଠାରୁ ଦୁଇଟି ପର୍ଯ୍ୟାୟରେ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ସଟ୍‌ଡାଉନ ଘୋଷଣା କରିଛନ୍ତି। ଏନେଇ ଗତକାଲି  ବିଜ୍ଞପ୍ତି ଜାରି ହୋଇଥିଲା। ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୨  ତାରିଖରୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ୪ଦିନ ପାଇଁ  ପ୍ରଥମ ପର୍ଯ୍ୟାୟ ସଟ୍‌ଡାଉନ ଜାରୀ ହୋଇଛି।  ଏହିସମୟରେ…

Read More

ଢେଙ୍କାନାଳ ଜିଲ୍ଲାରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ,ସମୁଦାୟ ୧୪୨ଆକ୍ରାନ୍ତ ଏବଂ ୯୩ ଜଣ ସୁସ୍ଥ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରୁ ସମୁଦାୟ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକର ନିହଲପ୍ରସାଦ ସଂଗରୋଧ କେନ୍ଦ୍ର ରୁ ୨ ଜଣ ମନ୍ଦାର ସଂଗରୋଧ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଥିବାବେଳେ ଲେଥେକା ଗ୍ରାମରୁ ହୋମ୍ କ୍ୱାରାଣ୍ଟାଇନ୍‌ ରୁ ୬ ଜଣ ଏବଂ ପିଂଗୁଆ ରେ ହୋମ୍ କ୍ୱାରାଣ୍ଟାଇନ୍‌ ରେ ଥିବା ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ର ରେ ଥିବା ଜଣେ ବ୍ୟକ୍ତି ମହାରାଷ୍ଟ୍ର ରୁ,ଜଣେ ଆନ୍ଧ୍ରପ୍ରଦେଶ…

Read More

ଆଉ ନାହାନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ଵର: ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଗତ କଲି ସନ୍ଧ୍ୟାରେ ହଠାତ ତାଙ୍କର ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ବିଜୟ ମହାନ୍ତି ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ସିନେମା ପରଦାରେ କନ୍ଦାଇବା ପରେ ଆଜି କିନ୍ତୁ ସତରେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ।  ଦୀର୍ଘ ଦିନ ଧରି ପ୍ରଥମେ ହାଇଦ୍ରାବାଦ ପରେ ଭୁବନେଶ୍ଵର ରେ ‌ରୋଗଶଯ୍ୟାରେ ପଡ଼ିବା ପରେ ଗତ କଲି ରାତି ୯ଟାରେ…

Read More

ଅନୁଗୋଳ ରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ

ଅନୁଗୋଳ : (ମହିମାଲାଇଭ) ଅନୁଗୋଳ ଜିଲ୍ଲାରୁ ସୋମବାର ଦିନ ପୁଣି  ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳର ସର୍ବାଧିକ ୫ ଜଣ , ଅନୁଗୁଳ ପୌରାଞ୍ଚଳରୁ ୩ ଜଣ , ଅନୁଗୁଳ ବ୍ଳକ୍, କଣିହାଁ ଶିଳ୍ପାଞ୍ଚଳ, ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଠମଲ୍ଲିକ ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୫ ଜଣ ପୁରୁଷ କରୋନା ପଜିଟିଭ ଭାବେ…

Read More

ଭାରତରେ ନିବେଶ କରିବା ଲାଗି ଏହା ସବୁଠୁ ଶ୍ରେଷ୍ଠ ସମୟ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଇବିଏମ (IBM)ର ସିଇଓ ଶ୍ରୀ ଅରବିନ୍ଦ କ୍ରିଷ୍ଣାଙ୍କ ସହିତ ଆଲୋଚନା କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଆଇବିଏମର ବୈଶ୍ୱିକ ମୁଖ୍ୟ ପଦବୀରେ ନିଯୁକ୍ତି ନିମନ୍ତେ ଶ୍ରୀ ଅରବିନ୍ଦ କ୍ରିଷ୍ଣାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ। ସେ ଭାରତ ସହିତ ଆଇବିଏମର ଦୃଢ଼ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ସାରା ଦେଶରେ କମ୍ପାନୀର ବିସ୍ତୃତ ପ୍ରସାର ରହିଛି ଏବଂ୨୦ ଟି ସହରରେ କମ୍ପାନୀରେ ୧…

Read More

ଓଡ଼ିଶାରେ ସଫଳ ପ୍ଲାଜମା ଥେରାପି ଚିକିତ୍ସା , ରୋଗୀ ହେଉଛନ୍ତି ସୁସ୍ଥ

ଭୁବନେଶ୍ଵର : ଗୁରୁତର ହୋଇଥିବା କରୋନା ରୋଗୀ କୁ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପୀ(Plasma Therapy) ଚିକିତ୍ସା ସଫଳ ହୋଇଛି।  କୋଭିଡ଼-୧୯ରେ  ଗୁରୁତର ପୀଡ଼ିତ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ କ୍ଷେତ୍ର ରେ ଭଲ ପ୍ରତିକ୍ରିୟା ମିଳିଛି ଓ ସେମାନଙ୍କ ସ୍ଵାସ୍ଥ୍ୟ ବର୍ତ୍ତମାନ ଭଲ ଅଛି। ସମ କୋଭିଡ-୧୯  ହସ୍ପିଟାଲ ର ୪ ଜଣ ରୋଗୀ ଏବଂ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲର ୨ ଜଣ ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ଵାରା ଚିକିତ୍ସା କରାଯାଇଥିଲା। …

Read More

ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଦାୟିତ୍ୱରେ ଥିବା ଓଡିଶାର ପ୍ରଶାସନିକ ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନକୁ ଜିତି ସମାଜକୁ ବୁଝାଇବା କାମରେ ଲାଗିବା ଦରକାର ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀର ପ୍ରକୋପ ଲମ୍ବା ସମୟ ଧରି ଚାଲିବ। ଏହାକୁ ଧ୍ୟାନରେ ରଖି ସମସ୍ତଙ୍କ ଜୀବନ ଓ ଜୀବିକାକୁ…

Read More
bmc mask

ଆଜି ରାଜ୍ୟ ରେ ସୁସ୍ଥ ହେଲେ ୬୦୭ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧,୯୩୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୭୯ ଜଣ , ଯାଜପୁର ରୁ ୮୪ ଜଣ , ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ , କଟକ ରୁ ୪୨ ଜଣ,କେଉଁଝର…

Read More

ସରକାରୀ କର୍ମଚାରୀ ଙ୍କ ପାଇଁ ୱାର୍କ ଫ୍ରମ୍‌ ହୋମ୍‌, ସ୍ୱାସ୍ଥ୍ୟ ବିଭାଗ ବାଦ

ଭୁବନେଶ୍ୱର : ଗତକାଲି ରାତି ୯ ରୁ  କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଭୁବନେଶ୍ୱର ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ୧୪ଦିନିଆ ଲକଡାଉନ୍  କାର୍ଯ୍ୟକାରୀ ହୋଇଛି। ରାଜ୍ୟର ସମସ୍ତ ବିଭାଗର କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଓ ୱସାସ (OSWAS)  (Odisha Secretariat Workflow Automation System ) ସୁବିଧା ରହିବ। ଏଥିରୁ କିନ୍ତୁ ସ୍ଵାସ୍ଥ୍ୟ ବିଭାଗ କୁ ବାଦ ଦିଆଯାଇଛି। ସେହିପରି  ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ପରିଚାଳନା, ଜିଲ୍ଲା…

Read More