Home » odisha » Page 4
nlem_2022

NLEM 2022: ୩୮୪ ପ୍ରକାରର ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ହେବ କମ୍

ନୂଆଦିଲ୍ଲୀ: NLEM 2022- National List of Essential Medicines ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସମସ୍ତଙ୍କୁ ଶସ୍ତାରେ ଔଷଧ (Medicine) ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (NLEM) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ଲୋକଙ୍କ ନିକଟରେ ପହଞ୍ଚିବାକୁ ସୁନିଶ୍ଚିତ କରିବାରେ…

Read More
cyber-crime

Cyber Fraud Odisha: ପିଲା ପାଠପଢୁଥିବା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ରଖନ୍ତୁ ନାହିଁ: ଆଇଟି ମନ୍ତ୍ରୀ

ଭୁବନେଶ୍ଵର: Cyber Fraud In Odisha ଓଡ଼ିଶାରେ ଦିନକୁ ଦିନ ବଢିଚାଲିଛି ଅନ୍‍ଲାଇନ୍‍ ଠକେଇ (Online Fraud)। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏହି ସାଇବର ଠକେଇରୁ ମୁକ୍ତି ପାଇଁ ଅଭିଭାବକ ଓ ପିଲାମାନଙ୍କୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁସାରେ ବିଭାଗ ପକ୍ଷରୁ ପିଲା ପାଠପଢା ପାଇଁ ବ୍ୟବହାର କରୁଥିବା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ (Bank Account) ତଥ୍ୟ ନ ରଖିବା ପାଇଁ…

Read More
itr_drdo

VL-SRSAM: DRDO ଏବଂ ଭାରତୀୟ ନୌସେନା ଦ୍ୱାରା ଭୂପୃଷ୍ଠରୁ ଆକାଶମାର୍ଗକୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଓଡ଼ିଶା ଉପକୂଳରେ ସଫଳ ପରୀକ୍ଷଣ

ବାଲେଶ୍ଵର: DRDO & Indian Navy successfully VL-SRSAM flight test off Odisha coast ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ (Chandipur off the coast of Odisha) ସମନ୍ୱିତ ପରୀକ୍ଷଣ ଘାଟୀ (ITR) ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (VL-SRSAM) ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ…

Read More
ramdas athawale

Inter Caste Marriage: ଆନ୍ତଃଜାତି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: Inter Caste Marriage In Odisha ସମାଜରେ ସମତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ କହିଛନ୍ତି। ସୋମବାର ଭୁବନେଶ୍ଵର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଥିଲେ ଯେ, ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା। ୨୦୨୧-୨୨ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି।…

Read More
subarnarekha

Odisha Floods Report: ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ, ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା

ବାଲେଶ୍ୱର: Odisha Floods Report ଓଡ଼ିଶାରୁ ଯାଇନି ବନ୍ୟା ବିପଦ। ବାଲେଶ୍ୱର (Baleswar) ଜିଲ୍ଲାର ସୁବର୍ଣ୍ଣରେଖା ନଦୀ (Subarnarekha) ରେ ଜଳସ୍ତର ବିପଦ ସଂକେତ ସ୍ତରର ଦେଢ଼ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ରାଜଘାଟଠାରେ ନଦୀର ବିପଦ ସଂକେତ ସ୍ତର ୧୦.୩୬ ମିଟର ଥିବା ବେଳେ ସେଠାରେ ଆଜି ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଜଳସ୍ତର ୧୧.୮୪ମିଟର ରହିଛି। ସୂଚନାଯୋଗ୍ୟ ଗତକାଲି ରାତି ଗୋଟାଏ ରୁ ୧୧.୯୦ମିଟର ପ୍ରବାହିତ ହେଉଥିବା ବନ୍ୟା ଜଳ ଗତ ୧୨ଘଣ୍ଟା ଧରି ସ୍ଥିର…

Read More
nitish kumar

New CM Bihar: ପ୍ରଧାନମନ୍ତ୍ରୀ ହେବା ଆଶାରେ ନିତୀଶ ଭାଙ୍ଗିଲେ BJP ସହ ମେଣ୍ଟ! ଆଜି ହେବ ଶପଥ ଗ୍ରହଣ

ପାଟନା: New CM of Bihar Nitish Kumar ନୀତୀଶ କୁମାର ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ଅଷ୍ଟମ ଥର ପାଇଁ ସିଏମ ଭାବେ ଶପଥ ଗ୍ରହଣ କରିବେ। ନୀତୀଶ କୁମାରଙ୍କ ଜେଡିୟୁ (JDU)ର ୧୩ଜଣ ମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବଙ୍କ ଆରଜେଡି (RJD) ର ୧୬ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରିବେ। ଏହି ସମୟରେ ମହାଗଣ୍ଠବନ୍ଧନ ଏକ ଅଂଶ…

Read More
weather-forecast

Odisha Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା, ୬ରୁ ଲଘୁଚାପ

ବଡଖବର ରାଜ୍ୟରେ ଘଡ଼ଘଡି ସହ କାଳବୈଶାଖୀ ହେବାର ସମ୍ଭାବନା। ୧୨ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି। ଅଗଷ୍ଟ ୬ ରେ ଲଘୁଚାପ ସୃଷ୍ଟି ହେବ। ଭୁବନେଶ୍ଵର: Odisha Weather Report ଓଡ଼ିଶାରେ ମୌସୁମୀ ଦୁର୍ବଳ। ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା ନାହିଁ। ଫଳରେ ଦିନର ତାପମାତ୍ରା ବୃଦ୍ଧି ପାଇଛି। ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ସହ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

Read More
taratarini_cm odisha

Ganjam News: ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦାନ

ଗଞ୍ଜାମ: Taratarini temple news today ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବି ମା’ ତାରା ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଯୋଗ ଦେଇଛନ୍ତି। ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ…

Read More
CBI-Talcher coal mines

Talcher News: MCL ର ବଳରାମ କୋଇଲା ଖଣି କାର୍ଯ୍ୟା‌ଳୟରେ ସିବିଆଇ ଚଢ଼ଉ, ଜଣେ ଗିରଫ

ତାଳଚେର: Talcher MCL News ପୁଣି ତାଳଚେର କୋଇଲା ଖଣି ଅଞ୍ଚଳରେ ପଶିଲା ସିବିଆଇ (CBI)। ଗତକାଲି ଏମ୍‌ସିଏଲ୍‌ର ବଳରାମ କୋଇଲା ଖଣି (Balaram Coal Mines Office) କାର୍ଯ୍ୟା‌ଳୟରେ ସିବିଆଇ ଚଢ଼ଉ କରିଛି। ସୂଚନା ଅନୁସାରେ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କଠାରୁ ଲାଞ୍ଚ ନେବାବେଳେ ଜଣେ ସୁରକ୍ଷା ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବଳରାମ କୋଇଲା ଖଣିର ସୁରକ୍ଷା ଅଧିକାରୀ ଜୟନ୍ତ ବାରିକ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କର ଓଭର୍‌ ଟାଇମ୍‌ (Over Time) ବଢ଼ାଇ…

Read More
odisha-school

School Reopens: ଆଜିଠାରୁ ସ୍କୁଲ ଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: Odisha School Reopens ଓଡ଼ିଶାରେ ଗତ ଫେବୃଆରୀ ୧୪ ତାରିଖରୁ ଖୋଲିଥିଲା ବିଦ୍ୟାଳୟ। କିନ୍ତୁ ଆଜି ସୋମବାରଠାରୁ ଛାତ୍ରଛାତ୍ରୀ  ସ୍କୁଲ୍‌ ଆସିବେ। କରୋନା ସଂକ୍ରମଣ ବ୍ୟାପୀବାରୁ ପ୍ରାୟ ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ପଞ୍ଚମ ପିଲା ସ୍କୁଲ ଯିବେ। ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ କରୋନା କଟକଣା ମଧ୍ୟରେ ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ…

Read More
president-kovind-mahimalive

President visit to Puri: ରାଷ୍ଟ୍ରତିଙ୍କ ଆଜିଠାରୁ ଦୁଇ ଦିନିଆ ପୁରୀ ଗସ୍ତ

ପୁରୀ: President visit to Puri ରାଷ୍ଟ୍ରତି ଶ୍ରୀ ରାମନାଥ କୋବିନ୍ଦ (President Ram Nath Kovind) ଆଜିଠାରୁ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରତି ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍‍ରେ ଭୁବନେଶ୍ୱର (Bhubaneswar) ବିମାନ ବନ୍ଦରରେ ପହଞ୍ଚିବେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ରାଷ୍ଟ୍ରତିଙ୍କୁ ସ୍ୱାଗତ କରିବେ। ଏହାପରେ ସେ ହେଲିକାପ୍ଟର ଯୋଗେ ୩ଟା ୨୫ ମିନିଟ୍‍ରେ ପୁରୀରେ ପହଞ୍ଚିବେ। ୫ଟାରେ ଶ୍ରୀ କୋବିନ୍ଦ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।…

Read More