Home » odisha » Page 6

Examination : ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ଵର: ସିବିଏସ୍‍ଇ (CBSE) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା ସିଟିଇଟି (CTET) ୨୦୨୧ ଜାନୁୟାରୀ ୩୧ ତାରିଖରେ ଅନୁଷ୍ଠିତ ହେବ। କୋଭିଡ୍‍ ମାର୍ଗଦର୍ଶିକା (Covid Guidelines) କୁ ପାଳନ କରି ଦେଶର ୧୩୫ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବରୁ ଏହି ପରୀକ୍ଷା ଗତ ଜୁଲାଇ ୫ ତାରିଖରେ ୧୧୨ଟି ସହରରେ ହେବାର ଥିଲା। କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ବହୁ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ବଦଳାଇବାପାଇଁ ନିବେଦନ କରିବା ପରେ ପରୀକ୍ଷାକୁ…

Read More
ngt

NGT: ପ୍ରଦୂଷଣକୁ ନେଇ ୧୮ଟି ରାଜ୍ୟକୁ NGT ର ନୋଟିସ

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏନଜିଟି (National Green Tribunal-NGT) ମଧ୍ୟ କଡାକଡି ହୋଇଛି। ଏନଜିଟି ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଣ ଜଳିବା କାରଣରୁ ପ୍ରଦୂଷଣ ମାମଲାର ଶୁଣାଣି ପରିସରକୁ ବୃଦ୍ଧି କରିଛି। ବାଣ ଜଳିବା ଦ୍ୱାରା ପ୍ରଦୂଷଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଏଗୁଡ଼ିକ ହେଉଛି ସେଇ ରାଜ୍ୟ ଯେଉଁଠାରେ ବାୟୁ ଗୁଣବତ୍ତା ଖରାପ ଅଛି। ପ୍ରଦୂଷଣ ମାମଲାର ଶୁଣାଣି…

Read More
maruti suzuki

Maruti Suzuki Cars: ମାରୁତି ସୁଜୁକିର ତିନୋଟି କାର ଖୁବ୍ ଶୀଘ୍ର ନୂଆ ରୂପରେ

ମୁମ୍ବାଇ: ମାରୁତି ସୁଜୁକି (Maruti Suzuki) ଶୀଘ୍ର ଏହାର ଯାନ ଲାଇନ୍ଅପ୍ ସତେଜ କରିବାକୁ ଯୋଜନା କରିଛି। ନୂତନ ଯାନବାହନ ଲଞ୍ଚ କରିବା ପାଇଁ କମ୍ପାନୀ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ସହିତ କମ୍ପାନୀ ବିଦ୍ୟମାନ ଉତ୍ପାଦଗୁଡିକ ପାଇଁ ରିପ୍ଲେସମେଣ୍ଟ ମଧ୍ୟ ବାହାର କରିବାକୁ ଚିନ୍ତା କରୁଛି। ସମ୍ପ୍ରତି କମ୍ପାନୀର କିଛି ନୂତନ ଗାଡି ପରୀକ୍ଷା ସମୟରେ ଦେଖିବାକୁ ମିଳିଥିଲା। ମାରୁତି ସୁଜୁକି ଆଲ୍ଟୋ ମାରୁତି ସୁଜୁକି ଆଲ୍ଟୋ (Maruti Suzuki Alto) ଭାରତର ଏକ ଲୋକପ୍ରିୟ…

Read More
GST

GST: କେନ୍ଦ୍ର ସରକାର ଓଡିଶା ସମେତ ୧୬ ଟି ରାଜ୍ୟକୁ ଦେଲେ ୬ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷରେ ଜିଏସ୍‌ଟି (GST) ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ତାହାର ସମାଧାନ ସୂତ୍ର ବାହାର କରିଛନ୍ତି। ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ଋଣକରି ପ୍ରଥମ ଦଫାରେ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ୬ ହଜାର କୋଟି ଟଙ୍କା ଦେଇଛନ୍ତି। ସୂଚନାଯୋଗ୍ୟ ସ୍ପେଶାଲ ବରୋଇଂ ୱିଣ୍ଡୋ ମାଧ୍ୟମରେ…

Read More
NEET Topper Akanksha singh kushinagar

NEET: ନିଟ ପରୀକ୍ଷାରେ ଆକାଂକ୍ଷା ସିଂ ମଧ୍ୟ ପାଇଛନ୍ତି ଶତପ୍ରତିଶତ ନମ୍ବର; ୨ବର୍ଷ ପାଇଁ ଧରି ନଥିଲେ ମୋବାଇଲ୍

କୁଶୀନଗର: ୧୬ ଅକ୍ଟୋବରରେ ଶୁକ୍ରବାର ଦିନ ଆସିଥିବା ନିଟ (NEET) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୦ ଫଳାଫଳରେ ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାର ଆକାଂକ୍ଷା ସିଂ (Akanksha Singh) ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଆକାଂକ୍ଷା ସିଂ ପରୀକ୍ଷାରେ ୭୨୦ ମଧ୍ୟରୁ ୭୨୦ ନମ୍ବର ପାଇଛନ୍ତି। ସେ କହିଛନ୍ତି ଯେ ସେ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ସମୟରେ ନିଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ନିଟ କୋଚିଂ ପାଇଁ ଦୈନିକ ୭୦ କିଲୋମିଟର ଗାଁରୁ…

Read More
happy birthday naveen pattnaik

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ; କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‍ ଭେଙ୍କିୟାନାଇଡୁ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଚା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ…

Read More
Sarat_Kumar_Kar

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ରାଜନୀତିଜ୍ଞ ଏବଂ ସାହିତ୍ୟିକ ଶରତ କୁମାର କରଙ୍କ ୮୧ ବର୍ଷ ବୟସରେ ଆଜି ସୋମବାର ପରଲୋକ ହୋଇଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଖରପ ଥିବାରୁ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଶରତ କୁମାର କରଙ୍କ ପୁଅ ସୁମନ କର ସୂଚନା ଦେଇଛନ୍ତି। ଓଡ଼ିଶା ବିଧାନସଭାକୁ ସେ ୩ ଥର ନିର୍ବାଚିତ ହୋଇଥିଲେ।୧୯୭୧…

Read More
jobs

Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

ଭୁବନେଶ୍ୱର (ମହିମା ଲାଇଭ ବ୍ୟୁରୋ): ଓଡ଼ିଶାରେ ସରକାରୀ ନିଯୁକ୍ତି ସଙ୍କୁଚିତ ହୋଇଥିବାବେଳେ ବହୁ  ମେଧାବୀ ଛାତ୍ରଛାତ୍ରୀ ବୟସ ସୀମା ପାର ହୋଇଯାଉଥିବାରୁ ନିଜ ମନପସନ୍ଦର ଚାକିରିଟିଏ ପାଇପାରୁନାହାନ୍ତି। ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଅଛି। କିନ୍ତୁ ଅନ୍ୟ ରାଜ୍ୟରେ ୪୫ ବର୍ଷ ଅଛି। ବର୍ତ୍ତମାନ  ସାମାଜିକ ଓ ଅର୍ଥନୈତିକ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ଉପଯୋଗୀ ପାଠ୍ୟକ୍ରମ ସାରିବାବେଳକୁ ଚାକିରି ବୟସ ୩୨ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଅନେକ ନିଜେ ଅର୍ଥ…

Read More
Puri_beach

Puri: ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍ ପ୍ରମାଣପତ୍ର

ପୁରୀ: ପୁରୀର ଗୋଲଡେନ୍ ବିଚ୍ କୁ ଡେନମାର୍କର ଫାଉଣ୍ଡେସନ ଫର ପରିବେଶ ଶିକ୍ଷା (Foundation for Environment Education) ଦ୍ୱାରା ସମ୍ମାନଜନକ ‘ବ୍ଲୁ ଫ୍ଲାଗ୍’ (Blue Flag) ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବ୍ଲୁ ଫ୍ଲାଗ୍ ବେଳାଭୂମି ସବୁଠୁ ପରିଷ୍କାର ବେଳାଭୂମି ଭାବରେ ବିବେଚନା କରାଯାଏ। ଦେଶର ଆଠଟି ବେଳାଭୂମି ମଧ୍ୟରୁ ପୁରୀ ବେଳାଭୂମି ହେଉଛି ଡେନମାର୍କର ଫାଉଣ୍ଡେସନ ଫର ପରିବେଶ ଶିକ୍ଷା (FEE) ଦ୍ୱାରା ଲୋଭନୀୟ ବ୍ଲୁ ଫ୍ଲାଗ୍ ଟ୍ୟାଗ୍ ପ୍ରଦାନ କରାଯାଇଛି। ସୂଚନଯୋଗ୍ୟ, ଏହି କାର୍ଯ୍ୟକ୍ରମ…

Read More
odisha election dhamnagar

By-Election: ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ବିଜ୍ଞପ୍ତି ଜାରି, ନଭେମ୍ବର ୧୦ରେ ଭୋଟ ଗଣତି

ଭୁବନେଶ୍ଵର: ଆସନ୍ତା ନଭେମ୍ବର ୩ତାରିଖରେ ବାଲେଶ୍ୱର ସଦର (Baleswar-Sadar ) ଓ ତିର୍ତ୍ତୋଲ (Tirtol) ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି। ଅକ୍ଟୋବର ୧୬ତାରିଖକୁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖଭାବେ ସ୍ଥିର କରାଯାଇଛି। ଅକ୍ଟୋବର ୧୭ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବା ସହ ୧୯ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୦ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ…

Read More
gopabandhu jayanti mahimalive

ସତ୍ୟବାଦୀର ସନ୍ଥ : ନିର୍ମଳାବାଳା ମିଶ୍ର, ଯାଜପୁର

“ସତ୍ୟବାଦୀର ସନ୍ଥ”ହେ ତୁମେ ଉତ୍କଳ ମାତାର ଯୋଗ୍ୟ ସନ୍ତାନ, ଦୁଃଖୀଜନ ବନ୍ଧୁ ହେ ଉତ୍କଳମଣି! ସେବାରେ ଉତ୍ସର୍ଗ କଲ ଜୀବନ। ଅଠରଶ ସତସ୍ତରୀ ଅକ୍ଟୋବର ନଅ,ଅଟେ ବଡ଼ ପଵିତ୍ର ଦିନ, ପୁରୀର”ସୁଆଣ୍ଡୋ”ଗ୍ରାମେ ହେଲ ଜନ୍ମ ମାତାପିତା ତୁମ ହୋଇଲେ ଧନ୍ୟ। ସ୍ୱର୍ଣ୍ଣମୟୀ ଦେବୀ-ଦଇତାରୀ ଦାଶ ଜନନୀ ପିଅର ହୋଇଲେ ତୁମ, “ସୁଆଣ୍ଡୋ”ଗ୍ରାମର ମାଟିଧୂଳିକଣା ଉଜ୍ଜ୍ୱଳ ଆଭାରେ ହେଲା ମଣ୍ଡନ। ଶୈଶବ କାଳରୁ ମାତୃପିତୃହୀନ ହୋଇଗଲ ତୁମେ ହେ ଗୋପବନ୍ଧୁ! ଲାଳନପାଳନ କଲେ ପୀଉସୀ ମା’ ସାଜିଲ ସଭିଙ୍କ…

Read More