JMFC Court Odisha: ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜେଏମ୍ଏଫ୍ସି କୋର୍ଟ ହେବ ପ୍ରତିଷ୍ଠା:ରାଜ୍ୟ ସରକାର
ଭୁବନେଶ୍ଵର: ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜେଏମ୍ଏଫ୍ସି କୋର୍ଟ (JMFC Court) ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ପ୍ରତିବର୍ଷ ୫୫ରୁ ୬୦ଟି ଅଦାଲତ ପ୍ରତିଷ୍ଠା କରାଯାଉଥିବା ଆଇନ୍ ମନ୍ତ୍ରୀ ପ୍ରତାପ ଜେନା (Pratap Jena)। ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ଭୂପିନ୍ଦର ସିଂହ ଓ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତି ବ୍ଲକରେ ଜେଏମ୍ଏଫ୍ସି କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥିର…
