Home » puri rathyatra
ratha yatra 2022

Puri Rath Yatra: ଆଜି ହେଉଛି ପବିତ୍ର ରଥଯାତ୍ରା; ହେବ ଭକ୍ତ ଓ ଭଗବାନଙ୍କ ମିଳନ, ପ୍ରସ୍ତୁତି ଆରମ୍ଭ

ପୁରୀ: Puri Sri Jagannath Rath Yatra ଆଜି ହେଉଛି ପବିତ୍ର ରଥଯାତ୍ରା। ଭକ୍ତ ଏବଂ ଭଗବାନଙ୍କ ଅପୂର୍ବ ମିଳନ ହେବ। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଆଜି ଦର୍ଶନ ଦେବେ। ବଡ଼ଦାଣ୍ଡରେ ରଥ ଏବଂ ପଥ ପ୍ରସ୍ତୁତ ହୋଇସାରିଛି। ମହାପ୍ରଭୁ ଶ୍ରୀମନ୍ଦିରରୁ ଆସି ରଥାରୁଢ ହେବେ। ରଥଖଳାରୁ ଗତକାଲି ତିନୋଟିଯାକ ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଇ ଦିଆଯାଇଛି। ରଥଗୁଡିକୁ ସଶସ୍ତ୍ର ବାହିନୀ ଯବାନମାନଙ୍କ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଶ୍ରୀଜୀଉମାନଙ୍କ…

Read More

ରାଜ୍ୟରେ ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୪୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୪ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୬୬  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଯାଜପୁର  ଜିଲ୍ଲାରେ ୫୭   ଓ ବରଗଡ଼  ରେ ୩୩…

Read More

ସାଢେ 4 କୋଟି ଓଡିଆ ଲୋକଙ୍କ ବିଜୟ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର : ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସାଢେ 4 କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସାଢେ 4 କୋଟି ଓଡିଆ ଏବଂ ସାରା ବିଶ୍ୱରେ କୋଟି କୋଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଭାବାବେଗକୁ ସମ୍ମାନ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆନ୍ତରିକ କୃତଜ୍ଞତା…

Read More

ପୁରୀର ପବିତ୍ର ରଥ ଯାତ୍ରା ଅବସରରେ ଜନସାଧାରଣଙ୍କୁ ଉପ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା ଅବସରରେ ଉପ ରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ଅବସରରେ ଏକ ବାର୍ତ୍ତାରେ ଉପ ରାଷ୍ଟ୍ରପତି କହିଛନ୍ତି ଯେ, “ପବିତ୍ର ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭ କାମନା । ପୁରୀର ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ଲୋକମାନେ ବେଶ୍‌ ଭକ୍ତିର ସହ ମାନିଥାନ୍ତି ଏବଂ ଓଡ଼ିଶାର ଏହି ଉତ୍ସବକୁ ସଭିଏଁ ଉତ୍କଣ୍ଠାର ସହ ପ୍ରତୀକ୍ଷା…

Read More

ଶ୍ରୀକ୍ଷେତ୍ର ପୁରୀ ରେ ଏଥର ସର୍ତ୍ତ ସହିତ ହେବ ରଥଯାତ୍ରା : ସୁପ୍ରିମକୋର୍ଟ

ଭକ୍ତ ଙ୍କ ମଧ୍ୟରେ ଖୁସି ର ଲହରୀ ଓ ଭକ୍ତ ର ବିଜୟ ଭୁବନେଶ୍ୱର(ମହିମା ଲାଇଭ ) : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବବଡେ ଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ପୁରୀ ରଥଯାତ୍ରାର ଶୁଣାଣି ରେ କହିଛନ୍ତି ଯେ ଏ ବର୍ଷ  ସର୍ତ୍ତ ର ସହିତ ହେବ ଯାତ୍ରା। ଶ୍ରୀକ୍ଷେତ୍ର ପୁରୀର ଜଗନ୍ନାଥ ରଥ ଯାତ୍ରା ସୁପ୍ରିମକୋର୍ଟଙ୍କଠାରୁ ସବୁଜ ସଙ୍କେତ ପାଇଛି। କରୋନାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସର୍ତ୍ତ ସହିତ ରଥ ଯାତ୍ରାକୁ ଅନୁମତି…

Read More
ratha yatra 2022

ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ଯଦି ଆମେ ଚଳିତ ବର୍ଷ ରଥ ଯାତ୍ରା ଅନୁମତି ଦେବୁ : କୋଭିଡ଼-୧୯ ମହାମାରୀ ହେତୁ ସୁପ୍ରିମକୋର୍ଟ

ମାନ୍ୟବର ସୁପ୍ରିମକୋର୍ଟ ୧୮  ଜୁନ୍ ରେ ଓଡ଼ିଶାର ପୁରୀର ଜଗନ୍ନାଥ ମନ୍ଦିରର ଐତିହାସିକ ରଥ ଯାତ୍ରା ସ୍ଥଗିତ ରଖିଛନ୍ତି ଯାହା ୨୩ ଜୁନ୍ ରୁ ଆରମ୍ଭ ହେବ। କୋଭିଡ଼-୧୯ ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ସହିତ ସବୁ ରୀତି ନୀତି ପାଳନ କରାଯିବ। ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକରେ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।…

Read More