ରଥଯାତ୍ରା ନୀତିକାନ୍ତିର ସମୟ
ପୁରୀ : (ମହିମା ଲାଇଭ) ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତିକାନ୍ତିର ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ସକାଳ ୩ ଘଣ୍ଟିକା ରୁ ମଙ୍ଗଳଆଳତି ସହ ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ । ସେହିପରି ପ୍ରାତଃ ୩ଟା ୧୫ମିନିଟ ସମୟରେ ମଇଲମ ନୀତି ଆରମ୍ଭ ହେବ। ୩ଟା ୩୦ରେ ତଡ଼ପ ଲାଗି ଓ ଭୋର ୪ଟାରେ ରୋଷହୋମ କରାଯିବ। ଭୋର ୪ଟା ୩୦ମିନିଟରେ ଅବକାଶ, ୪ଟା ୪୫ରେ ସୂର୍ଯ୍ୟ ପୂଜା ଏବଂ…
