ରାଜ୍ୟ ରେ ସୁସ୍ଥ ହେଲେ ସର୍ବାଧିକ ୮୬୪ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୮୬୪ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬ ହଜାର ୭୯୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୪୩୨ ଜଣ,ରାୟଗଡା ରୁ ୧୩୭, ବରଗଡ଼ ରୁ ୩୧ଜଣ, ଖୋର୍ଦ୍ଧା ରୁ ୨୮ଜଣ, କଟକ ରୁ…
